Odia Poem Aeta Nari (ଏଇତ ନାରୀ) by Diptimayee Singh

ଏଇତ ନାରୀ

ଚାରିଆଡ଼େ ଖାଲି ଗୁଞ୍ଜରୁଛି ଶବଦ ମହିଳା ସଶକ୍ତିକରଣ ପାଇଁ, ମାଆମାନେ ମୋର ପାହାଡ଼ ଡେଇଁଲେ ଜଳ ଆଣି ଯିବା ପାଇଁ ॥ ଦୁଃଖିନୀ ମାଆଟା ଉପରେ ମୋହର ନଜର କାହାର ନାହିଁ, ଘିଡ଼ି ଘିଡ଼ି ହେଇ ଧାଉଁଅଛି ସେହି ପାହାଡ଼ ଜଙ୍ଗଲ ଡେଇଁ ॥ ଜାଣିନାହିଁ ସେ ଯେ ପାହାଡ଼ ସେପାରେ ଜଳ ପାଇବ କି ଖୋଜି, ମନେ ଅସୁମାରି ଆଶା ନେଇ ହେଲେ ଚାଲିଥାଏ ଆଖି ମୁଜି ॥ ତଥାପି ମନରେ ଛବିଟିଏ ରଖି ମୁନା…

ଅଧିକ ପଢ଼ନ୍ତୁ
Odia Poem Atmiyatara Basna (ଆତ୍ମିୟତାର ବାସ୍ନା) by Rajesh Rath

ଆତ୍ମିୟତାର ବାସ୍ନା

ଯାହା କିଛି କ୍ଷଣ ଅଟକାଇ ଦିଏ ମୋ ଭିତରେ ଦୌଡ଼ୁଥିବା ଏକ ଦିଗହରା ବୟସକୁ ଧରେଇ ଦିଏ ହାତରେ ଏକ ତୂଳୀ ଆଙ୍କିବାକୁ କୁହେ ଏକ ଚିର ଇପ୍ସିତ ଅଫେରା ଋତୁକୁ… ଦେଖୁ ଦେଖୁ ମୁଁ ଅଙ୍କେ ଆଙ୍କେ ତୁମକୁ, ତୁମ ଉପସ୍ଥିତିର ପ୍ରିତୀ ପ୍ରାଣସ୍ପର୍ଶୀ ମୁହୂର୍ତ୍ତକୁ, ଆଉକିଛି ଦିଗନ୍ତ ବିସ୍ତାରି ତରୁଣ ସ୍ମୃତି ତାଜା ହୁଏ, ଫୁଟି ଉଠେ ମଗୁଶୁରିଆ କୁହୁଡ଼ିରେ ଭିଜା ଭିଜା କାନ କୁହା କଥା, ହାତ ଧରି ଭିଡ଼ି ନିଏ କେଉଁ…

ଅଧିକ ପଢ଼ନ୍ତୁ
Odia Poem Akasha Akhire Luha (ଆକାଶ ଆଖିରେ ଲୁହ) by Chinmaya Kumar Sahoo

ଆକାଶ ଆଖିରେ ଲୁହ

ଆକାଶକୁ ଦିନେ ଚାହିଁ ମୁଁ ଭାବିଲି କେଡ଼େ ସୁଖୀ ସତେ ସେଇ କୋଟି କୋଟି ତାରା ମେଳରେ ଜହ୍ନଟା ଖେଳୁଥିଲା ଖୁସି ହେଇ । ପକ୍ଷୀ ଉଡ଼ୁଥିଲେ ଆନନ୍ଦେ ଆକାଶେ ଖୋଜୁଥିଲେ ବାଟ ବସାକୁ ଦଳ ଦଳ ହେଇ ବାଦଲ ଗୁଡ଼ାକ ଭାସି ଯାଉଥିଲେ ଦୂରକୁ । କେତେ କେତେ ଗ୍ରହ, ତାରା ସୂର୍ଯ୍ୟ ଚନ୍ଦ୍ର, ତା’ ସାଙ୍ଗେ ମେଘର ଭାବ ଏତେ ଏତେ ବନ୍ଧୁ ପାଶେ ଥାଇ ନିଶ୍ଚେ ଆକାଶଟା ଖୁସି ଥିବ । ମୋ ଚାହାଣି ଦେଖି ଆକାଶଟା…

ଅଧିକ ପଢ଼ନ୍ତୁ
Masala Manda (ମସଲା ମଣ୍ଡା) Recipe

ମସଲା ମଣ୍ଡା

ପାଶ୍ଚାତ୍ୟ ଖାଦ୍ୟଶୈଳୀରେ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟସବୁ ଆମ ନୂତନ ପିଢ଼ିଙ୍କଠାରୁ ଆସ୍ତେ ଆସ୍ତେ ଦୂରେଇ ଯିବାରେ ଲାଗିଛି । ଓଡ଼ିଆ ଘରେ ବାର ମାସରେ ତେର ପର୍ବ ଓ ପ୍ରତି ପର୍ବରେ ଛପନ ପିଠା ପଣା ମିଠା ଭୋଗ । ଏହିପରି ଏକ ପାରମ୍ପରିକ ଓଡ଼ିଆ ରୋଷେଇ ଘରର ପିଠା ହେଲା ସିଝା ମଣ୍ଡାପିଠା । ସବୁ ପର୍ବରେ ସିଝା ମଣ୍ଡାପିଠା ଘରେ ଘରେ ହୁଏ । ସୂଜି କିମ୍ବା ଚାଉଳ ଚୂନା ଜନ୍ତଣି ହେଇ ତା’ ଭିତରେ ନଡ଼ିଆ କିମ୍ବା…

ଅଧିକ ପଢ଼ନ୍ତୁ
Odia Poem Sharanarthi (ଶରଣାର୍ଥୀ) by Tika Govind

ଶରଣାର୍ଥୀ

ତାର ବାଡ଼ର ଏପାଖେ ବି ଗୋଟେ ଦୁନିଆ ଅଛି ଆଉ ସେପାଖେ ବି । ଏପାଖେ ବି ପାଦ ତଳେ ମାଟି ମୁଣ୍ଡ ଉପରେ ଆକାଶ ଆଉ ସେପାଖେ ବି । କଣଟା ବଦଳି ଯାଏ ଦୁଇ ପାଖରେ, ନା ବଦଳେ ଗଛ ନା ବଦଳେ ପକ୍ଷୀ ନା ବଦଳେ ଡର । ବାସ୍ ବଦଳି ଯାଏ ମଣିଷର ସଂଜ୍ଞା, ଏପାଖେ ନାଗରିକ ସେପଖେ ଶରଣାର୍ଥୀ । ବାଡ଼ ଆରପାଖେ ପରା ଘାସ ସବୁବେଳେ ସବୁଜ । ସବୁଜ ଘାସ ମୋହରେ ବାଡ଼ ଡେଇଁଲା…

ଅଧିକ ପଢ଼ନ୍ତୁ