ଆମ୍ବ ବଡ଼ି ଛେଚା
“ଆମେ ଓଡ଼ିଆ, ଭାରି ବଢ଼ିଆ ।” ଆମର ଭାଷା ଯେମିତି ବଢ଼ିଆ, ଆମର ଖାଦ୍ୟ ବି ସେମିତି ବଢ଼ିଆ । ପତ୍ରଠାରୁ ଆରମ୍ଭ କରି ଚୋପାଯାଏଁ ବି ଆମେ ରୋଷେଇରେ ବ୍ୟବହାର କରୁ । ଆଉ ଏବେ ତ କଞ୍ଚା ଆମ୍ବର ଋତୁ ଚାଲିଛି, ତାକୁ ନେଇ ପୂର୍ବବର୍ଷ ମିଠା ଆମ୍ବ ଆଚାର କରିବା ଶିଖିଥିଲେ, ଏଥର ଚାଲନ୍ତୁ ଶିଖିବା ସହଜିଆ ଜିନିଷଟିଏ, ଆମ୍ବ ବଡ଼ି ଛେଚା (Amba Badi Chhecha) । ଆବଶ୍ୟକ ସାମଗ୍ରୀ କଞ୍ଚା ଆମ୍ବ ଭଜା ବଡ଼ି କଞ୍ଚା…

