Guru Bandana (ଗୁରୁ ବନ୍ଦନା) Sanet by Madhumita Mishra on Teachers Day

ଗୁରୁ ବନ୍ଦନା

ଅଜ୍ଞାନତା ଅମା ଅନ୍ଧାର ଭିତରେ ଜ୍ଞାନର ଜ୍ୟୋତି ଜଳାଏ, ଅଜ୍ଞାନତା ଶକ୍ତ ବଳୟ ଭିତରୁ ହାତ ଧରି ଟାଣି ନିଏ, ଅଜ୍ଞାନତାର ପଙ୍କ ଭିତରେ ଯେ ଜ୍ଞାନର ପଦ୍ମ ଫୁଟାଏ, ଅଜ୍ଞାନତାର ତିକ୍ତତା ଭିତରେ ସେ ଜ୍ଞାନ ମିଷ୍ଟାନ୍ନ ଖୁଆଏ । ଜ୍ଞାନ ପ୍ରକାଶର ବଳରେ ହୁଅଇ ଯେ ଜଗତ ବିଜୟୀ, ଜ୍ଞାନ ଅମୃତର ସ୍ଵାଦ ଯେ ଚଖାଇ ମୂର୍ଖତା ଦୂର କରଇ, ଜ୍ଞାନ ତା’ ଭୂଷଣ ଜ୍ଞାନ ତା’ର ଅସ୍ତ୍ର ଜ୍ଞାନ ହିଁ ତା’ ପରିଚୟ, ଜ୍ଞାନ…

ଅଧିକ ପଢ଼ନ୍ତୁ
Download Now 42nd Edition of Shubhapallaba

୪୨ଶ ସଂସ୍କରଣ

୨୦୨୨ ମସିହାର ସେପ୍ଟେମ୍ବର ମାସରେ ପହିଲାରେ ଶୁଭପଲ୍ଲବର ୪୨ଶ ସଂସ୍କରଣ ପ୍ରକାଶ ପାଇଥିଲା । ୩୦ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୬ ଗୋଟି ଆଲେଖ ଥିଲା ।

ଅଧିକ ପଢ଼ନ୍ତୁ
Odia Poem Ganesha Chaturthi (ଗଣେଶ ଚତୁର୍ଥୀ) by Prakash Meher for Ganesh Puja

ଗଣେଶ ଚତୁର୍ଥୀ

ମୂଷିକ ଉପରେ ବିରାଜିତ ହୋଇ ଆସୁଛନ୍ତି ପାର୍ବତୀ ସୁତ । ନଗ୍ରେ ନଗ୍ରେ ସେତ ଅଗ୍ରପୂଜ୍ୟ ଦେବ ସର୍ବତ୍ର ହୋଇବ ପୂଜା ॥ ବିଗ୍ରହ ତୁମର କଳାକାର ହସ୍ତେ ଗଢ଼ା ସୁନ୍ଦର ସୁଶୋଭିତ ସଜା । ଅମ୍ଳାନ କିର୍ତ୍ତୀରାଜି ମାଟି ଦେହରେ ଏହା ତୁମରି ସୁଦୟା ॥ ବିଶ୍ଵବ୍ୟାପୀ ତୁମ ଆରାଧନା ପାଇଁ ଭାଦ୍ରବ ମାସ ଚତୁର୍ଥୀ ଦିନ । ଏକଦନ୍ତ ଆଜି ବିଦ୍ୟମାନ ହେବେ ବିଘ୍ନ କରିବ ହେ ଖଣ୍ଡନ ॥ ପୂଜାମଣ୍ଡପେ ଆରତି ଆରାଧନା ଦେଇ ତବ ନାମକୁ ସ୍ମରଣ…

ଅଧିକ ପଢ଼ନ୍ତୁ
Odia Poem Bighna Binashaka (ବିଘ୍ନ ବିନାଶକ) by Bapini Singh for Ganesha Puja

ବିଘ୍ନ ବିନାଶକ

ଦିଅ ଦିବ୍ୟଜ୍ଞାନ ଦିଅ ଶୁଭବୁଦ୍ଧି ଆହେ ସିଦ୍ଧି ବିନାୟକ ସଞ୍ଜ ଆଳତୀରେ ପ୍ରାର୍ଥନା ସଭାରେ ତୁମେ ହିଁ ପ୍ରଥମ ଶ୍ଳୋକ । ତୁମ ଆଶିଷରୁ ବିଦ୍ୟା ମହାଧନ ସହଜେ ଲାଭ ହୁଅଇ ମହାଜ୍ଞାନୀ ବୋଲି ସାରା ସଂସାରରେ ପ୍ରଶଂସା ସିଏ ଲଭଇ । ମୂଷିକ ବାହନ ହେ ଗଜ ବଦନ ତୁମେ ଦୟାର ସାଗର ତୁମ ଆଗମନେ ହରଷିତ ମନେ ଚାହିଁଛି ସାରା ସଂସାର । ସକଳ ଶକ୍ତିର ତୁମେ ହିଁ ଆଧାର କୋଟି ସୂର୍ଯ୍ୟ ତୁମ ଜ୍ୟୋତି ତୁମେ ମହାରଥି…

ଅଧିକ ପଢ଼ନ୍ତୁ
Odia Poem Ahe Gajanana (ଆହେ ଗଜାନନ) by Janmajaya Nayak on Ganesha Puja

ଆହେ ଗଜାନନ

ଆହେ ଗଜାନନ କରୁ ନିମନ୍ତ୍ରଣ ମର୍ତ୍ତ୍ୟପୁରେ ଆସ ଚାଲି, ତବ ଆଗମନେ ହସିବ ଧରଣୀ ସବୁ ଦୁଃଖ ଯିବୁ ଭୁଲି , ନାନାରଙ୍ଗ ପୁଷ୍ପ ତୋଳି, ମଣ୍ଡପ ସଜାଇ ତୁମକୁ ବସାଇ ଜାଳିବୁ ଭକ୍ତି ଦୀପାଳି । ମୂଷିକ ବାହନେ ବସିଥିବ ତୁମେ ଶୁଭୁଥିବ ଶଙ୍ଖ ଧ୍ୱନି, ତୁମକୁ ଦେଖିଣ ଫେରିବନି ଆଖି ବନ୍ଦନା ଗାଇବୁ ପୁଣି, ନାନାବିଧ ଫଳ ଆଣି, ଭକତି ଚିତ୍ତରେ କରି ସମର୍ପଣ କରିବୁ ବିଦ୍ୟା ମାଗୁଣି । ତୁମେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ତୁମେ…

ଅଧିକ ପଢ଼ନ୍ତୁ