Odia Poem Ahe Sri Ganesha (ଆହେ ଶ୍ରୀ ଗଣେଶ) by Jangyash Kumar Rout for Ganesh Puja

ଆହେ ଶ୍ରୀ ଗଣେଶ

ଆହେ ବିନାୟକ ବିଘ୍ନବିନାସନ ଉଦଣ୍ଡ ପ୍ରମୋଦ ନନ୍ଦନ । ଆହେ ରୁଦ୍ରପ୍ରିୟ ସର୍ବଦେବାତ୍ମନ ସୁମୁଖ ସ୍ୱରୂପ ତରୁଣ ॥ ଆହେ ବିଶ୍ୱରାଜା ଭୀମ ମହାବଳ ସୂପକର୍ଣ୍ଣ ଆହେ ଅବିଘ୍ନ । ଆହେ ଭାଲଚନ୍ଦ୍ର ସିଦ୍ଧିବିନାୟକ ଅନନ୍ତଚିଦରୁପମ ॥ ଆହେ ଅବନିଶ ବୁଦ୍ଧିବିଧାତା ବିକଟ କପିଳ କବିଶ । ଆହେ ମନୋମୟ ଦୂର୍ଜା ଲମ୍ବୋଦର ଏକଦନ୍ତ କୃଷ୍ଣପିଗାଂଶ ॥ ଆହେ ବୁଦ୍ଧିନାଥ ମୂଷକବାହନ ସିଦ୍ଧିଦାତା ପ୍ରଥମେଶ୍ଵର । ଆହେ ଅଖରୁଥ ସ୍କନ୍ଦପୂର୍ବଜ ପିତାମ୍ବର ବିଘ୍ନରାଜେନ୍ଦ୍ର ॥ ଆହେ ବୁଦ୍ଧିପ୍ରିୟ ମଙ୍ଗଳମୂର୍ତ୍ତି ଉମାପୁତ୍ର ବିଦ୍ୟାବାରିଧି । ଆହେ…

ଅଧିକ ପଢ଼ନ୍ତୁ
Odia Festival Nuakhai (ନୂଆଖାଇ) by Snigdhalaxmi Priyadarsini Mohapatra

ନୂଆଖାଇ

କଥାରେ କୁହନ୍ତି, ଓଡ଼ିଶାରେ ବାରମାସରେ ତେର ପର୍ବ । ସତରେ ଆମ ପର୍ବପର୍ବାଣୀ ଖାଲି ତେର ସଂଖ୍ୟା ଭିତରେ ସୀମିତ ନୁହେଁ । ଆମ ରାଜ୍ୟ ଓଡ଼ିଶା ପର୍ବପର୍ବାଣୀର ଗନ୍ତାଘର । ଏହା ବ୍ୟତୀତ ଆହୁରି ଅନେକ ପର୍ବ ଆନନ୍ଦ ଉତ୍ସାହର ସହ ଆମେ ପାଳନ କରିଥାଉ । ଏହିସବୁ ପର୍ବପର୍ବାଣୀ ଗୁଡ଼ିକ ମଧ୍ୟରୁ ନୂଆଖାଇ (Nuakhai) ଖୁବ୍ ପ୍ରସିଦ୍ଧ । ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଅନ୍ନ ସମର୍ପଣ କରି ଖାଇବାର ପର୍ବ ହେଉଛି ନୂଆଁଖାଇ । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି…

ଅଧିକ ପଢ଼ନ୍ତୁ
Download Now 41st Edition of Shubhapallaba

୪୧ଶ ସଂସ୍କରଣ

୨୦୨୨ ମସିହାର ଅଗଷ୍ଟ ମାସର ସ୍ୱାଧୀନତା ଦିବସରେ ଶୁଭପଲ୍ଲବର ୪୧ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୧ ଗୋଟି ଆଲେଖ ଥିଲା  ।

ଅଧିକ ପଢ଼ନ୍ତୁ
Odia Poem Raksha Bandhan (ରକ୍ଷା ବନ୍ଧନ) by Mamata Sahu

ରକ୍ଷା ବନ୍ଧନ

ବରଷକେ ଥରେ ରକ୍ଷା ବନ୍ଧନ ଆଣିଚି ତା’ ସାଥେ କେତେ ଆନନ୍ଦ ॥ ଭଉଣୀ ବାନ୍ଧିବ ଭାଇ ହାତରେ ରାକ୍ଷୀ ନାମେ ରକ୍ଷା କବଚ ଡୋରେ ॥ ବନ୍ଧନ ଭିତରେ ରକ୍ଷା ବନ୍ଧନ ଯୋଡ଼ିଦିଏ ଭାଇ ଭଉଣୀ ମନ ॥ ଥିଲେ ଥାଉ ମନେ ଯେ ଅଭିମାନ ଭଉଣୀ ବନ୍ଧିବ ସ୍ନେହ ବନ୍ଧନ ॥ ଦୁଃଖର ଲୁହରେ ହସରେ ସୁଖି ରାକ୍ଷୀ ରହିଥାଏ ସର୍ବଦା ସାକ୍ଷୀ ॥ ଭାଇ ଭଉଣୀର ପ୍ରେମ ସମ୍ପର୍କ ଅନେକ ଫୁଲର ମଧୁ…

ଅଧିକ ପଢ଼ନ୍ତୁ
Jati Swabhimanara Nabajagarana (ଜାତି ସ୍ୱାଭିମାନର ନବଜାଗରଣ) by Manoj Tripathy

ଜାତି ସ୍ୱାଭିମାନର ନବଜାଗରଣ

ଓଡ଼ିଶା ଇତିହାସ ଏବଂ ସାହିତ୍ୟକୁ ଅନୁଶୀଳନ କଲେ ଜଣାଯାଏ, ଓଡ଼ିଶା ମାଟି – ଆନ୍ଦୋଳନର ମାଟି, ବିଦ୍ରୋହର ମାଟି, ବିପ୍ଳବର ମାଟି ଓ ବୀରତ୍ୱର ମାଟି । ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଆଦିବାସୀ ମେଳିଠାରୁ ଆରମ୍ଭ କରି ପାଇକ ବିଦ୍ରୋହ ପର୍ଯ୍ୟନ୍ତ, ଇତିହାସର ପୃଷ୍ଠା ସବୁ ଓଡ଼ିଆ ଜନସାଧାରଣଙ୍କ ସ୍ଵର ଉତ୍ତୋଳନ ଓ ପ୍ରତିବାଦର ସ୍ୱାକ୍ଷର ବହନ କରେ । କ୍ଷତିକାରକ ସାମାଜିକ ପ୍ରଥା, କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ସବୁକୁ ଲୋପ କରିବାପାଇଁ ବହୁ ସମୟରେ ସଂସ୍କାରମୂଳକ ଆନ୍ଦୋଳନ ଆବଶ୍ୟକ…

ଅଧିକ ପଢ଼ନ୍ତୁ