Odia Poem Antahina Apeksha (ଅନ୍ତହୀନ ଅପେକ୍ଷା) by Manas Ranjan Dash

ଅନ୍ତହୀନ ଅପେକ୍ଷା

ତୁମକୁ ପାଇବାର ଇଚ୍ଛା ଅନେକ ଦାୟିତ୍ଵର ବୋଝ ତଳେ ଦବିଯାଏ ଗାଆଁର ସରଳ ଲୋକଟେ ସହରର ଭିଡ଼ରେ ଯେମିତି ହଜିଯାଏ ନିଜ ପରିଚୟ ଗଢ଼ିବାରେ ସରିଯାଏ ଯୌବନ ଅବଧି ବୁକୁପରେ ନିଜ ହାତେ ଗଢ଼ିବାକୁ ହୁଏ କେତେ ଯେ ପ୍ରେମର ସମାଧି ଭଲ ମୁଁ ପାଉଥିଲି କେବେ, ଆଉ ପାଏନା ଅପେକ୍ଷା ଅନ୍ତହୀନ ହେଲେ ଅପେକ୍ଷା ରହେନା !!! – ମାନସ ରଞ୍ଜନ ଦାଶ

ଅଧିକ ପଢ଼ନ୍ତୁ
Odia Story Tini Tanka Pachash Paisa (ତିନି ଟଙ୍କା ପଚାଶ ପଇସା) by Laxmikanta Behera

ତିନି ଟଙ୍କା ପଚାଶ ପଇସା

ସରସ୍ୱତୀ ପୂଜା କି ଗଣେଶପୂଜା ଆସିଲେ ମୋ ମନ କୁଣ୍ଢେମୋଟ ହେଇଯାଏ, କାରଣ ଗୋଟେ ପଟେ ସ୍କୁଲର ପୂଜା ଅନ୍ୟଟି ହେଲା ବହୁ ପ୍ରତିକ୍ଷୀତ ଏକ ସୁନ୍ଦର ଖାଦ୍ୟ ଖାଇବାର ମଉକା ମିଳେ । କେଜାଣି କାହିଁ ପୂଜା ପୂର୍ବ ଦିନ ରାତିଟା ବି ଅଧିକ ଲମ୍ବା ଭଳି ଲାଗେ । ସବୁ ପିଲାଙ୍କ ପରି ସକାଳୁ ଉଠି, ଫୁଲ ତୋଳି ଗାଧେଇ ହେଇ ନୂଆ ଡ୍ରେସ ପିନ୍ଧି ମା’ ପାଖେ ହଜାର ହେଇଯାଏ । ମାଆ ମୋ ମୁହଁକୁ ଚାହିଁ…

ଅଧିକ ପଢ଼ନ୍ତୁ
Biography of Shankaracharya Swaroopanand Saraswati (ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଜୀବନୀ)

ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ

ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ (୨ ସେପ୍ଟେମ୍ବର ୧୯୨୪ – ୧୧ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ଧର୍ମଗୁରୁ, ସ୍ୱାଧୀନତା ସଂଗ୍ରାମୀ ତଥା ଶଙ୍କରାଚାର୍ଯ୍ୟ ପଦବୀରେ ଭୂଷିତ ଥିଲେ । ୧୯୮୨ ମସିହାରେ, ସେ ଗୁଜୁରାଟର ଦ୍ୱାରକା ସ୍ଥିତ ଶାରଦା ପୀଠର ଏବଂ ବଦ୍ରିନାଥରେ ଜ୍ୟୋତିର୍‌ ମଠର ଶଙ୍କରାଚାର୍ଯ୍ୟ ପଦବୀରେ ରହିଥିଲେ। ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ୧୯୨୪ ମସିହାରେ ମଧ୍ୟ ପ୍ରଦେଶର ସେଓନି ଜିଲ୍ଲାର ଡିଗୋରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ତାଙ୍କ ନାମ ପୋଥିରାମ ଉପାଧ୍ୟାୟ ଥିଲା ।…

ଅଧିକ ପଢ଼ନ୍ତୁ
Odia Poem Gurunka Pain Pade (ଗୁରୁଙ୍କ ପାଇଁ ପଦେ) by Janmajaya Nayak for Teahcers' Day (Gurudibasa)

ଗୁରୁଙ୍କ ପାଇଁ ପଦେ

ଜୀବନୁ କଳୁଷ ହେବ ନାଶ, ଲଭିଣ ଗୁରୁଙ୍କ ଶୁଭାଶିଷ, ଗୁରୁ ପାଦ ପୂଜି ଭକତିରେ ଭିଜି ପାଳିବା ଆମେ ଗୁରୁଦିବସ । କୋଟି ଜୁହାର ତାଙ୍କ ଚରଣେ, ତାଙ୍କୁ ଭୁଲିବା ନାହିଁ ଜୀବନେ, ଗୁରୁ ପଦରଜ ମୁକତିର ବୀଜ ଏକଥା ଆମେ ରଖିବା ମନେ । ଗୁରୁଙ୍କର ମହିମା ଅପାର, ମହୀମଣ୍ଡଳେ ସେ ତ ଈଶ୍ୱର, ହୃଦମନ୍ଦିରେ ସେ ଅମଳିନ ଜ୍ୟୋତି ତାଙ୍କ ପାଇଁ ଜୀବନ ସୁନ୍ଦର । ମନେ ଭରିଣ ଆଶା ବିଶ୍ୱାସ, କଳୁଷତାକୁ କରନ୍ତି ନାଶ, ତାଙ୍କରି ଆକଟେ…

ଅଧିକ ପଢ଼ନ୍ତୁ
Odia Poem Guru Bandana (ଗୁରୁ ଦିବସ ଉପଲକ୍ଷେ ଗୁରୁ ବନ୍ଦନା) by Mamata Sahu

ଗୁରୁ ଦିବସ ଉପଲକ୍ଷେ ଗୁରୁ ବନ୍ଦନା

ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ଵର ଗୁରୁ ଜ୍ଞାନର ଭଣ୍ଡାର ଗୁରୁ ପିତା ମାତା ଗୁରୁ ଯେ ଦେବତା ଗୁରୁ ସତ୍ୟ ଶିବ ସୁନ୍ଦର ॥ ଗୁରୁ ଯେ ସଂସ୍କାର ବିଶ୍ଵାସର ଧାର ଗୁରୁ ଆଲୋକ ପ୍ରଦୀପ ଅଜ୍ଞାନ ଅନ୍ଧାର କରି ଦ୍ୟନ୍ତି ଦୂର ଜାଳନ୍ତି ଉଜ୍ୱଳ ଦୀପ ॥ ଗୁରୁ ସମସ୍ୟାର ସମାଧାନ ସୂତ୍ର ଗୁରୁ ହିଁ ଆଶା ଭରସା ଗୁରୁଙ୍କ ଶ୍ରେଣୀରେ ସମସ୍ତେ ସମାନ କରନ୍ତିନି କେବେ ନିରାଶା ॥ ଶିକ୍ଷାର୍ଥୀଙ୍କ ପାଇଁ ଶୁଭ…

ଅଧିକ ପଢ଼ନ୍ତୁ