ଜଙ୍ଗଲ ନଷ୍ଟର ପ୍ରଭାବ
କିଛିବର୍ଷ ପୂର୍ବେ ଆମ ଦେଶ ଭାରତ ସମେତ ସମଗ୍ର ବିଶ୍ୱ ସବୁଜ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ସର୍ବତ୍ର ବୃକ୍ଷର ଶୀତଳ ମଳୟରେ ପୁରିଉଠୁଥିଲା । ଫଳରେ ଲୋକମାନଙ୍କ ମନରେ କେବଳ ଶାନ୍ତି ହିଁ ଶାନ୍ତି ବିରାଜମାନ କରୁଥିଲା । ସେବେ ମୁନିଋଷିମାନେ ଘଞ୍ଚ ଅରଣ୍ୟରେ ବସବାସ କରି ଦେଶ ତଥା ବିଶ୍ୱର କଲ୍ୟାଣ ପାଇଁ ଯଜ୍ଞ ଓ ହୋମ ଆଦି କରୁଥିଲେ । ରୋଷେଇ ଓ ହୋମ ପାଇଁ ଆବଶ୍ୟକୀୟ ଶୁଖିଲା କାଠ ସେମାନଙ୍କର…