andhabiswasara-naksa

ଅନ୍ଧବିଶ୍ୱାସର ନ‌କ୍ସା

ଗିନାଚାମଚ ରାଜସ୍ଥାନୀ ହେଲେବି ଶାଶୁକୁ ସବୁ ଓଡ଼ିଆ ଚାଲିଚଳଣୀ ଓ ଆଦବକାଇଦା ଜଣା । ବଡ଼ବୋହୂ ବେଳକୁ ସିନା ଭୁଲିଗଲାବୋଲି ଦିନଗଡ଼ି ଅସମୟରେ ପିଲାଟି ପେଟରେ ଚାଲିଗଲା, ହେଲେ ଏଥର ସାନବେଳକୁ ରାତିଅଧରେ ପିଲା ବୁଲୁନି ବୋଲି ଶୁଣିଦେଲାରୁ ଗିନାଚାମଚ ପେଟଉପରେ ଥୋଇ ଚଟାପଟ ଆରମ୍ଭ କରିଦେଲା ଋଣୁଝୁଣୁ ଶବ୍ଦ । ପିଲାଟି ବୁଲିଲା ବି ରାତିରେ, ଆଉ ତହିଁଆରଦିନ ମୁଁ ଅଲ୍ଟ୍ରାସାଉଣ୍ଡ ରିପୋର୍ଟରେ ବି ସବୁ ଠିକ୍ ଠାକ୍ । କାଠିମାଳି ହଳଦିଆକାଆଁଳ ହଉ କି ମାଟିଆକାଆଁଳ, ଡାକ୍ତରିଓଷଦ ଯିଏ…

ଅଧିକ ପଢ଼ନ୍ତୁ
taru-gunagana

ତରୁ-ଗୁଣଗାନ

ମୃତ୍ତିକା କର୍ଷଣ ପରେ ବୀଜ ବୁଣାଯାଏ, ତହିଁ ବୀଜରୁ ଜନମ ବୃକ୍ଷ ହୋଇଥାଏ । ତା’ପରେ ଜନମ ହୁଏ ଶାଖା ଓ ପ୍ରଶାଖା, ନବୀନ ପଲ୍ଲବେ ଏହା ଦିଶଇ ଶୋଭିତା । କିଛିଦିନ ପରେ ଏହା ବୃଦ୍ଧି ପାଇଥାଏ, ବିରାଟ ତରୁର ରୂପେ ଇଏ ଉଭା ହୁଏ । ଶାଖା ଓ ପ୍ରଶାଖା ଆଦି ବିସ୍ତାରିତ ହୁଏ, ଯାତାୟାତ ପଥିକ ତହିଁ କ୍ଲାନ୍ତି ମେଣ୍ଟାଏ । ଶୀତଳ ଛାୟାରୁ ସିଏ ଆନନ୍ଦିତ ହୁଏ, ପ୍ରଫୁଲ୍ଲ ବଦନେ ଇଏ ଶୀତଳତା ଦିଏ । ସେଠାରେ କରେ…

ଅଧିକ ପଢ଼ନ୍ତୁ
sarabjani-maa

ସରବ୍ ଜାନି ମାଁ

ଧଏନ୍ ଗେ ମାଁ ସରବ୍ ଜାନି ଇ ସଂସାର୍ ତୋର ଲିଲା ଖେଲା ସକାଲୁଁ ଓଦେଁ ଧର୍ମ୍ ଦେବତା ଡୁବି ଯାଉଛେ ସଂଜର୍ ବେଲା । ସଭଁକେ ସାହା ଭରସା ଦେସୁ ଦୁଃଖେ କହେସୁ ରହିଥଁ ଭଲେ ପତନ୍ ତଲେ ରଖସୁଁ ଢାଁକି ଭରସା ତୋର୍ ବାହା ର’ ତଲେ । ସମିଆଁ ଦେଖି ଶକତ୍ ହେସୁ ଇ ସଂସାର କେ ଘାଟୁଁ ନ୍ ଥିସୁ ଭଲ୍ ଲୁକକେ ରଖସୁ ଭଲେ ଦମନ୍ ଦୁଷ୍ଟ୍ ଲବାର୍ ନାସୁ । ସିନ୍ଦୁର୍ କଲେ୍…

ଅଧିକ ପଢ଼ନ୍ତୁ
Aparadha

ଅପରାଧ

ବିଚାର ଚାଲିଛି, ଲୁହାଶିକୁଳିରେ ବନ୍ଧା ବର୍ବର ଆତ‌ତାୟୀମାନଙ୍କର ଅପରାଧ ରାଜଦ୍ରୋହ ଶ୍ରେଷ୍ଠତ୍ୱର ଶିରିପାବନ୍ଧା ରାଜାର ବିରୋଧରେ (ମିଛ) ବିଜୟର ତିଳକ ଲଗା କପାଳରେ (ସତ) କଳଙ୍କର ଛିଟା ରାଜା କେବେ ବରଦାସ୍ତ ନକରିପାରେ, ସେଥିପାଇଁ ସେମାନେ ବର୍ବର ଅପରାଧି ସେମାନଙ୍କ ଅପରାଧ ‘ହକ୍ ମାଗିବା’ ମାଗୁନଥିଲେ ରାଜା ଲୁଟିଥିବା ରାଜସ୍ୱ କେବଳ ପେଟ ପାଇଁ ମୁଠେ ଦାନା ରାଜାର ଦେହଖିଆ ଭୋକିଲା ପଶୁଠାରୁ ନିଜକୁ ରକ୍ଷା କରିବାକୁ ଖଣ୍ଡେ କନା ବେକାରୀ ମାଗୁଥିଲେ ବଞ୍ଚିବାର ରାହା ଅପ‌ପୃଷ୍ଟି…

ଅଧିକ ପଢ଼ନ୍ତୁ
ଆଜି ଖୋଜି ଚାଲିଛି

ଆଜି ଖୋଜି ଚାଲିଛି

ମନରେ ଅଗଣିତ ପ୍ରଶ୍ନ ସମାଧାନର ଉପାୟ ଖୋଜି ଚାଲିଛି ଆଖିରେ ଅସୁମାରି ସ୍ୱପ୍ନ ରାତ୍ରିର ଅନୁସନ୍ଧାନ କରୁଛି କେଇ ଦିନର ଭୋକିଲା ପେଟ ଖାଦ୍ୟ ପାଇଁ ଛଟ ପଟ ହେଉଛି ଚାଲିବାକୁ ବହୁପଥ ଅଛି କ୍ଲାନ୍ତ ପଥିକଟି ପରି ପଡ଼ି ରହିଛି ବଞ୍ଚିବାକୁ ଆଶାନାହିଁ ପ୍ରଭୁ ତୁମ ଦର୍ଶନକୁ ଅପେକ୍ଷା କରିଛି ସତରେ ବିଚିତ୍ର ଏ ଦୁନିଆ ଆଉ ତାର ଚିତ୍ରପଟ ॥

ଅଧିକ ପଢ଼ନ୍ତୁ