Read more about the article ବିଧାତାର ଶ୍ରେଷ୍ଠ କୃତି!!!
Odia Poem Bidhatara Srestha Kruti (ବିଧାତାର ଶ୍ରେଷ୍ଠ କୃତି) by Seshadeva Jagnyakama Deo

ବିଧାତାର ଶ୍ରେଷ୍ଠ କୃତି!!!

ଶାନ୍ତିର ସବ ସତ୍କାର କରି, ଦଶତୁଠେ ସୁଧୀହେଲାପରେ, ଅଶାନ୍ତିର ବହ୍ନି ଜାଳି, ଖୋଜୁଛି ଶାନ୍ତିର ସ୍ୱରୂପ । ଝୁରିମରୁଛି, ମୁଣ୍ଡଗଡ଼ାଇ, ଦେଖିବାକୁ ତା'ର ଶାନ୍ତ, ସ୍ନିଗ୍ଧରୂପ ॥ ରକ୍ତ ପିପାସୁ ମାନବ ଆଜି, ଧ୍ୱଂସ କରିଚାଲିଛି ଏ ଧରା, ରାକ୍ଷସ ଭସ୍ମାସୁର…

Continue Readingବିଧାତାର ଶ୍ରେଷ୍ଠ କୃତି!!!
Read more about the article ଆ ମୌସୁମୀ ଆ…
ଆ ମୌସୁମୀ ଆ

ଆ ମୌସୁମୀ ଆ…

ବିଲ ବାଡ଼ି ସବୁ ଫାଟି ଆଁ କରେ ଯାଉନି ବିଲରେ ହଳ, ଶୁଖିଲା ମାଟି ଯେ ପଥର ସାଜିଛି ଭାଙ୍ଗୁଛି ଟ୍ରାକ୍ଟର ଫାଳ । ଗୋଚର ହେଲାଣି ଚାଷଜମି ସବୁ ଉଜୁଡ଼ି ଗଲାଣି କ୍ଷେତ, ଆତଙ୍କ ଖେଳାଏ ଆଷାଢ଼ିଆ ଝାଞ୍ଜି ଜଳିଯାଏ…

Continue Readingଆ ମୌସୁମୀ ଆ…
Read more about the article ଅପରାଧ
ଅପରାଧ

ଅପରାଧ

ବିଚାର ଚାଲିଛି, ଲୁହାଶିକୁଳିରେ ବନ୍ଧା ବର୍ବର ଆତ‌ତାୟୀମାନଙ୍କର ଅପରାଧ ରାଜଦ୍ରୋହ ଶ୍ରେଷ୍ଠତ୍ୱର ଶିରିପାବନ୍ଧା ରାଜାର ବିରୋଧରେ (ମିଛ) ବିଜୟର ତିଳକ ଲଗା କପାଳରେ (ସତ) କଳଙ୍କର ଛିଟା ରାଜା କେବେ ବରଦାସ୍ତ ନକରିପାରେ, ସେଥିପାଇଁ ସେମାନେ ବର୍ବର ଅପରାଧି ସେମାନଙ୍କ ଅପରାଧ…

Continue Readingଅପରାଧ