Rama-Rajya Marinahi

ରାମରାଜ୍ୟ ମରିନାହିଁ

“ଝାଡ଼ୁ ନବ ମା’ ଝାଡ଼ୁ“– ଏମିତି ଡାକି ଡାକି ଡିସେମ୍ବର ମାସର ଏକ ଶୀତୁଆ ସକାଳରେ ସେ ଗେଟ୍ ଖୋଲି ପଶିଆସିଥିଲା । ମୁଁ ପଚାରିଥିଲି “ମୋ ପାଖରେ କିଛି ନଡ଼ିଆ ଖଡିକା ଅଛି, ତୁମେ ଝାଡୁ ବାନ୍ଧି ଦେଇପାରିବ?” ସେ ଅତି ସହଜରେ ରାଜି ହୋଇ ଆମ ଘର ବାରଣ୍ଡାରେ ଜାଗାଟିଏ ଖୋଜି ବସିପଡ଼ିଲା । ଦୁଇଟା ଝାଡ଼ୁ ବାନ୍ଧିବା ପରେ ମୋତେ ପାଣି ଗ୍ଲାସଟିଏ ମାଗିଲା । ଆଉ ମୁଁ ଗ୍ଲାସଟି ତା’ ହାତକୁ ବଢ଼ାଇ ଦେଉ ଦେଉ…

ଅଧିକ ପଢ଼ନ୍ତୁ
amba

ଆମ୍ବ

ପ୍ରଚଣ୍ଡ ଖରାଦିନେ ପାୱାର କଟ୍ !! ଓଃ ଯଉ ଡହଳ ବିକଳ ଲାଗେ ଆଉ କୁହନ୍ତୁନି । କିନ୍ତୁ ଟିଭି, ମିଉଜିକ ପ୍ଲେୟାର ଆଉ ପଙ୍ଖାର ଘାଉଁ ଘାଉଁ ବନ୍ଦ ହେଇଗଲା ବେଳେ ମନେ ପଡ଼େ ସେଇ ପିଲାବେଳ କଥା । ଲାଇନ କଟିଗଲେ ଯାଇ ବୁଢ଼ାବାପାଙ୍କ ଖଟରେ ଡିଆଁ ମରା ହେଉଥିଲା । ତାଙ୍କୁ ଦି’ପହରିଆ ନିଦରୁ ଉଠେଇ ଗପ କୁହ ବୋଲି ଫରମାଇଶ ହଉଥିଲା । ମୋ ବୁଢ଼ାବାପାଙ୍କୁ ଗପ କହି ଆସୁନଥିଲା । ହେଲେ ତାଙ୍କର ଗୋଟେ ଟ୍ରେଡ଼ମାର୍କ କଉତୁକିଆ ଖେଳ…

ଅଧିକ ପଢ଼ନ୍ତୁ
manisha-gachha

ମଣିଷ ଗଛ

ଅନ୍ୟମନସ୍କ ଭାବରେ ଗୋଡ଼ ଦୁଇଟାକୁ ଟିପୋଇ ଉପରେ ଥୋଇ ବେତ ଚୌକିରେ ବସିଥାନ୍ତି ସନାତନବାବୁ । ଜୀବନର ୬୫ଟି ବସନ୍ତ ବିତେଇ ସାରିଥିବା ଅବସରପ୍ରାପ୍ତ ଶିକ୍ଷକ ସନାତନ ମିଶ୍ର । ଧୋବ ଫରଫର ବାଳ ସାଙ୍ଗକୁ ଗାନ୍ଧିଜୀଙ୍କ ଭଳି ଚଷମା । କିଛି ଗୋଟାଏ ଗମ୍ଭୀର ଚିନ୍ତାରେ ବସିଥାନ୍ତି । “ଚା ପିଇଲ ନାହିଁ ଯେ, ଥଣ୍ଡା ହୋଇଗଲେ ମୁଁ ଆଉ ଗରମ କରି ପାରିବିନି ।” ପତ୍ନୀଙ୍କ କଥା ଶୁଣି ଚିନ୍ତା ରାଇଜରୁ ଫେରି ଆସିଲେ ସନାତନବାବୁ । ଚା’କପରୁ ଗୋଟେ ଚୁମୁକ ନେଇ…

ଅଧିକ ପଢ଼ନ୍ତୁ
sourindra-barik

କାବ୍ୟ ସାହିତ୍ୟାକାଶର ଅନନ୍ୟ ବିନ୍ଧାଣି- ସୌରୀନ୍ଦ୍ର ବାରିକ

ଜଣେ ପ୍ରତିଷ୍ଠିତ କବି ଓ ସମାଲୋଚକ ଭାବେ ଓଡ଼ିଆ ସାହିତ୍ୟାକାଶରେ ସୌରୀନ୍ଦ୍ର ବାରିକ ଥିଲେ ବହୁ ପରିଚିତ । ସେ ଥିଲେ ଏକାଧାରରେ କବି, ସମାଲୋଚକ, ଅନୁବାଦକ, ଅଧ୍ୟାପକ, ସରଳ ମିଷ୍ଟଭାଷୀ ସ୍ନେହୀ ମଣିଷ ଓ ନିରାଡ଼ମ୍ବର ସ୍ୱଭାବର । ସରଳତା, ପ୍ରଭାବୀ କଥନ ଭଙ୍ଗୀ ଓ ଜଟିଳ ଘଟଣାର ସହଜ ପ୍ରକାଶ ଏବଂ ଶଦ୍ଧ ବସାଣର ଅନନ୍ୟତା ହେଉଛି ତାଙ୍କ କବିତାର ବିଶେଷତ୍ୱ । ଭଲ ଲେଖକଟିଏ ହେବାକୁ ହେଲେ ଜଣକୁ ପ୍ରଥମେ ଭଲ ମଣିଷଟିଏ ହେବାକୁ ସେ କହିଥିଲେ…

ଅଧିକ ପଢ଼ନ୍ତୁ
ସୁଲଗ୍ନା ମହାନ୍ତିଙ୍କ ସ‌ହ ସାକ୍ଷାତକାର

ସୁଲଗ୍ନା ମହାନ୍ତିଙ୍କ ସ‌ହ ସାକ୍ଷାତକାର

ନମସ୍କାର ମାଡାମ ! ନାଲିଚୁଡ଼ା ବହିର ସଫଳତା ପାଇଁ ଆପଣଙ୍କୁ ବହୁତ ଅଭିନନ୍ଦନ ! ନବପଲ୍ଲବର ପାଠକ ପାଠିକାମାନଙ୍କ ପ୍ରତିନିଧି ହିସାବରେ କିଛି ପ୍ରଶ୍ନ ପଚାରିବି । ମୁଣ୍ଡରେ ହାତ ରଖି କୁହନ୍ତୁ ସତ କହିବେ । (ମୋର ନୁହେଁ ଆପଣ ନିଜ ମୁଣ୍ଡରେ ହାତ ରଖି କହିବେ ।) ପ୍ରଶ୍ନ‐୧: ଓଡ଼ିଆ ଲୋକ ଆଈମା କାହାଣୀ କଥା ଭୁଲି ଯାଇଥିଲେ । ଆପଣ ଆସିବା ପରେ ଆଶାର ମହମବତୀ ଜଳି ଉଠିଲା ବୋଲି କୁହାଯାଉଛି । ଏ ବିଷୟରେ ଆପଣ କ’ଣ କହିବେ? ଉତ୍ତର: ଧନ୍ୟବାଦ…

ଅଧିକ ପଢ଼ନ୍ତୁ