ଅପେକ୍ଷାର ବାଟ
ବହୁ ଦିନ ପରେ ବହୁ କଷ୍ଟରେ ଘରୁ ପାଦ କାଢ଼ି ବଜାରକୁ ଆସିଥିଲା କିଛି କିଣାକିଣି କରିବ ବୋଲି । ଏତେ ଭିଡ଼ରେ ବି ନାଆଁଟା ଶୁଣି ଚମକି ପଡ଼ିଲା ମୀରା । ଏତେ ଭିଡ଼ରେ ବି ଆଖି ତା’ର ଖୋଜି ବୁଲୁଥାଏ ଆଉ ଖୋଜି ଚାଲିଥାଏ କାହାକୁ ଯେମିତି । ହେଲେ ସେ ନାଆଁଟା ପୁଣି ତାକୁ ସେହି ଅନ୍ଧାରକୁ ନେଇ ଚାଲିଗଲା । ଛଳ ଛଳ ଆଖି, ମଉଳି ଯାଇଥିବା ମୁହଁ, ପାଦରେ ଯେମିତି ଆଉ ବଳ ନାହିଁ ଚାଲିବାକୁ ।…

