Pherichhi Barsa Odia Short Story by Prabir Kumar Sahoo

ଫେରିଛି ବର୍ଷା

ଫେରିଛି ଫଗୁଣର, (ଉତ୍କଳ ଦିବସ ସଂସ୍କରଣରେ ପ୍ରକାଶିତ) ଦ୍ୱିତୀୟ ଭାଗ କଫି କପରୁ ପ୍ରଥମ ସିପ୍ ନେଉ ନେଉ ସମୀର କହିଲା “ମୋତେ କ୍ଷମା କରିବ ସୋନାଲି, ଆସିବି ଆସିବି କହି ଗୋଟେ ମାସ ହେଇଗଲା ଯେ ଆଜି ସମୟ ମିଳିଲା ତୁମ ସହ ଦେଖା କରିବାକୁ । ହସ୍ପିଟାଲର ତିନିଜଣ ଯାକ କାର୍ଡିଓଲୋଜିଷ୍ଟ ଆଉଟ ଅଫ ଷ୍ଟେସନ ଆଉ ମୋର ସ୍ପେଶାଲ ଡ୍ୟୁଟି । ଖାଇବା ନା ଶୋଇବା କିଛି ବି ଠିକନାହିଁ । କୁହନି ବ୍ୟସ୍ତତା ଏତେ ବେଶି…

ଅଧିକ ପଢ଼ନ୍ତୁ
ଦେହି ପଦ ପଲ୍ଲବମୁଦାରମ୍‌

ଦେହି ପଦ ପଲ୍ଲବମୁଦାରମ୍‌

(ଏକ) ଅସାଧାରଣ, ଆକର୍ଷକ ଶରୀର, ବେଶି ଲମ୍ବା ନାହିଁ, ବାଙ୍ଗର ବି ନାହିଁ । ଥରେ ଦେଖିଦେଲେ ଯେ କୌଣସି ଲୋକ ବି ଆକୃଷ୍ଟ ନ ହେଇ ରହି ପାରିବନି । ଗୋରା ମୁହଁରେ ତୋଫା ଆଲୁଅର ତେଜ । ନୀଳ ରଙ୍ଗର ଚିପା ପଞ୍ଜାବୀ, ଢିଲା ସଲୱାର, ବେକରେ ଓଢ଼ଣୀ । ଆଗକୁ ସିଧା ନ ଅନେଇ, ମୁଣ୍ଡ ତଳକୁ ବେଶି ନ ପୋତି, ବାଁ ହାତ ମୋଡ଼ି ଛାତି ପାଖରେ ବହି ଖାତାକୁ ଭିଡ଼ି ଧରିଥିଲା । ଓଡ଼ିଆଣି ଭାବ କୁନ୍ଦି…

ଅଧିକ ପଢ଼ନ୍ତୁ
jagakalia-ra-3ti-sketch

ଜଗା କାଳିଆର ତିନୋଟି ସ୍କେଚ

(୧) ଯାଯାବର ପ୍ରତିବର୍ଷ ରଥଯାତ୍ରା ଦେଖିବାକୁ ପୁରୀ ଯାଆନ୍ତି ଗୋପାଳ ବାବୁ । ତେବେ ବଡ଼ ଦେଉଳର କେଳେଙ୍କାରୀ ସବୁ ଶୁଣିଲା ପରେ ଗୋପାଳ ବାବୁ ପୁରୀ ଯିବା ଛାଡ଼ିଦେଇଛନ୍ତି । ଟିକିଏ ରାଗ ପଣ୍ଡାଙ୍କ ଉପରେ ଆଉ ଅଧିକା ରାଗ କାଳିଆ ଉପରେ । ଏତେ ପାପ କେମିତି ସହୁଛି କାଳିଆ !! ଏଥର ରଥଯାତ୍ରାରେ ନିଜ ଛୋଟିଆ ସହରରେ ରଥଯାତ୍ରା ବି ଦେଖିବେନି ବୋଲି ଭାବିଥିଲେ ଗୋପାଳବାବୁ । ହେଲେ ସନ୍ଧ୍ୟା ଚାରିଟା ବେଳକୁ ବାହାରେ ଘଣ୍ଟା ମୃଦଙ୍ଗ ଶୁଣି ପାଦ…

ଅଧିକ ପଢ଼ନ୍ତୁ
snana-jatra

ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ପରଂବ୍ରହ୍ମ ଶ୍ରୀ ପୁରଷୋତ୍ତମଙ୍କର ଆବିର୍ଭାବ ରହସ୍ୟମୟ । ତାଙ୍କର ଲୀଳା ମଧ୍ୟ ଅଭେଦ୍ୟ । ବିଶ୍ୱାସର ଅଖଣ୍ଡ ଦୃଢ଼ତାରେ ହିଁ ତାଙ୍କୁ ଅନୁଭବ କରିହୁଏ । କଥିତ ଶ୍ରୀ ଜଗନ୍ନାଥ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଭୂମିଷ୍ଠ ହୋଇଥିଲେ । ଜ୍ୟେଷ୍ଠ ପୂର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିମା କୁହାଯାଏ । ଏହା ଜଗନ୍ନାଥଙ୍କ ପବିତ୍ର ଜନ୍ମ ଉତ୍ସବ ଭାବରେ ପରିଚିତ । ପ୍ରାଚୀନ ଗ୍ରନ୍ଥାନୁସାରେ ଜ୍ୟେଷ୍ଠମାସ ଅମାବାସ୍ୟା ଦିନ ବ୍ରହ୍ମାଙ୍କ ମାନସପୁତ୍ର ମନୁ ଏକ ଯଜ୍ଞ ଆରମ୍ଭ କରିଥିଲେ ଯେଉଁ ଯଜ୍ଞ ବେଦୀରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ…

ଅଧିକ ପଢ଼ନ୍ତୁ
joda-chhada-likhana-dhara

ଯୋଡ଼ା ଛଡ଼ା ଲିଖନ ଧାରା

ପ୍ରତିଦିନ କିଛିକିଛି ଲେଖିବାବେଳେ କେଉଁଠି ଯୋଡ଼ିକି ବା ଛାଡ଼ିକି ଲେଖାଯିବ; ସେଥିପାଇଁ କେହିକେହି ଅଡ଼ୁଆରେ ପଡ଼ନ୍ତି ! ଯଥା: ଏକ ବାକ୍ୟରେ ‘ପପୁର’, ବା ‘ପପୁକୁ’ ଆଦି ଲେଖିବାକୁ ଥିଲେ; ବିଭକ୍ତି ପ୍ରତ୍ୟୟ ଚିହ୍ନ ‘ର’ ଓ ‘କୁ’ ଯୋଡ଼ିକି ଲେଖାଯାଏ; କିନ୍ତୁ ‘ଠାରୁ’, ‘ଦ୍ୱାରା’ ବେଳକୁ ସାଧାରଣତଃ ଛାଡ଼ିକି ‘ପପୁ ଠାରୁ’, ‘ପପୁ ଦ୍ୱାରା’ ଲେଖା ହେଉଥିବାର ଦୃଷ୍ଟିଗୋଚର ହୁଏ । ପ୍ରକୃତରେ, ଓଡ଼ିଆ ଭାଷାର ଲିଖନ ପ୍ରଥା ବା ପରମ୍ପରାରେ ବିଶେଷ କରି ମୁଦ୍ରିତ ସାମଗ୍ରୀରେ ବିଭକ୍ତି…

ଅଧିକ ପଢ଼ନ୍ତୁ