ଭୋକର ତାଣ୍ଡବ
ସିଗ୍ନାଲ୍ ପାଖରେ ଗାଡ଼ିଟା ରହୁ ରହୁ ରାସ୍ତା ସେପାଖରୁ ତିନି ଚାରିଟା ପିଲା ଦଉଡ଼ି ଆସି ଲେସି ହେଇଗଲେ ଝରକାରେ ଆଉ ଦାନ୍ତ ନିକୁଟି, ପେଟ ଦେଖେଇ “ବାବୁ, ଭୋକ ଲାଗୁଛି, କିଛି ଖାଇବାକୁ ଦିଅ” କହୁ କହୁ କାନ୍ଦି ପକେଇବାର ଦେଖି, ଦେବବ୍ରତ ଚମକି ପଡ଼ିଲେ । ପାଣ୍ଡୁର ପଡ଼ି ଆସିଥିବା ମୁହଁରେ ତାଙ୍କର ଭୋକର ଉଦ୍ଧଣ୍ଡ ନୃତ୍ୟକୁ ସତେ ଯେମିତି ସେ ନିଜ ଭିତରେ ଅନୁଭବ କରୁଥିଲେ । ଝରକା ଖୋଲି ସଦ୍ୟ କିଣିଥିବା କଦଳୀ ଅଙ୍ଗୁରର…

