Bapa

ବାପା

ଜୀବନର ଅନ୍ୟନାମ ଯେ ଯନ୍ତ୍ରଣା ଏ କଥା ବୋଉ ଯିବାପରେ ଅନୁଭବ କଲି । ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁ ତ ଯନ୍ତ୍ରଣାଦାୟକ, କିନ୍ତୁ ମାଆର ମୃତ୍ୟୁ ଯେ ପିଲା ପାଇଁ କେତେ ବେଦନାଦାୟକ ସେ କଥା ଅନୁଭବୀ ହିଁ ଜାଣେ । ଚାହୁଁ ଚାହୁଁ ବୋଉ ଯିବାର ତେରଦିନ କଟିଗଲା । ପ୍ରଥମ ଦିନରୁ ନଅ ଦିନ ଯାଏ ଆତ୍ମୀୟ ସ୍ୱଜନଙ୍କର ଆତଯାତ, ଦଶଦିନରେ ଘାଟକାମ, ଏଗାର ଦିନରେ ବ୍ରାହ୍ମଣ ଭୋଜନ, ବାରଦିନରେ ବାରଭାତ, ପୁଣି ତେର ଦିନରେ ପିଠା ଆଉ…

ଅଧିକ ପଢ଼ନ୍ତୁ
darling

ଡାର୍ଲିଂ

ଏ, ଶୁଣ, ଶୁଣୁଛ ଡାକୁଥିବା ଶନିଆ ମୁହଁରୁ “ଡାର୍ଲିଂ” ଡାକଟା ଶୁଣି ଚମକି ପଡ଼ିଲା, ଯଶୋଦା । ବାହାଘରର ଦୁଇ ବର୍ଷ ବିତିସାରିଥିଲେ ବି ତା’ ମୁହଁରୁ ଏମିତିକା ଡାକ କେବେ ଶୁଣିନଥିଲା ସେ । ତା’ ଛଡ଼ା ଏଇଟା ତ ତା’ ବାବୁଆଣୀର ନାଁ, ବାବୁଙ୍କ ମୁହଁରୁ କେବେ କେବେ ଡାକିବାର ସେ ଶୁଣିଛି । ସେ ଶନିଆ ପାଖକୁ ଲାଗିଯାଇ ତା’ ମୁହଁକୁ ଶୁଂଘିବାକୁ ଚେଷ୍ଟାକଲା । କାଳେ ବଡି ଭୋରୁ ଉଠି ସେ ଦି’ପାଆ ହାଣ୍ତିଆ ପିଇଦେଇନି ତ !…

ଅଧିକ ପଢ଼ନ୍ତୁ
chapal-chori

ଚପଲ ଚୋରି

ମାନୁ ସକାଳୁ ସକାଳୁ ଅଗଣାରେ ହାଜର । ନୂଆ ନୀଳାମ୍ବରୀ ପାଟ ଶାଢ଼ୀ, ପାଦରେ ଅଳତା, ନଖପାଲିଶି, ଆଖିରେ କଜଳ, ମୁଣ୍ଡରେ ସିନ୍ଦୂର ନାଇ ଖୁବ୍ ସୁନ୍ଦର ଦିଶୁଛି । ତା’ ସାଙ୍ଗକୁ ଶାଶୁ ଦେଇଥିବା ନେଳି କାଚ ମୁଠାକ ଯେମିତି ପରିପୂର୍ଣ କରୁଥାଏ ତା’ର ରୂପ-ଲାବଣ୍ୟକୁ । ସାମନ୍ତରାଏ ଘରର ବଡ଼ ବୋହୁ ସେ ! ତା’ ତଳକୁ ଦୁଇ ଦିଅର ଆଉ ଜଣେ ବଡ଼ ନଣନ୍ଦ । କଟକ ତଳ ତେଲେଙ୍ଗା ବଜାର ମହାନ୍ତି ସାହିର ବଡ଼ ନାମଜାଦା ତା’ ଶଶୁର…

ଅଧିକ ପଢ଼ନ୍ତୁ
gariba

ଗରିବ

ଦିନ ସାଢ଼େ ଏଗାରଟା । ସବୁଦିନ ଭଳି ଆଜି ବି ଏଇ ସମୟ ରେ ତା’ ବଜାଜ ସ୍କୁଟର ବାହାର କରିବାକୁ ଥାକରୁ ସ୍କୁଟର ଚାବି ବାହାର କଲା ବିପ୍ଲବ । ଦି’ଘେରା ବୁଲି ଗୋଟେ ସିଗାରେଟ ଟାଣି ଦେଇ ଆସିଲେ ପୁଣି ମନୋନିବେଶ କରିବ ତା’ର କବିତା ଲେଖିବା କାମରେ । କୀର୍ତ୍ତି ଆଜି କଲେଜ ଯାଇନି, ଛୁଟି ନେଇଛି, ଝିଅର ପଢ଼ାପଢ଼ି ଦେଖିବା ଲାଗି । ତା’ର ପରୀକ୍ଷା ଦୁଇ ଦିନ ପରେ ଆରମ୍ଭ ହବ । ତା’ ହାତରେ ଚାବି…

ଅଧିକ ପଢ଼ନ୍ତୁ
ଗୋଟିଏ ରାତି

ଗୋଟିଏ ରାତି

ଆଦିତ୍ୟ ସେଦିନ ଅଫିସରୁ ଫେରି ମେସରେ ରୋଷେଇ ଆରମ୍ଭ କରୁଥିଲା । ସମୟ ପ୍ରାୟ ରାତି ଆଠଟା, ହଠାତ ମୋବାଇଲ ବାଜିଉଠିଲା । ଦେଖିଲାବେଳକୁ ଭିଣେଇ କଲ୍ କରୁଛନ୍ତି । ଆଦିତ୍ୟ ଭାବିଲା ଏବେ ସେ କାହିଁକି କଲ କଲେ ! କିଛି ସମୟ ପୂର୍ବରୁ ବାବା ଫୋନ କରିଥିଲେ, ମୋ ବଡ଼ଭଉଣୀର ଝିଅ ହେଲା ବୋଲି ଖବର ଦେବାପାଇଁ । ଭିଣେଇ ବି ବୋଧେ ସେଇଥିପାଇଁ କଲ୍ କରିଥିବେ, ଏପରି ଚିନ୍ତା କରି ଆଦି ଫୋନ ଉଠେଇଲା । “କଙ୍ଗ୍‌ରାଚୁଲେସନ୍‌ସ୍ ଭାଇ !” ଆଦି କହିଲା ।…

ଅଧିକ ପଢ଼ନ୍ତୁ