alicante

ଅଲିକାନଟେ ଭ୍ରମଣ ଅନୁଭୂତି

ଏମିତିରେ ମୋତେ ନୂଆ ଜାଗା ଦେଖିବାକୁ ବହୁତ ଭଲ ଲାଗେ । ସେମିତି ଏକ ସୁଯୋଗ ମୋତେ ନିକଟରେ ମିଳିଥିଲା । ଗତ ମେ ମାସରେ ମୁଁ ଏକ କନଫରେନ୍ସରେ ଯୋଗ ଦେବାକୁ ସ୍ପେନ ଦେଶର ଏକ ସୁନ୍ଦର ସହର ଅଲିକାନଟେ ଯାଇଥିଲି । ଅଲିକାନଟେ ସ୍ପେନର ଦକ୍ଷିଣପୂର୍ବରେ ଅବସ୍ତିତ ଅଲିକାନଟେ ରାଜ୍ୟର ରାଜଧାନୀ ଓ ଏକ ବନ୍ଦର ସହର । ମୋର ସ୍ୱଳ୍ପ ସମୟ ରହଣି ଭିତରେ ଏହି ସୁନ୍ଦର ସହରକୁ ଜାଣିବାର ସୁଯୋଗ ପାଇଥିଲି । ସମୁଦ୍ର କୂଳରେ ଅବସ୍ଥାପିତ ଏହି…

ଅଧିକ ପଢ଼ନ୍ତୁ
aainka-bimana-jatra

ଆଈଙ୍କ ବିମାନଯାତ୍ରା

ଆମ ମାଉସୀ ଅଧା ବିଲାତରେ ରୁହେ ବୋଲି ଆଈ ର ସବୁବେଳେ ମନ କଷ୍ଟ। କଣ ବା କରିବ, ଭଲ ପାତ୍ର ଦେଖି ଝୁଅ ର ହାତକୁ ଦିହାତ କରିଥିଲା। ତା ଜ୍ୱାଇଁ ଟି ପୋଲିସ୍ ଚାକିରି କରିଛି ଆଉ ଝୁଅ ବି ଖୁସିରେ ଅଛି କିନ୍ତୁ ତାକୁ ଦେଖିବାକୁ ମନ କଲେ ହଠାତ୍ କିନ୍ତୁ ହୋଇପାରେ ନାହିଁ। ତା ପାଖକୁ ଯାଇ ଆସିବା ପାଇଁ ପୁଞ୍ଜାଏ ଟଙ୍କା ଦରକାର। ଅବଶ୍ୟ ଦିନି ପାକିଟି ଫୁନ୍ ରେ…

ଅଧିକ ପଢ଼ନ୍ତୁ
ପରକାୟ

ପରକାୟ

ପଶ୍ଚିମ ଆକାଶରେ ରବି ମିଶିଯିବା ପାଇଁ ବ୍ୟସ୍ତ । ଆଉ କିଛି ସମୟର ଅପେକ୍ଷା ପରେ ସନ୍ଧ୍ୟା ବି ଲୁଚିଯିବ ଆଉ ଭେଟିଦେବ ଅନ୍ଧକାର ଭରା ରାତିକୁ । ସମୟ ସନ୍ଧ୍ୟା ୫.୩୦ ହବ । ହସ୍ପିଟାଲର ବିଛଣାରେ ବସି ରାଧାକୃଷ୍ଣ ବାବୁ, ବଡ଼ ପୁଅ ସୁରେଶର ହାତ ଧରି କାନ୍ଦୁଥାନ୍ତି । ସ୍ଵାମୀଙ୍କ ପାଖରେ ବସିଥାନ୍ତି ପତ୍ନୀ ସାରଦା ଦେବୀ । ବଡ଼ ଭାଇର ପଛରେ ତଳକୁ ମୁଁହ କରି ଛିଡ଼ା ହୋଇଥାଏ ସାନ ଭାଇ ମୋହନ । ଏହି ଦୃଶ୍ୟଟି ଦେଖି ଯେତିକି…

ଅଧିକ ପଢ଼ନ୍ତୁ
swachha-bharat

ସ୍ୱଚ୍ଛ ଭାରତ

ଆଜ୍ଞା ! ଆପଣମାନେ ଏହି କିଛି ବର୍ଷ ହେଲା ‘ସ୍ୱଚ୍ଛ ଭାରତ’ର ସ୍ଳୋଗାନଟି ବହୁଳ ମାତ୍ରାରେ ଶୁଣୁଥିବେ । କିନ୍ତୁ ଜାଣନ୍ତି ଏହି ସ୍ଳୋଗାନଟି ବହୁ ପୁରାତନ । ଆମର ଏବେଏବେ ଏହାସହ ପରିଚୟ ହୋଇଛି । ଯାହା ବି ହେଉ ପରିଚୟଟା ତ’ ହୋଇଯାଇଛି । ଏବେ ଆଉ ଏହା ଆମପାଇଁ ନୂଆ ନୁହେଁ । କାହିଁକିନା ଟିକସ ନାଁରେ ଏହା ଆମ ପର୍ସଟିକୁ ବି ହାଲୁକା କରୁଛି । ‘ସ୍ୱଚ୍ଛ ଭାରତ’ର ସବୁଠାରୁ ମଜାକଥାଟି ହେଲା ହାତରେ ଝାଡ଼ୁଟିଏ ଧରି ଫୋଟ ଉଠାଇ ସୋସିଆଲ…

ଅଧିକ ପଢ଼ନ୍ତୁ
Bhokara-Tandav

ଭୋକର ତାଣ୍ଡବ

ସିଗ୍ନାଲ୍ ପାଖରେ ଗାଡ଼ିଟା ରହୁ ରହୁ ରାସ୍ତା ସେପାଖରୁ ତିନି ଚାରିଟା ପିଲା ଦଉଡ଼ି ଆସି ଲେସି ହେଇଗଲେ ଝରକାରେ ଆଉ ଦାନ୍ତ ନିକୁଟି, ପେଟ ଦେଖେଇ “ବାବୁ, ଭୋକ ଲାଗୁଛି, କିଛି ଖାଇବାକୁ ଦିଅ” କହୁ କହୁ କାନ୍ଦି ପକେଇବାର ଦେଖି, ଦେବବ୍ରତ ଚମକି ପଡ଼ିଲେ । ପାଣ୍ଡୁର ପଡ଼ି ଆସିଥିବା ମୁହଁରେ ତାଙ୍କର ଭୋକର ଉଦ୍ଧଣ୍ଡ ନୃତ୍ୟକୁ ସତେ ଯେମିତି ସେ ନିଜ ଭିତରେ ଅନୁଭବ କରୁଥିଲେ । ଝରକା ଖୋଲି ସଦ୍ୟ କିଣିଥିବା କଦଳୀ ଅଙ୍ଗୁରର…

ଅଧିକ ପଢ଼ନ୍ତୁ