ଜହ୍ନରାତି
ଜଙ୍ଗଲି ଜହ୍ନଟି ଶୀତଳ ଶୀତଳ ଗାଁ ଜହ୍ନ ତାତି ମିଠା ସହର ଜହ୍ନର ତାତି ତ ପ୍ରଖର ନାହିଁ ସେଠି ମଧୁରତା । ଜଙ୍ଗଲର ସେହି ଶୀତଳ ଜହ୍ନଟି ଲାଗୁଛି ଭାରି ସରଳ, ଗାଆଁ ଜହ୍ନ ଆଜି ଦେହ ଜଳଉଛି ସତେ ତା’ ତାତି ପ୍ରବଳ । ସହରି ଜହ୍ନର ତାତି ତ ପ୍ରବଳ ସତେ ସୁରୁଜ ସମାନ ସେହି ତାତି ଆଜି ଲଗାଉଛି ନିଆଁ ଫିକା ଲାଗେ ତା’ ମନ । ନିଜ କିରଣରେ ଜଙ୍ଗଲି ଜହ୍ନଟି କରେ ସତେ…

