ମୋ ପ୍ରିୟା ଭାରି ଚଗଲି
ପ୍ରିୟା ମୋର ସତେ ଭାରି ଚଗଲି, ନାଆଁଟା ତାହାର ମଲ୍ଲୀ । କଥାରେ କଥାରେ ରୁସି ଯାଏ ସିଏ ହୁଏ ସବୁ ବେଳେ ଗାଳି ॥ ତା’ର ହରୀଣୀ ଆଖିର ଚାହାଣୀ, ରାଣୀ ପରିକା ଚାଲି । ଗୋଲାପି ଓଠର ସେ ମୁରୁକି ହସି ହେଉ ଥାଏ ମୁ ଭାଳି ॥ ଦିନରେ ରାତିରେ ସପନେ ଆସୁଛି, ଶୋଇ ଦେଉ ନାହିଁ ମତେ । ପ୍ରେମ ନିଶା ତା’ର ବାଉଳା କଲା, ଏକା ରହିପାରୁନି ମୁଁ ସତେ ॥ କୁଆଁରି ମନ୍ତର…

