ଅଜଣା ଆକାଶର ତାରାଟିଏ

ଅଜଣା ଆକାଶର ତାରାଟିଏ

ନଈ ସେ ପାଖରେ ତୁମେ ନଈ ଏ ପାଖରେ ମୁଁ, ଦିନ ଥିଲା ତୁମେ ମୋତେ ଚାହୁଁଥିଲ ମୁଁ ବି ଚାହୁଁଥିଲି ତୁମକୁ !!! ପରସ୍ପର ପରସ୍ପରକୁ ଦେଖୁଥିଲେ ପୁଣି ବି ଖୋଜୁଥିଲେ ଆହୁରି ବି ଭାବୁଥିଲେ ଥିଲା ସିଏ ପାଇବାର ବେଳ । ଆହା ! କାହା ଅଗଣାରେ ଫୁଲଟିଏ ହୋଇ ଫୁଟିବି କି? ଏ ଆଶାର କ୍ଷୀଣ ରେଖାଟିଏ ନଥିଲା । ଝାପ୍‌ସା ଆଖିରେ ଏହା ଚିହ୍ନଟିଏ ବି ହୋଇ ନ ଥିଲା । କି ଭାବନାର କ୍ଷୀଣ ବିନ୍ଧୁଟିଏ ବି…

ଅଧିକ ପଢ଼ନ୍ତୁ
ମେଘୁଆ ପାଗରେ

ମେଘୁଆ ପାଗରେ

ମେଘୁଆ ପାଗରେ ହଜିଯିବା ଆମେ ଏମିତି ଏକ ଜାଗାରେ, ଫୁଲକୁ ଭ୍ରମର ଚୁମୁଥିବ ଖାଲି ଖୁସି ଖୁସିର ପ୍ରେମରେ । ଝରୁଥିବ ବର୍ଷା ଡାଳରୁ ମୂଳକୁ ତଳେ ଥିବା ଦୁହେଁ ବସି, ଓଠରେ ଓଠକୁ ଲଗେଇ ଦେବା ଯେ ବରଷ ବି ହେବ ଖୁସି । ଓଠ ଫାଙ୍କ ଦେଇ ନିର୍ଝର ବରଷା କ‌ହିବ କିଛି କଥାରେ, ତ‌ଥାପି ଓଠଟା ଶୁଖିଲା ଶୁଖିଲା ଥିବ ମୋ ଚୁମ୍ବନ ଆଶାରେ । ଇନ୍ଦ୍ରଧନୁ ରଙ୍ଗେ ରଙ୍ଗିଯିବା ଆମେ ହସୁଥିବ ଦେଖି ଜ‌ହ୍ନ, ପ୍ରେମ…

ଅଧିକ ପଢ଼ନ୍ତୁ
କେମିତି କହିବି ତୋ ଆଗେ

କେମିତି କହିବି ତୋ ଆଗେ

ସଞ୍ଜ ଆସିଗଲେ ତୋ କଥା ମନେପଡ଼େ ରାତି ହେଲେ ତୋ ଛବି ଉଙ୍କିମାରେ କେମିତି କହିବି ତୋ ଆଗେ ସ୍ୱପ୍ନରେ ମୁଁ ନିତି ଏମିତି ହଜୁଥାଏ । ଚାଲିଗଲେ ପଛକୁ ବୁଲି ଚାହେଁ ଲାଗୁଥାଏ ଏମିତି କାହିଁ କି ହୁଏ କେମିତି କହିବି ତୋ ଆଗେ ସତରେ ମୁଁ ଏମିତି ତୋତେ ଝୁରୁଥାଏ । କାହିଁ କେବେ ଏକୁଟିଆ କଥା ହୁଏ ଆସିଗଲେ କେହି ମୁଁ ଚାଲିଯାଏ କେମିତି କହିବି ତୋ ଆଗେ ଏ ମନ ତୋତେ ହିଁ ଖୋଜୁଥାଏ ।…

ଅଧିକ ପଢ଼ନ୍ତୁ
କାନ୍ଦୁଛି ନିରୀହ ନାରୀ

କାନ୍ଦୁଛି ନିରୀହ ନାରୀ

କାହିଁକି ଖେଳୁଛ ନାରୀଙ୍କ ଦେହରେ କି ଲାଭ ତୁମେ ବା ପାଉଛ, ମାଂସ ଲୋଭୀ ତୁମେ ରାକ୍ଷସ ସାଜିଣ ଅନ୍ୟର ଜୀବନ ନେଉଛ । କାମନାରେ ତୁମେ ବଶବର୍ତ୍ତୀ ହୋଇ କାହିଁକି ଇଜ୍ଜତ ଲୁଟୁଛ, ଆଉ କାହା ଦେହେ କଳଙ୍କ ଲଗେଇ କି ସୁଖ ତୁମେ ବା ପାଉଛ । ନାରୀ ଅଟେ ମାଆ ସିଏ ବି ଭଗିନୀ ଏକଥା କି ଭୁଲି ଯାଉଛ, ସହଧର୍ମିଣୀ ଯେ ଅଟେ ସେହି ନାରୀ ଜୀବନ ଯା ସାଥେ କାଟୁଛ । ସେହି ନାରୀଠାରୁ…

ଅଧିକ ପଢ଼ନ୍ତୁ
manushya

ମନୁଷ୍ୟ

କାଗଜ ଟୁକୁଡ଼ା ସାଇତିଲୁ ବୋଲି କାହିଁକି ତୋ ଏତେ ଅହଂକାର, କାଗଜର କ’ଣ ହେବ ତରଳି ଯାଏ ଏଇଠି ଲୌହ ପଥର ॥ ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ବଳି ଦେଇ ଗଢ଼ି ଦେଲୁ ଅଟ୍ଟାଳିକା, ସେବା ଭାବ ପାଇଁ ସମୟ ତୋ ନାହିଁ ତୁହି ସ୍ୱାର୍ଥପର ଏକା ତୁହି ସ୍ୱାର୍ଥପର ଏକା ॥ ଅନ୍ୟର ସେବା ପାଇଁ ଜନମିଥିଲୁ ଭୁଲିଗଲୁ ତୁ ତୋ କର୍ମ ଜାତି ପ୍ରଥା ନାଁ’ରେ ଝଗଡ଼ା କରାଇ ବିବାଦରେ ଆଣୁ ଧର୍ମ…

ଅଧିକ ପଢ଼ନ୍ତୁ