ପ୍ରେମର ସ୍ୱରୂପ
ସପନ ଅଧିକତର ଭାଙ୍ଗି ଯାଆନ୍ତି ଆପଣାର ଲୋକ ରୁଷି ଯାଆନ୍ତି ପ୍ରେମ ସାଗରର ଉର୍ମିମାଳାରେ ପାଗଳ ପ୍ରେମୀ ବୁଡ଼ି ଯାଆନ୍ତି !! କେବେ ପବିତ୍ର ପ୍ରେମ କରି ଦେଖ ପ୍ରେମିକର ଚାହ, ଅସରନ୍ତି କୋହ ଜୀବନରେ କିଛି ଲକ୍ଷ୍ୟ ପାଇ ଦେଖ ପ୍ରେମ ବିନା କିଛି ନାହିଁ ସବୁ ମୋହ !! ବିଫଳ ପ୍ରେମିକର ଗତି ଏମିତି ବିଦଗ୍ଧ କବି ରଙ୍ଗ ରୂପ ଯେମିତି ଯେବେ ସବୁ ସ୍ମୃତି ଏକତ୍ରିତ ହୁଅନ୍ତି ଏକ ପ୍ରେମକବିର ଜନ୍ମ ହୋଇଥାନ୍ତି !! ସଭିଏଁ କ୍ଷତ…

