Manara Manaku

ମନର ମନକୁ

ମନର ଲୋକକୁ ମନରେ ରଖିବୁ ମନର ମନକୁ ନେଇ । ମନ ଭାଙ୍ଗିବୁନି କଚଟି ପରି ତୁ ଅଗଢ଼ା ରହିଯିବି ମୁହିଁ । ଦୂରେ ଯିବୁ ଯଦି କହିବୁନି ମତେ ଭଲ ପାଉନଥିଲୁ ବୋଲି । ଦୂରେ ଯେତେ ଯା ଦୂରକୁ ଯାଉଥା କହିବୁନି ସମ୍ପର୍କ ନଥିଲା ବୋଲି । ତୁମେ ମତେ ଭୁଲି ଯାଉ ମତେ ଦୁଖ ନାହିଁ ଯଉଦିନ ଭୁଲିଯିବି ମୁଁ ତୁମକୁ ଦୁନିଆରେ ଆଉ ମୁଁ ନାହିଁ – ପ୍ରଦୀପ କୁମାର ରଣା

ଅଧିକ ପଢ଼ନ୍ତୁ
ସାଙ୍ଗ ହେବ ତ ଏମିତି

ସାଙ୍ଗ ହେବ ତ ଏମିତି

୧୦ ବର୍ଷ ତଳର କଥା ସେତେବେଳେ ୮ ବର୍ଷର ଗୋଟେ ଗରିବ ପିଲାଟିଏ । ରାସ୍ତାରୁ କିଛି ପ୍ଲାଷ୍ଟିକ୍ ଗୋଟେଇ ତା’ ମାଲିକକୁ ଦିଏ ଆଉ ମାଲିକ ଯାହା ପଇସା ଦିଏ ତା’ ପେଟ ପୋଷେ ।ହେଲେ ସେଦିନ ସେ ପିଲାଟି କିଛି ପ୍ଲାଷ୍ଟିକ ପାଇଲା ନାହିଁ ଆଉ ମାଲିକ ତାକୁ କିଛି ପଇସା ବି ଦେଲାନି । ଛୋଟ ପିଲାଟା ଭୋକରେ ଆଉଟୁ ପାଉଟୁ ହେଉଥାଏ… ସେ ଗୋଟେ ଜଳଖିଆ ଦୋକାନକୁ ଯାଇ କହିଲା ବାବୁ ସକାଳୁ ପହରୁ କିଛି…

ଅଧିକ ପଢ଼ନ୍ତୁ
ରାଜଧର୍ମ

ରାଜଧର୍ମ

ଧର୍ମର ସଂଜ୍ଞା ଖୋଜୁଛି ମଣିଷ ଅର୍ଦ୍ଧଦଗ୍ଧ ପାଉଁଶ ଗଦାରୁ ପାଳଭୂତ ପରି ଦଣ୍ଡାୟମାନ ଧର୍ମ ଧାରଣା ଭରିଦେଇ ଥିବା ମୌଲବୀ, ପାଦ୍ରୀ ଓ ପୁରୋହିତ । ବାବନା ଭୂତମାନେ ମାତିଛନ୍ତି ଛଦ୍ମବେଶୀମାନଙ୍କ ସ୍ଵାର୍ଥ ପାଇଁ ଗୃହଭେଦୀମାନଙ୍କ ଆକୁଣ୍ଠ ସମର୍ଥନ ଏମାନେ ପଛରେ ଖମ୍ବପରି ଦଣ୍ଡାୟମାନ । ଧର୍ମ ନାମରେ ଚାଲିଛିଏଠି ଠିଆପାଲା ଦାସ କାଠିଆର ଦୁଇଖଣ୍ଡ କାଠି ଏମାନଙ୍କ ପାଇଁ ଯଥେଷ୍ଟ… ଏ କଥା ହେଲାପରେବି ସ୍ପଷ୍ଟ ବଢ଼ିଛି ଏମାନଙ୍କ ମୂର୍ଖାମୀ ରସାତଳଗାମୀ ହୋଇଛି ମାତୃଭୂମି, ସିମିତ ପୁରାଣ ଓ…

ଅଧିକ ପଢ଼ନ୍ତୁ
ଫଗୁଣ

ଫଗୁଣ

ଶାସ୍ତ୍ର ଅନୁଯାୟୀ ଫଗୁଣ ମାସଟି ମହତ୍ତ୍ଵପୂର୍ଣ୍ଣ ଅଟଇ ଗଙ୍ଗାନଦୀ ଜଳେ କରିଲେ ସ୍ନାହାନ ପୂର୍ଣ୍ଣଫଳ ଯେ ମିଳଇ ।୧। ମାନ୍ୟତା ରହିଛି ସଙ୍ଗମ ତଟରେ ଦେବତା କରନ୍ତି ବାସ ହିନ୍ଦୁ କ୍ୟାଲେଣ୍ଡରେ ଫଗୁଣ ମାସଟି ବର୍ଷର ଅନ୍ତିମ ମାସ ।୨। ଫଗୁଣ ମାସର ଅମାବାସ୍ୟା ଅଟେ ଶ୍ରାଦ୍ଧ କର୍ମ ପାଇଁ ଶୁଭ କାଳ ସର୍ପ ଦୋଷ ନିବାରଣ ପାଇଁ ଆଶିଷ ସର୍ବଦା ଲଭ ।୩। ଏହି ଦିନ ଗଙ୍ଗା ନଦୀରେ ସ୍ନାହାନ ଶୁଭ ବୋଲି ଧରାଯାଏ କରିଲେ ବିଶ୍ୱାସ ମନ ହେବ…

ଅଧିକ ପଢ଼ନ୍ତୁ
coronara-mayajala

କରୋନାର ମାୟାଜାଲ

ସମୟ ବି ବେଳେ ବେଳେ ପରୀକ୍ଷା କରିଥାଏ, ଅଧର୍ମର ବୃଦ୍ଧି ହେଲେ, ପ୍ରତିଶୋଧ ନିଏ । ଏ ମୂଢ଼ ମାନବ ଜାତି ଲୋଭ କରୁ ନୀତି, ଅତି ଆଜି ଇତି ହେଲା, ଧ୍ୱଂସ ମୁଖରେ ପ୍ରକୃତି । ନିଜ ଖୁସି ପାଇଁ କେତେ ଜୀବ କଲୁ ହତ୍ୟା, ପ୍ରକୃତି ରାଣୀକୁ କଲୁ କେତେ ଯେ ହୀନସ୍ତା । ଜୀବ ହତ୍ୟା ପାପେ ଆଜି ହେଲୁ ତୁହି ଛନ୍ଦି, କରୋନାର ମାୟାଜାଲ କଲା ତୋତେ ବନ୍ଦୀ । ଆତ୍ମୀୟମାନଙ୍କୁ ସେ ଯେ ଛଡ଼ାଇ ନେଉଛି,…

ଅଧିକ ପଢ଼ନ୍ତୁ