Read more about the article ଗଣିତ ଦର୍ଶନ
Odia Poem Ganita Darsan (ଗଣିତ ଦର୍ଶନ) by Nirmal Nayak

ଗଣିତ ଦର୍ଶନ

ଅଙ୍କ ଅବଧାନେ, କହନ୍ତି ପିଲାଏ... ପଢ଼ିବକି, ଜୀବନ ପାଠ... ଯୋଗ, ବିଯୋଗର, କାହାଣୀ ଶୁଣାଏ... ଗୁଣିତ, ବିଭକ୍ତର ସାଠ । ପହିଲି ପାଠଟି, ଶୁଣରେ ପିଲାଏ... ଯୋଗର ଗାରିମା କେତେ? ଜୀବନରେ ତା'ର ମହତ୍ୱ ବୁଝାଏ... ଖୁସି ବାଣ୍ଟିବାରେ ଯେତେ ।…

Continue Readingଗଣିତ ଦର୍ଶନ
Read more about the article ରଜ ପରବ
ରଜ ପରବ

ରଜ ପରବ

ବାର ମାସରେ ତେର ପରବ ତହିଁରୁ ଅନନ୍ୟ ରଜ ପରବ ଓଡ଼ିଶା ମାଟିର ଗର୍ବ ଗୌରବ... ତିନି ଦିନର ଏହି ପାଳି ଉତ୍ସବ !! ରୋୖଦ ତାପରେ ଅତିଷ୍ଟ ଧରା... ପହିଲି ବର୍ଷାର ଆଶାୟୀ ପରା... ଋତୁସ୍ନାତା ମା' ମୋ ବସୁନ୍ଧରା...…

Continue Readingରଜ ପରବ
Read more about the article ପୁସ୍ତକ
ପୁସ୍ତକ

ପୁସ୍ତକ

ପ୍ରାଚୀନ କିମ୍ବଦନ୍ତୀ କହେ ଲେଖନୀ ଓ ତାଳ ପତ୍ରର ସମିଶ୍ରଣରେ "ପୁସ୍ତକ "ସୃଷ୍ଟି ବେଦ, ଉପନିଷଦର ପୁଷ୍ଟି । ସମୟାନୁକ୍ରମେ ବଦଳେ ଦୁନିଆ ଦୁଇ ନିଆଁର ମଝିରେ ଜୀବନ ଜ୍ଞାନର ସରଂକ୍ଷଣର ସାଧନ ପୁସ୍ତକର ପୁନଃର୍ଜନ୍ମ ସୃଷ୍ଟିରେ । ଏନ୍ତୁଡ଼ି ଶାଳର…

Continue Readingପୁସ୍ତକ
Read more about the article ପ୍ରେମର ସ୍ୱରୂପ
ପ୍ରେମର ସ୍ୱରୂପ

ପ୍ରେମର ସ୍ୱରୂପ

ସପନ ଅଧିକତର ଭାଙ୍ଗି ଯାଆନ୍ତି ଆପଣାର ଲୋକ ରୁଷି ଯାଆନ୍ତି ପ୍ରେମ ସାଗରର ଉର୍ମିମାଳାରେ ପାଗଳ ପ୍ରେମୀ ବୁଡ଼ି ଯାଆନ୍ତି !! କେବେ ପବିତ୍ର ପ୍ରେମ କରି ଦେଖ ପ୍ରେମିକର ଚାହ, ଅସରନ୍ତି କୋହ ଜୀବନରେ କିଛି ଲକ୍ଷ୍ୟ ପାଇ ଦେଖ…

Continue Readingପ୍ରେମର ସ୍ୱରୂପ
Read more about the article ଦରଦୀ ବନ୍ଧୁ
ଦରଦୀ ବନ୍ଧୁ

ଦରଦୀ ବନ୍ଧୁ

ଏମିତି ତ ତୁମେ ହସୁଛ... ଛାତିତଳେ କଷ୍ଟ ଲୁଚେଇଛ... ସଭିଙ୍କୁ ଦର୍ଶାଅ ଖୁସିରେ ଅଛ... ଦୁଃଖ, ଯନ୍ତ୍ରଣାରେ ଖେଳୁଛ !! ଏମିତି ତ ତୁମେ ଗୀତ ଗାଉଛ... ବିରହର ରାଗିଣୀ କାହୁଁ ପାଉଛ.. କଷ୍ଟର ସାଜ, ଦୁଃଖର ସୁର ଦେଇଛ.. ଯନ୍ତ୍ରଣାର…

Continue Readingଦରଦୀ ବନ୍ଧୁ