Mitha Amba Achara

ମିଠା ଆମ୍ବ ଆଚାର

ଗ୍ରୀଷ୍ମ ଋତୁ ଆମର ଭାରି ପ୍ରିୟ ମୁଖ୍ୟତଃ ଦୁଇଟି କାରଣରୁ; ପ୍ରଥମଟି ଖରା ଛୁଟି ଆଉ ଦ୍ୱିତୀୟଟି ଏହି ଋତୁର ସୁଆଦିଆ ଫଳ । ଆମ୍ବ ଫଳମାନଙ୍କର ରାଜା । ଏହି ଫଳର ସ୍ୱାଦ ବର୍ଷ ସାରା ପାଇବାପାଇଁ ସବୁ ଘରେ ବିଭିନ୍ନ ପ୍ରକାରର ଆଚାର ତିଆରି ହୋଇଥାଏ । ଏଇଠି ଏକ ସ୍ୱାଦିଷ୍ଟ ମିଠା ଆଚାରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା ଆସନ୍ତୁ, ଯାହାକି ବିନା ତେଲରେ ତିଆରି କରାଯାଏ । ଏଥିରେ ଆମେ ଗୁଡ଼ ବ୍ୟବହାର କରିବା କାହିଁକି ନା…

ଅଧିକ ପଢ଼ନ୍ତୁ
Ramayanara-Nidarsana

ରାମାୟଣର ନିଦର୍ଶନ

ଯୁଗେ ଯୁଗେ ରାକ୍ଷସମାନଙ୍କ ସଂହାର ପାଇଁ ଭଗବାନ ଧରିଥାନ୍ତି ଅସ୍ତ୍ର । କେବେ ସେ ଦ୍ୱାପର ଯୁଗର ଶ୍ରୀକୃଷ୍ଣ ତ କେବେ ତ୍ରେତୟା ଯୁଗର ରାମଚନ୍ଦ୍ର ସାଜି । ଆଉ ଛାଡ଼ିଯାଆନ୍ତି କିଛି ସତ୍ୟ-ଆଦର୍ଶର ଗାଥା ଯାହା ଯୁଗ ଯୁଗକୁ ମନୁଷ୍ୟ ସମାଜର ମଙ୍ଗଳ ପାଇଁ ବାର୍ତ୍ତା ବହନ କରେ । ପ୍ରଚଣ୍ଡ ରୌଦ୍ରତାପରେ କରୋନାରୂପୀ ମହାମାରୀ ରାକ୍ଷସର କରାଳ ଛାୟା ତଳେ ଯେତେବେଳେ ମଣିଷ ଜର୍ଜରିତ, ସେତେବେଳେ ସେ ଆସ୍ଥା ପ୍ରକଟ କରିଛି ଧର୍ମମାର୍ଗ ଓ ଇଶ୍ୱରଙ୍କ ଉପରେ । ରାମାୟଣର…

ଅଧିକ ପଢ଼ନ୍ତୁ
chaha-cup

ଚାହା କପ୍

ମାର୍ଚ୍ଚ ମାସର ଏକ ଖରାଦିନିଆ ସକାଳ, ରାତି ସାରା ଭାରି ଗରମ ଲାଗୁଥିବାରୁ ଠିକରେ ଶୋଇ ହେଉନଥାଏ, ଭୋର ବେଳକୁ ଟିକେ ଆଖି ମାଡ଼ି ପଡ଼ିଥିଲା ଯେ ଖୋଲିଲା ବେଳକୁ ଦିନ ୯ଟା, ମୋବାଇଲରେ ସମୟ ଦେଖି ଚମକି ଉଠିଗଲା ସିପ୍ରା । ପୁଣି ଦେଖେ ତ ମୋବାଇଲରେ ପାଞ୍ଚଟି ମିସ୍ କଲ, ମା’ଙ୍କର ୩ଟା ଆଉ, ବାବାଙ୍କର ଦୁଇଟି, ମନେ ମନେ ଟିକେ ହସିଲା ସିପ୍ରା, ଆଉ ଭାବିଲା, “କେତେ ଆଉ ବଡ଼ ହେଲେ ମୁଁ, ତୁମେ…

ଅଧିକ ପଢ଼ନ୍ତୁ
daradi-bandhu

ଦରଦୀ ବନ୍ଧୁ

ଏମିତି ତ ତୁମେ ହସୁଛ… ଛାତିତଳେ କଷ୍ଟ ଲୁଚେଇଛ… ସଭିଙ୍କୁ ଦର୍ଶାଅ ଖୁସିରେ ଅଛ… ଦୁଃଖ, ଯନ୍ତ୍ରଣାରେ ଖେଳୁଛ !! ଏମିତି ତ ତୁମେ ଗୀତ ଗାଉଛ… ବିରହର ରାଗିଣୀ କାହୁଁ ପାଉଛ.. କଷ୍ଟର ସାଜ, ଦୁଃଖର ସୁର ଦେଇଛ.. ଯନ୍ତ୍ରଣାର ଜୟଗୀତି ଗାଉଛ !! ଏମିତି ତୁମେ ମିଠା କଥା କହୁଛ… କର୍ଣ୍ଣପଟଳେ ମଧୁ ବୋଳି ଦେଉଛ.. ମନକୁ କୋଉ ରାଇଜକୁ ନେଉଛ.. କାଉଁରୀ ବିଦ୍ୟା ତୁମେ ଜାଣିଛ !! ଏମିତି ତ ସ୍ୱପନେ ଦେଖା ଦେଉଛ… ଇନ୍ଦ୍ରଧନୁ ମନ…

ଅଧିକ ପଢ଼ନ୍ତୁ
Kape Cha

କପେ ଚା’

ତମ କପେ ଚା’ରେ ମୋ ନିସ୍ତେଜ ଶରୀରଟା ଯନ୍ତ୍ର ପରିକା ଚିହିଁକି ଉଠେ ଏଇଠି ଥାଏ ତମ ରାଗ ରୁଷା ଅଭିମାନ ମିଶା ପ୍ରେମର ଅଗାଧ ପରଷ । ଏଇଠି ବଖାଣ ତମ ଶହ ଶହ କୈଫତ ଫେରାଦ କରି ଚାଲ ଗୋଟିକ ପରେ ଗୋଟିଏ ଅସମାହିତ ଫର୍ଦ୍ଦ ଆଉ ତମ ଅସହିଷ୍ଣୁତାର ଅମାନିଆ ପ୍ରଶ୍ନ ॥ ମୁଁ କିନ୍ତୁ ନିରୁପାୟ ନା ଏପଟ ନା ସେପଟେ ତମ ପରଷା ଚା’କୁ ଓଠକୁ ଓଠ ଚାପି ଖୁବ୍ ସରାଗେ ଢୋକ…

ଅଧିକ ପଢ଼ନ୍ତୁ