ସବୁପୁଅ ଏମିତି ନା

ସବୁପୁଅ ଏମିତି ନା

ବହୁତ ଦିନର ସଂଘର୍ଷ ପରେ ଅନୁରୂପକୁ ମିଳିଥିଲା ବ୍ୟାଙ୍କ୍ ଅଫିସର ଚାକିରି, ପୋଷ୍ଟିଂ କଲିକତାରେ । ଦ୍ଵିତୀୟ ଶନିବାର ଆଉ ରବିବାର ଛୁଟି ଦେଖି ଭାବିଲା ଘରକୁ ଯାଇକି ଟିକେ ବୁଲିଆସିବି ।ଏମିତିରେ ଏଠି ଏକା ଭଲ ଲାଗୁନି, ଘରେ ଟିକେ ବୁଲି ଆସିଲେ ଭଲ ଲାଗିବ । ଶୀତ ଟିକେ ଟିକେ ପଡ଼ିଲାଣି, ସ୍ଵେଟର ପିନ୍ଧି ବାହାରିପଡ଼ିଲା ବସଷ୍ଟାଣ୍ଡ ଅଭିମୁଖେ । ଗଲାବେଳେ ଆଖି ପଡ଼ିଥିଲା ଏକ ସ୍ଵେଟର ଦୋକାନ ଉପରେ । ସେଇଠି ତା’ର ମାନେ ପଡ଼ି ଯାଇଥିଲା ତା’ର ଅତୀତର…

ଅଧିକ ପଢ଼ନ୍ତୁ
Premara Anyanama Pratiksha

ପ୍ରେମର ଅନ୍ୟନାମ ଅପେକ୍ଷା

ଯେତେବେଳେ ତୁମେ ପାଖରେ ନ ଥିଲ, ଜାଣିନଥିଲି କେତେବେଳଯାଏ ଅପେକ୍ଷା କରିବାକୁ ଯେ ପଡ଼ିବ । ଦିନ ଯାଇ ରାତି ହେଲା… ହେଲା ଯେ ପୁଣି ସକାଳ, କେମିତି ଭୁଲିବି କଟାଇଲି ଟିକ୍ ଟିକ୍ ଘଣ୍ଟା କଣ୍ଟାର ବ୍ୟବଧାନ । ଜାଣି ମୁଁ ନଥିଲି ପାଇଗଲି ସବୁ ପ୍ରେମ ହଠାତ୍ ତୁମ୍ଭର ଦିଗବଳୟରେ, ବୋଧେ ସେଥିପାଇଁ ମୁଁ ଦିନ କାଟୁଥିଲି ଏହି ଅପେକ୍ଷାର ପ୍ରେମରେ । – ଶ୍ରୀମତୀ ବୈଶାଳୀନି ସାହୁ

ଅଧିକ ପଢ଼ନ୍ତୁ
Samaya Asichhi

ସମୟ ଆସିଛି !

ଏ ସମୟ ନୁହେଁ ବାମପନ୍ଥୀ ଦକ୍ଷୀଣପନ୍ଥୀର ଏ ସମୟ ନୁହେଁ ବିରୋଧ କରିବାର ଏ ସମୟ ନୁହେଁ ରାଜନୈତିକ ଲଢ଼େଇର ସମୟ ଆସିଛି ଏକାଠି ଲଢ଼ିବାର ସମୟ ଆସିଛି କରୋନାକୁ ପରାସ୍ତ କରିବାର ସମୟ ଆସିଛି ଦେଶକୁ ଜିତେଇବାର ହଁ ସମୟ ଆସିଛି ଦେଶକୁ ଜିତେଇବାର ॥ ଦେଶଭକ୍ତିର ମାନେ ନୁହେଁ ଖାଲି ଲଢ଼ିବା ସୀମା ପାର ନା ହିଁ ଖାଲି ବନ୍ଦେ ମାତରଂ ଆଉ ତ୍ରିରଙ୍ଗାର ଜୟ ଜୟକାର, ସମୟ ଆସିଛି କିଛି କରିବାର ଦେଶ…

ଅଧିକ ପଢ଼ନ୍ତୁ
Chocolate

ଚକଲେଟ

ସେଦିନ ଅପରାହ୍ନରେ ମୋ ଚଷମାର ଲେନ୍ସକୁ ପୋଛି କବାଟ ଖୋଲି ଦେଖିଲି’କୁକୁ’ । କୁକୁ, ସେଇ ଟିକି ଝିଅଟି ମୁହଁରେ ତା’ର ଅଝଟର ଚିହ୍ନ, ପାଖ ପୋଡ଼ଶୀଙ୍କ ଝିଅ । ହାତରେ ଧରିଥାଏ ଦୁଇଟି ଡେରିମିଲ୍କ ଚକଲେଟ ଓ କହିଲା, “ଅଙ୍କଲ ତୁମ ଚକଲେଟ ନେଇଯାଅ ସରି ।” ଆଜି ଅଫିସରୁ ଫେରିଲାବେଳେ ଦେଖାହେଇଥିଲା କୁକୁ, ବୟସ ୫ କି ୬ ବର୍ଷ ହେବ । ମୋର ତା’ ସହିତ ତିନି ମାସର ବନ୍ଧୁତା, ସେ ଏକ ଅତୁଟ ବନ୍ଧନରେ ମୋତେ ବାନ୍ଧି…

ଅଧିକ ପଢ଼ନ୍ତୁ
tuma-pain

ତୁମପାଇଁ

ତୁମରି ଅସ୍ତିତ୍ୱ, ତୁମ ଅତୀତ ! ତୁମ ପାଇଁ ବର୍ତ୍ତମାନ, ମୋ ପରିସ୍ଥିତ ! ତୁମ ସହିତ ଭବିଷ୍ୟତ ଓ ତା’ର ସମ୍ଭାବନା ! ସମୟ ଚକ୍ରରେ ତୁମେ ସତେ ଅନାମିକା ! ସ୍ୱପ୍ନ ରାଜ୍ୟର ଯେମିତି ନାୟିକା ମୋ କଠୋର ନିର୍ଦ୍ଦେଶର କରି ଅବମାନନା ବିଚଳିତ ମନ ମୋର ହେଇ ଆନମନା ତୁମକୁ ଖୋଜି ଖୋଜି ! ତୁମଠାରେ ଯାଇ !! ତୁମକୁ ପାଇ !! ହଜେଇ ଦେଲାଣି ମୋ ମନର ଥିବା ସବୁ ଅନାବନା ଭାବନା… – ମନୋରଞ୍ଜନ ରାଉତ

ଅଧିକ ପଢ଼ନ୍ତୁ