suna-ahe-bhabagrahi

ଶୁଣ ଆହେ ଭାବଗ୍ରାହୀ

କାଳିଆରେ ତତେ ଲାଗୁନି କି ଏକା ଭକତ ଶୁନ୍ୟ ଶ୍ରୀମନ୍ଦିର କି ଭିଆଁଣ କଲୁ ଗ୍ରାସୁଛି ସଭିଙ୍କୁ ଆତଙ୍କ କରୋନାର ॥୧॥ ତୁ ସିନା ମହାପ୍ରଭୁ ଚଉଦ ଦିନ ରହିପାରୁ ଅଣସରେ କାହିଁଥିଲା ଏହି ଅଦିନିଆ ରୋଗ ପଡ଼ୁଛି ମଣିଷ ଉପରେ ॥୨॥ ସବୁ ତୁ ଦେଖୁଛୁ ମଉନେ ରହିଛୁ ଆହେ ପ୍ରଭୁ ଚକାଆଖି ଭକତର ଦୁଃଖ ହରି ନେ ନାଥ କାନ୍ଦି କାନ୍ଦି ଯାଏ ଥକି ॥୩॥ ପତିତ ଉଦ୍ଧାର ପାଇଁ ତୋ ଜନମ ଆହେ ପତିତପାବନ ଏ ସାରା…

ଅଧିକ ପଢ଼ନ୍ତୁ
bandhan

ବନ୍ଧନ

“ଆରେ ମିକିନା ପାଣି ଲୋଟାଟା ଆଣି ଆସିବୁକି?” ଗାଡ଼ିଟା ଦାଣ୍ଡରେ ସାଇଡ଼ କରିକି ଶତପଥୀ ବାବୁ ଝିଅକୁ ଡାକ ଦେଲେ । “ଏ ଜୀବନେ ମୋ ଜୀବନେ…….” ଗୀତ ଟାକୁ ଗୁଣୁ ଗୁଣେଇ ହେଇକି ଆସିକି ମିକିନା ପାଣି ଦେଉ ଦେଉ ପଚାରିଲା ବାପି (ମିକିନା ବାପାଙ୍କୁ ବାପି ଡାକେ) ବ୍ୟାଙ୍କ ଗଲ କି? ମୋ ଆକାଉଣ୍ଟରେ ବିଲକୁଲ ଆଉ ପଇସା ନାହିଁ ପରା । – ହଁ ଯାଇଥିଲି ତୋତେ ମେସେଜ ଆସିନିକି? – “ଓହୋ ! ଦେଖିନି ମୁଁ…

ଅଧିକ ପଢ଼ନ୍ତୁ
huanahi-pustaka-kita

ହୁଅ ନାହିଁ ତୁମେ ପୁସ୍ତକ କୀଟ

ଜୀବନଟା ଏକ ଖୋଲା ପୁସ୍ତକ ଝୁଣ୍ଟି ଝୁଣ୍ଟି ପଢ଼ୁ ସଂସାର ପାଠ । ନାନା ଦୁର୍ଘଟଣା ବତାଏ ବାଟ ଲୋଡ଼ା ପଡ଼ିଥାଏ ନିଶୁଆ ପାଠ । ଆମେ ଭାବୁ ସବୁ ବହିରେ ଅଛି ଢକ ଢକ କରି ପିଇ ଯାଉଛି । ପାଠକୁ ପିଲାଏ ବାଟିକି ଘୋଷି ଜଳବତ ତରଳ ପିଇ ଦିଅନ୍ତି । ପ୍ରଶ୍ନ ନପଚାରୁଣୁ ଉତ୍ତର କହେ ସଂସାର ପାଠରେ ପଛେଇଯାଏ । ଭୀରୁପରି କିଳି ଦାଣ୍ଡ କବାଟ ପାଳନ କରେ ସେ ମୌନବ୍ରତ । ପୁସ୍ତକ ପଠନେ ଜ୍ଞାତ ଅଜ୍ଞାତ ଘୋଷାବିଦ୍ୟା…

ଅଧିକ ପଢ଼ନ୍ତୁ
pustaka

ପୁସ୍ତକ

ପ୍ରାଚୀନ କିମ୍ବଦନ୍ତୀ କହେ ଲେଖନୀ ଓ ତାଳ ପତ୍ରର ସମିଶ୍ରଣରେ “ପୁସ୍ତକ “ସୃଷ୍ଟି ବେଦ, ଉପନିଷଦର ପୁଷ୍ଟି । ସମୟାନୁକ୍ରମେ ବଦଳେ ଦୁନିଆ ଦୁଇ ନିଆଁର ମଝିରେ ଜୀବନ ଜ୍ଞାନର ସରଂକ୍ଷଣର ସାଧନ ପୁସ୍ତକର ପୁନଃର୍ଜନ୍ମ ସୃଷ୍ଟିରେ । ଏନ୍ତୁଡ଼ି ଶାଳର ବିଧି ପୁସ୍ତକରେ ଶିଶୁ ଜନ୍ମର ଉପଚାର ପୁସ୍ତକରେ ଶିଶୁ ଆରୋଗ୍ୟ ବିଧି ପୁସ୍ତକରେ ପିଲାଦିନର କୌଶଳତା ପୁସ୍ତକରେ !! ବାଳକ ଜୀବନ, ବିଦ୍ୟାଳୟ ଗମନ ମୁଖ୍ୟ ଉପକରଣ ହିଁ ପୁସ୍ତକ ଜାଣ ବିଦ୍ୟା ଦାୟିନୀ ମା’ ଶାରଦାଙ୍କ ସାଥି…

ଅଧିକ ପଢ଼ନ୍ତୁ
ନିରବଛିହ୍ନ ପ୍ରୟାସ

ନିରବଛିହ୍ନ ପ୍ରୟାସ

ଆକାଶର ଧୂଳିଭରା ଛାତି ଭିତରେ, ଲୁଚି ଯାଇଛି ତା’ର ଆଶାର ଆଲୋକ ଫୁଟି ମହକିବା ଆଗରୁ, ଦଳି ହେଇଯାଇଛି କେବେଠୁ ସେଇ ଫୁଲ ଆଖିର ଲୁହ ସହ ନେସି ହେଇଯାଇଛି, ଅଗଣିତ ସୁନେଲି ସପନ ଜାଣିଛି ସେ ଜୀବନଟି ତା’ର, ଚିରା ମଇଳା କାଗଜର ଫର୍ଦ୍ଦ ତଥାପି ଶୂନ୍‌ଶାନ ରାତିର କିଟିମିଟି ଅନ୍ଧାରରେ ପାଦକୁ ଆଗେଇ ନଉଛି ସଳିତାର ଆଲୁଅରେ ଅର୍ଥହୀନ ଶୂନ୍ୟତାର ଆବରଣ ଭିତରେ ପୁଟୁଳି ବାନ୍ଧି ଚାଲିଛି ସେ କେତେ ଆବେଗର ନିୟତି ଯେମିତି…

ଅଧିକ ପଢ଼ନ୍ତୁ