Samaya Asichhi

ସମୟ ଆସିଛି !

ଏ ସମୟ ନୁହେଁ ବାମପନ୍ଥୀ ଦକ୍ଷୀଣପନ୍ଥୀର ଏ ସମୟ ନୁହେଁ ବିରୋଧ କରିବାର ଏ ସମୟ ନୁହେଁ ରାଜନୈତିକ ଲଢ଼େଇର ସମୟ ଆସିଛି ଏକାଠି ଲଢ଼ିବାର ସମୟ ଆସିଛି କରୋନାକୁ ପରାସ୍ତ କରିବାର ସମୟ ଆସିଛି ଦେଶକୁ ଜିତେଇବାର ହଁ ସମୟ ଆସିଛି ଦେଶକୁ ଜିତେଇବାର ॥ ଦେଶଭକ୍ତିର ମାନେ ନୁହେଁ ଖାଲି ଲଢ଼ିବା ସୀମା ପାର ନା ହିଁ ଖାଲି ବନ୍ଦେ ମାତରଂ ଆଉ ତ୍ରିରଙ୍ଗାର ଜୟ ଜୟକାର, ସମୟ ଆସିଛି କିଛି କରିବାର ଦେଶ…

ଅଧିକ ପଢ଼ନ୍ତୁ
Chocolate

ଚକଲେଟ

ସେଦିନ ଅପରାହ୍ନରେ ମୋ ଚଷମାର ଲେନ୍ସକୁ ପୋଛି କବାଟ ଖୋଲି ଦେଖିଲି’କୁକୁ’ । କୁକୁ, ସେଇ ଟିକି ଝିଅଟି ମୁହଁରେ ତା’ର ଅଝଟର ଚିହ୍ନ, ପାଖ ପୋଡ଼ଶୀଙ୍କ ଝିଅ । ହାତରେ ଧରିଥାଏ ଦୁଇଟି ଡେରିମିଲ୍କ ଚକଲେଟ ଓ କହିଲା, “ଅଙ୍କଲ ତୁମ ଚକଲେଟ ନେଇଯାଅ ସରି ।” ଆଜି ଅଫିସରୁ ଫେରିଲାବେଳେ ଦେଖାହେଇଥିଲା କୁକୁ, ବୟସ ୫ କି ୬ ବର୍ଷ ହେବ । ମୋର ତା’ ସହିତ ତିନି ମାସର ବନ୍ଧୁତା, ସେ ଏକ…

ଅଧିକ ପଢ଼ନ୍ତୁ
tuma-pain

ତୁମପାଇଁ

ତୁମରି ଅସ୍ତିତ୍ୱ, ତୁମ ଅତୀତ ! ତୁମ ପାଇଁ ବର୍ତ୍ତମାନ, ମୋ ପରିସ୍ଥିତ ! ତୁମ ସହିତ ଭବିଷ୍ୟତ ଓ ତା’ର ସମ୍ଭାବନା ! ସମୟ ଚକ୍ରରେ ତୁମେ ସତେ ଅନାମିକା ! ସ୍ୱପ୍ନ ରାଜ୍ୟର ଯେମିତି ନାୟିକା ମୋ କଠୋର ନିର୍ଦ୍ଦେଶର କରି ଅବମାନନା ବିଚଳିତ ମନ ମୋର ହେଇ ଆନମନା ତୁମକୁ ଖୋଜି ଖୋଜି ! ତୁମଠାରେ ଯାଇ !! ତୁମକୁ ପାଇ !! ହଜେଇ ଦେଲାଣି ମୋ ମନର ଥିବା ସବୁ ଅନାବନା…

ଅଧିକ ପଢ଼ନ୍ତୁ
A Letter from a Doctor

ଜଣେ ଡାକ୍ତରଙ୍କ ଚିଠି

କରୋନା ଭୂତାଣୁ ଆକ୍ରାନ୍ତର ବିଭିନ୍ନ ଖବର ଆସିବା ସହ ଏବେ ଏହି ଟୁଇଟ୍ ଲେଖିବାର ସମୟ ଆସିଗଲାଣି ବୋଲି ଆଜି ଲେଖୁଛି । ଧ୍ୟାନ ଦେଇ ପଢ଼ିବେ । ଖୁବ୍‌ ଶୀଘ୍ର ପ୍ରତିଦିନ ଆମକୁ ନିର୍ଣ୍ଣୟ ନେବାକୁ ହେବ, କାହାକୁ ଚିକିତ୍ସାସେବା ଯୋଗାଇଦିଆଯିବ ଆଉ କାହାକୁ ନୁହେଁ, କାରଣ ସମସ୍ତଙ୍କୁ ସେବା ଯୋଗାଇପାରିବା ଆମ ସପକ୍ଷରେ ସମ୍ଭବପର ହେଇପାରିବ ନାହିଁ । “ମୃତ୍ୟୁକୁ ଆମେ ଏଡ଼ାଇପାରିବା ନାହିଁ, କାରଣ ସେଥିରେ ମଧ୍ୟ ଆମକୁ ନିର୍ଣ୍ଣୟ ନେବାକୁ ହେବ,…

ଅଧିକ ପଢ଼ନ୍ତୁ
corona-virus-updates

କରୋନା ଭୂତାଣୁ ସମ୍ପର୍କରେ କିଛି ଜାଣିବା କଥା

କରୋନା ଭୂତାଣୁ ଉପରେ ଅନେକ ସ୍ଥାନରେ ଅନେକ ଚର୍ଚ୍ଚା ଚାଲିଛି, ଅନେକ ଗୁଜବ ମଧ୍ୟ ପ୍ରତ୍ୟେକଦିନ ବିଭିନ୍ନ ସୋସିଆଲ୍ ମିଡିଆ ମାଧ୍ୟମରେ ଆସୁଛି । ସରକାରୀ ସ୍ତରରେ ମଧ୍ୟ ଅନେକ ସତର୍କତାମୂଳକ କଥା ଆସୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ସରକାରୀ ସ୍ତରରେ ଜାରୀ ହୋଇଥିବା ସତର୍କତା ମୂଳକ କଥା ସବୁକୁ ମିଶେଇକି ଏହି ତଥ୍ୟଗୁଡ଼ିକୁ ଓଡ଼ିଆରେ ଲେଖୁଛୁ । ଆଶା କରୁଛୁ ଏହା ଏହି ଭୂତାଣୁକୁ ଭଲରେ ଜାଣିବାକୁ ସହାୟକ ହେବ । ୧)…

ଅଧିକ ପଢ଼ନ୍ତୁ