kichhi-sata-luchijae

କିଛି ସତ ଲୁଚି ଯାଏ

କିଛି ସତ ଲୁଚି ଯାଏ ନ୍ୟାୟର ବଜାରରେ ଅବିହିତ ଭାବେ ପ୍ରକାଶିତ ହେବା ଭୟରେ କିଛି ସତ ଲୁଚି ରହେ ଚିରକାଳ ଲାଗି ଲୋଚନର ଶୁଷ୍କ ନୀରବ ପତ୍ର ଆଢୁଆଳରେ କିଛି ସତ ଲୁଚି ରହେ ଭିନ୍ନାର୍ଥବୋଧକ ଗୋଟିଏ ଶବ୍ଦରେ ଅନେକଙ୍କୁ ବିଭ୍ରାନ୍ତ କରିବା ଆଶାରେ କିଛି ସତ ଲୁଚି ରହେ ଭାସ୍କର କରେ ଉନ୍ମୋଚନ ହୁଏ ଯାହା ଅମାବାସ୍ୟା ରଜନୀରେ କିଛି ସତ ଲୁଚି ରହେ କଜ୍ଜଳ ଗାରରେ ଯାହା ବହିଯାଏ ଲୋତକ ଧାରେ କିଛି…

ଅଧିକ ପଢ଼ନ୍ତୁ
se-eka-moha

ସେ ଏକ ମୋହ

ସେ, ଖୁବ୍ ଗୋଟେ ବ୍ୟସ୍ତ ରୁହେ ୱାଟ୍‌ସ୍ଆପ୍, ଫେସବୁକ୍ ଆଉ ମୋ ପ୍ରତୀକ୍ଷା ତା’ ଅଫିସ୍ ଚାମ୍ବର ପାଖ କବାଟରେ ପିଟି ହୋଇ ପଡ଼ିଯାଏ । ସେ, ଚିନ୍ତିତ ରୁହେ ତା’ ଅଫିସ୍ କାମ ଘର ପ୍ରତି ଦାୟିତ୍ୱ ଆଉ, ତା’ ପବ୍-ଜୀ ଖେଳ ଭିତରେ ମୋ ସତ୍ତା କେଉଁଠି ମରିସାରିଥାଏ । ପୁଣି ପ୍ରଶ୍ନ କରେ, ସବୁଦିନ ଫୋନ୍ କରିବା କ’ଣ ପ୍ରେମ? ବିଶ୍ୱାସ କର- ହୃଦୟରେ ଅଛ ଆଉ ରହିବ । ସେ କୁହେ, ଜୀବନ କ’ଣ କି…

ଅଧିକ ପଢ଼ନ୍ତୁ
pakhala

ପଖାଳ

ପୁଅ ଆଉ କ’ଣ ଦେବି? ଶାଶୂଙ୍କର ଏଇ ପ୍ରଶ୍ନ ଶୁଣି ଡାଇନିଂ ଟେବୁଲ ଉପରେ ସୁନ୍ଦର ସଜ୍ଜା ହୋଇଥିବା ପଖାଳ ପ୍ରସ୍ତୁତି ଉପରେ ଥରେ ନଜର ବୁଲାଇ ଥିଲି ମୁଁ । କେତେ ରକମର ଖାଦ୍ୟ ସଜା ହେଇଥିଲା ଭଳିକି ଭଳି । ଦହି ପଖାଳରେ ଫୁଟା ଯାଇଥିବା ଜିରା ଆଉ ଭୃସଙ୍ଗ ପତ୍ର ପରସ୍ପରକୁ ଏକରକମ ପାତ୍ର ଉପରେ ଭାସିବାକୁ ଯେମିତି ଏକ ପ୍ରତିଯୋଗିତା କରିଚାଲିଥିଲେ । ଆଳୁ ଭର୍ତ୍ତାରେ ପିଆଜ ଆଉ ରସୁଣର ଯୁଗଳ ବନ୍ଦୀ ସମ୍ପୂର୍ଣ୍ଣ ଭାବେ…

ଅଧିକ ପଢ଼ନ୍ତୁ
e-ki-paristhiti

ଏ କି ପରିସ୍ଥିତି?

ସାରା ପୃଥିବୀକୁ କରୋନା ବ୍ୟାପିଛି ମହାମାରୀ ରୂପ ନେଇ, ଜୀବନ ହାରିଲେ ଲକ୍ଷ ଲକ୍ଷ ଲୋକ ସତେ ପୋକମାଛି ହୋଇ । ନାହିଁ ନିଦ ଆଜି କାହାରି ଆଖିରେ ହୋଇଛି ଚିନ୍ତା ବିଷୟ, ସମସ୍ତଙ୍କ ମନେ କୋହର ସମୁଦ୍ର ପରିସ୍ଥିତି ଆଜି ଅସହ୍ୟ । ଘରେଘରେ ଆଜି ଶୁଭଇ କ୍ରନ୍ଦନ ଶୋକର ଛାୟା ଖେଳିଛି, ଏ ସାରା ଜଗତ ହାହାକାର ଆଜି ସବୁଠି ଭୟ ଦିଶୁଛି । ସରକାର ଆଜି କରନ୍ତି ଘୋଷଣା ସମସ୍ତେ ଘରେ ରୁହନ୍ତୁ, ନିଜ ଘରଦ୍ୱାର ନିଜ…

ଅଧିକ ପଢ଼ନ୍ତୁ
heu-sei-suryodaya

ସେଇ ସୂର୍ଯ୍ୟୋଦୟ ହେଉ…

ସେଇ ସୂର୍ଯ୍ୟୋଦୟ ହେଉ, ସେଇ ସୂର୍ଯ୍ୟୋଦୟ ହେଉ ପ୍ରତିଗୁରୁବାର ଦିନ ଘରେ ଘରେ ହୁଳହୁଳି ଶୁଭୁଥାଉ, ଗୋବରରଲିପା ଅରୁଆର ଝୋଟି ପୁର ଓ ପଲ୍ଲୀରେ ଦିଶୁ । ଚାଓମିନ, ମ୍ୟାଗି, ବର୍ଗର ବଦଳେ ଶାଗ ପଖାଳ ଖିଆ ହେଉ, ମଣ୍ଡା ଓ ଆରିସା ଚିତଉ ଚକୁଳି ପୋଡ଼ପିଠା ଘରେଘରେ ହେଉ । ସେଇ ସୂର୍ଯ୍ୟୋଦୟ ହେଉ ॥ ନାରୀଟିଏ ପୁଣି ନିର୍ଭୟ ଚିତ୍ତେ ଘରକୁ ଫେରିପାରୁ, ସର୍ବଶିକ୍ଷା ଅଭିଯାନଟି ଯେ ପୁଣି ଦୃଢ଼ ଭାବେ ଠିଆ ହେଉ । ପୋକରା ଡାଲି…

ଅଧିକ ପଢ଼ନ୍ତୁ