ମାଆ ତୁମେ
ମାଆ ତୁମେ ମମତାର ଅସୀମ ପ୍ରେମର ସିନ୍ଧୁ, ତୁମେ ଗନ୍ତାଘର ପବିତ୍ର ସ୍ନେହର ଅସଂଖ୍ୟ ବିନ୍ଦୁ । ମାଆ ତୁମେ ବେଦନାକୁ ଜିତ ପ୍ରସବର କାଳେ, ଭୁଲି ଯାଅ ତତ୍ କ୍ଷଣାତ ଶିଶୁ ପାଇ କୋଳେ । ମାଆ ତୁମେ କ୍ଷୁଧାର ଦେବୀ ଏଡ଼ାଅ ଭୋକରୁ, ଥନରୁ ଅମୃତ ଦେଉ ଶିଶୁ ମୁଖେ ନିଜ ଶରୀରରୁ । ମାଆ ତୁମେ ସହନ ଶ୍ରେଷ୍ଠା ବୈଧବ ଯାତନା, ଭାଙ୍ଗି ପାରେନା ଦମ୍ଭ ତୁମ ତୁମେ ଦୃଢ଼ମନା । ମାଆ ତୁମେ ହୁଅ ନାହିଁ ଦୁଃଖରେ…

