Read more about the article ପ୍ରଣୟ-ଇଙ୍ଗିତ
Odia Poem Pranaya Ingita (ପ୍ରଣୟ-ଇଙ୍ଗିତ) by Chittaranjan Barik

ପ୍ରଣୟ-ଇଙ୍ଗିତ

ରାତି ନିରବତା ଭାଙ୍ଗି ଖେଳୁଥିବ, ଧକ୍ ଧକ୍ ସେଇ ଶବ୍ଦ । ପ୍ରୀତିର ଧାରେ ସ୍ପନ୍ଦନ ସିଏ, ଦୁଇ ହୃଦୟରୁ ଲବ୍ଧ ॥ ସ୍ୱପ୍ନିଳ ତୁମ ମୁଖ ଦର୍ପଣେ, ଖୋଜୁଥିବି ମୋର ଚିତ୍ର । ବିଘ୍ନ ଢାଙ୍କୁଥିବ କୁନ୍ତଳ ତୁମ, ହୋଇ…

Continue Readingପ୍ରଣୟ-ଇଙ୍ଗିତ
Read more about the article ତୁମ କଥା ଲେଖିବାକୁ
Odia Poem Tuma Katha Lekhibaku (ତୁମ କଥା ଲେଖିବାକୁ) by Chittaranjan Barik

ତୁମ କଥା ଲେଖିବାକୁ

ତୁମ କଥା ଲେଖିବାକୁ ଏ କଲମର କାଳୀ ଇନ୍ଦ୍ରଧନୁର ବର୍ଣ୍ଣାଳୀ ଅଯୋଗ୍ୟ ବର୍ଣ୍ଣ ଦେବାକୁ ତୁମ କଥା ଲେଖିବାକୁ । ପୃଷ୍ଠ ଦେଶେ ସୁଷୁମ୍ନାକ ବାମ ପାଖରୁ ମସ୍ତିଷ୍କ ଆନ୍ଦୋଳିତ ଭାବିବାକୁ ତୁମ କଥା ଲେଖିବାକୁ । ବନ ମଧ୍ୟେ ଲାଜକୁଳୀ…

Continue Readingତୁମ କଥା ଲେଖିବାକୁ
Read more about the article ଚାଳ ଘର
Odia Poem Chalaghara (ଚାଳ ଘର) by Chittaranjan Barik

ଚାଳ ଘର

ଛୋଟ ମୋର ଗାଁ ମଧ୍ୟେ ଅଛି ଆମ ଚାଳ ଘର, ଉନ୍ନତିର ପଛେ ଥାଏ କିନ୍ତୁ ମାନ ତା' ଶ୍ରୀମନ୍ଦିର । ପାଞ୍ଚଟି ପିଞ୍ଜରା କାଠି କରେ ତା' ମସ୍ତକ ଆବୃତ, ଛାଉଣିଆ ହାତେ ଥାଏ ତା' ସୁବର୍ଣ୍ଣ ନଡ଼ାର ମୁକୁଟ…

Continue Readingଚାଳ ଘର
Read more about the article ପ୍ରେମ ଅପ୍ଟିକସ୍
Odia Poem Prema Optics (ପ୍ରେମ ଅପ୍ଟିକସ୍) by Chittaranjan Barik

ପ୍ରେମ ଅପ୍ଟିକସ୍

ପ୍ରେମ ଅପ୍ଟିକସ୍‌ରେ ତୋ' ପ୍ରେମ ଠିକ୍ ଆଲୋକର ରଶ୍ମି ପରି, ଅନନ୍ତ ଦୂରରେ ଥିଲେ ବି ତୁ କେନ୍ଦ୍ରିତ ହୋଇଥାଉ ଏକ ବାସ୍ତବ ପ୍ରତିବିମ୍ବ ପରି, ଫୋକୋସ୍‌ରେ, ଅବତଳ ମନ-ଦର୍ପଣରେ । ନିକଟତର ହୋଇ ତୁ ଅସିଯାଉ ଯେବେ ମୋ ହୃଦ…

Continue Readingପ୍ରେମ ଅପ୍ଟିକସ୍
Read more about the article ମୋ ଗାଁ
Odia Poem Mo Gaon (ମୋ ଗାଁ) by Chittaranjan Barik

ମୋ ଗାଁ

ପୂର୍ବାକାଶେ ବାଳରବି ଅପରୂପ ଉଷା ଛବି ଆଙ୍କି ଦେଇଅଛି ଯେହ୍ନେ ମାନସ ହସ୍ତେ, ବିଛାଇ କଂସାରି ଲତା ଶେଫାଳୀ ଶିଶିର ସ୍ନାତା କରେ ସେ ଉଷା ବନ୍ଦନା ଆନନ୍ଦ ଚିତ୍ତେ, ହାତେ ଧରି ଔତ୍ସୁକ୍ୟ ମୋତି ଅନୁପଲା ଦେଖାଏ ତା' ବାତ୍ସଲ୍ୟ…

Continue Readingମୋ ଗାଁ