maa

ମାଆ

ମାଆ ଏକ ଉପମା ବିହୀନ ଶବ୍ଦ, ବଖାଣି ପାରିବିନି ମାଆର ମହତ୍ତ୍ୱ ଛନ୍ଦ ଅଳଙ୍କାର ଶବ୍ଦ ଚାତୁରତାରେ ॥ ଦେଇ ପାରିବିନି କାବ୍ୟିକ ରୂପ ମାଆର ତ୍ୟାଗ ବାତ୍ସଲ୍ୟ ମମତାକୁ ଲେଖନୀ ମୁନରେ ॥ ମାଆକୁ ନେଇ କବିତା ! ନା ମୋ ପକ୍ଷରେ ସମ୍ଭବ ନୁହଁ । ମାଆର ସର୍ତ୍ତବିହୀନ ପ୍ରେମ ଆଗରେ ମୂଲ୍ୟହୀନ ମୋ ଲେଖନୀ ॥ କାଲି ଯିଏ ମାଆ ଶବ୍ଦ ସହ ଦି ଅକ୍ଷରୀର ଯୋଗ କରି ମହନତାର ପରିଚୟ ଦେଉଥିଲା । ଆଜି ଭୋର…

ଅଧିକ ପଢ଼ନ୍ତୁ
maa-tume

ମାଆ ତୁମେ

ମାଆ ତୁମେ ମମତାର ଅସୀମ ପ୍ରେମର ସିନ୍ଧୁ, ତୁମେ ଗନ୍ତାଘର ପବିତ୍ର ସ୍ନେହର ଅସଂଖ୍ୟ ବିନ୍ଦୁ । ମାଆ ତୁମେ ବେଦନାକୁ ଜିତ ପ୍ରସବର କାଳେ, ଭୁଲି ଯାଅ ତତ୍ କ୍ଷଣାତ ଶିଶୁ ପାଇ କୋଳେ । ମାଆ ତୁମେ କ୍ଷୁଧାର ଦେବୀ ଏଡ଼ାଅ ଭୋକରୁ, ଥନରୁ ଅମୃତ ଦେଉ ଶିଶୁ ମୁଖେ ନିଜ ଶରୀରରୁ । ମାଆ ତୁମେ ସହନ ଶ୍ରେଷ୍ଠା ବୈଧବ ଯାତନା, ଭାଙ୍ଗି ପାରେନା ଦମ୍ଭ ତୁମ ତୁମେ ଦୃଢ଼ମନା । ମାଆ ତୁମେ ହୁଅ ନାହିଁ ଦୁଃଖରେ…

ଅଧିକ ପଢ଼ନ୍ତୁ
han-se-maa

ହଁ ସେ ମାଆ

(୧) ମୋ ସ୍କୁଲ ଯିବା ବେଳର କଥା । ସବୁଦିନ ପରି ମୋତେ ଖାଇବାକୁ ବାଢ଼ି ଦେଇ ଟେବୁଲ ଉପରେ ଟିଫିନଟି ରଖି ଦେଇ ମମି ତା’ର କାମରେ ଲାଗିଗଲା । କୌଣସି କାରଣ ବଶତଃ ସେଦିନ ଟିଫିନଟି ବ୍ୟାଗରେ ରଖି ନଥିଲା ସେ ଆଉ ବଡ଼ ପାଟିରେ ଚିଲେଇକି କହିଲା, “ମନେ କରିକି ଟିଫିନ ବ୍ୟାଗରେ ପୁରେଇବୁ ।” ମୁଁ ଖାଇ ସାରି ଅଭ୍ୟାସଗତ ଭାବେ ବ୍ୟାଗଟି ଉଠେଇ ସ୍କୁଲ ବାହାରି ଯାଇଥିଲି ଟିଫିନଟିକୁ ସେଇ ଟେବୁଲ ଉପରେ ରଖି…

ଅଧିକ ପଢ଼ନ୍ତୁ
bhagaban-tame-bi-bhul

ଭଗବାନ ତମେ ବି ଭୁଲ

ଏ କାହାଣୀର ନାଁ ଶୁଣି ଆପଣମାନଙ୍କୁ ଲାଗୁଥିବ ଏମିତି କେବେ କ’ଣ ହେଇପାରେ, ଯୋଉଠି ଭଗବାନ ବି ଭୁଲ ହେଇପାରନ୍ତି ! ଆଉ ତା’ଠୁ ଆଶ୍ଚର୍ଯ୍ୟର କଥା, କିଏ ସେ ମଣିଷ ଯେ ଭଗବାନଙ୍କୁ ଭୁଲ କହୁଛି? ନିହାତି ତା’ ମନରେ ବହୁତ ପାପ ଭରିକି ରହିଥିବ । ଏ କାହାଣୀ କାହା କଳ୍ପନାର ନୁହଁ, ଏ କାହାଣୀ ହେଉଛି ଗୋଟେ ଫୁଲ ପରି ନିଷ୍ପାପ ହୃଦୟ ଥିବା ଛୋଟ ଝିଅର ଜୀବନ କାହାଣୀ । ଯେଉଁଟି ସେ ଭଗବାନଙ୍କୁ ଭୁଲ…

ଅଧିକ ପଢ଼ନ୍ତୁ
jibana-eka-pasha-khela

ଜୀବନ ଏକ ପଶା ଖେଳ

ଜୀବନ ଏକ ପଶା ଖେଳ ସମୟ ଚଲାଏ ଦାଉ ଭାଗ୍ୟ ପକାଏ ଗୋଟି ଆଉ ବନ୍ଧା ପଡ଼ିଯାଏ ବ୍ୟକ୍ତି । ପ୍ରତ୍ୟେକ ଦିନ ବିବସ୍ତ୍ର ହୁଏ ଏଇ ଜୀବନ ରୂପି କୁରୁ ସଭାରେ ହାରି ଯାଇ ଏ ସମାଜର ଅସାମାଜିକ ନୀତି ନିୟମ ଆଗରେ । ପ୍ରତ୍ୟେକ ଦିନ ଦେଖେ ତା’ ହାରିଯାଇଥିବା ଛବିଟିକୁ ହତାସ ଛିଡ଼ା ହୋଇ ଦର୍ପଣଟି ସାମ୍ନାରେ । ଜଣାନାହିଁ କେତେବେଳେ ବନ୍ଧା ପଡ଼ିଯିବ ନିଜ ଅସ୍ତିତ୍ୱ ଜଣାନାହିଁ କେତେବେଳେ ନିଲାମ ହୋଇଜିବ ସଞ୍ଚିତ ସ୍ମୃତି ଟିକକ ।…

ଅଧିକ ପଢ଼ନ୍ତୁ