ଅକାଳର ଅଗଣାରେ ଅତିଥି: ହରବିଳାଶ ପାଣିଗ୍ରାହୀ
କଥାରେ ଅଛି କାହାର ହୃଦୟରେ ପ୍ରବେଶ କରିବାକୁ ହେଲେ ପେଟ ଦେଇ ଯିବାକୁ ପଡ଼େ, ଅର୍ଥାତ ସେ ଲୋକର ଖାଇବାର ରୁଚି ବିଷୟରେ ଆଗ ଜାଣିବାକୁ ପଡ଼େ । ସେଇଥିପାଇଁ ଆଜି ଅକାଳର ଅଗଣାରେ ଅତିଥି ଭାବରେ ସେମିତି ଜଣେ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛି, ଯିଏକି ଖାଇବାଠାରୁ ଖୁଆଇବାରେ ଅଧିକ ରୁଚି ରଖନ୍ତି । ଆସନ୍ତୁ ତାଙ୍କ ବିଷୟରେ ଅଧିକ ଜାଣିବା ଆଉ ମନ ଖୋଲି କେଇପଦ କଥା ହେବା । Q1: Usually doctor parents wish their kids…

