smruti

ସ୍ମୃତି

ସ୍ମୃତି ତୁମେ କେବେ ଶୀତ ସକାଳର ସୂର୍ଯ୍ୟ ଆଲୋକର ତାତି; କେବେ ତୁମେ ପୁଣି ପୂର୍ଣ୍ଣମୀ ଜହ୍ନ ଓ କଇଁ ଫୁଲର ସେ ପ୍ରୀତି । ସ୍ମୃତି ତୁମେ କେବେ କାଳବୈଶାଖୀ ଅଦିନ ବର୍ଷାର ଝଡ଼; କେବେ ତୁମେ ପୁଣି ଅଚାନକ ଆସି ବଦଳାଅ ଜୀବନ ମୋଡ଼ । ସ୍ମୃତି ତୁମେ କେବେ ଗଭୀର ସମୁଦ୍ର ଜୁଆର ସାଙ୍ଗକୁ ଭଟ୍ଟା; ହୃଦୟର କେଉଁ କୋଣେ ତୁମ ଚିହ୍ନ ଭରିଦିଏ ମନେ ବ୍ୟଥା । ସ୍ମୃତି ତୁମେ ଏଇ ରାତି ଅନ୍ଧକାରେ ଆଖିର…

ଅଧିକ ପଢ଼ନ୍ତୁ
Nadira-Byakhya

ନଦୀର ବାଖ୍ୟା

ସୃଷ୍ଟିକର୍ତ୍ତା ସେ, ବିଶ୍ୱର ମାଆ, ଗଢ଼ିଛି ଦୁନିଆ, ଶାନ୍ତ କରି ନିଆଁ; ହରାଭରା ଆଜି ତା’ପାଇଁ ଠିଆ, କେହିକି ନେବେ? ତାହାରି ପାହ୍ୟା; ନଦୀ କ’ଣ କରିବ, ନଦୀର ବାଖ୍ୟା? (୧) ପୁରାଣ ଗାଏ, ତାହାରି ଗାଥା, ଯାହା ପାଇଁ ନେହୁରା ଭାଗୀରଥି ବାବା; କଥା ରଖି ସେ, ଆସେ ରୂପେ ଗଙ୍ଗା, ପାପ ଧୋଇ ଧନ୍ୟ କରେ ଲକ୍ଷ ଲକ୍ଷା; ନଦୀ କ’ଣ କରିବ ନଦୀର ବାଖ୍ୟା? (୨) ଆଦ୍ୟ ତା’ ଚରଣ ଏ ସୃଷ୍ଟିକର୍ତ୍ତା,…

ଅଧିକ ପଢ଼ନ୍ତୁ
Bapa Odia Poem

ବାପା

ନାଲି ଆଖି କରି ଶାସନ କରନ୍ତି ସପନ ଦେଖେଇ ସାହସ ବଢ଼ାନ୍ତି ବୁଝନ୍ତି ସମସ୍ତ ଅଳି । ଲୁହ ପି’ ପୁଣି ହସିବା ଶିଖାନ୍ତି ଦୁଃଖ କଷ୍ଟ ସହି ଆଗକୁ ବଢ଼ାନ୍ତି କରନ୍ତୁ ପଛକେ ଗାଳି । ପଡ଼ି ଛିଡ଼ା ହବା ଶିକ୍ଷା ସେ ଦିଅନ୍ତି ଜୀବନ ଜିଇଁବା ସୂତ୍ର ବି ଶିଖାନ୍ତି କଷଣେ ନ ଯାଇ ଡରି । ନିଜ ହସ ଭୁଲି ସଭିଙ୍କୁ ହସାନ୍ତି ନିଜ ଭୋକ ଭୁଲି ଆହାର ଯୋଗାନ୍ତି ନାହିଁ କେହି ତାଙ୍କ ପରି । ବିପଦ…

ଅଧିକ ପଢ଼ନ୍ତୁ
Kemiti-Achhu

କେମତି ଅଛୁ?

– କେମିତି ଅଛୁ? – ଭଲ ଅଛି…! – ଆରେ କେମିତି ଅଛୁ ? – ହଁ ଭଲ ଅଛି…! – ସତ କହ, କେମିତି ଅଛୁ, ସତରେ ଭଲ ଅଛୁ…? – ……………….(ନିରୁତ୍ତର) ସତରେ କ’ଣ ସମସ୍ତେ ଭଲରେ ଥା’ନ୍ତି??? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ତଥ୍ୟ ଅନୁସାରେ ଭାରତ ଦେଶରେ ପ୍ରତି ୨୦ ଜଣ ଲୋକରେ ଜଣେ ଡିପ୍ରେସନ ମାନେ ମାନସିକ ଅବସାଦରେ ପିଡ଼ୀତ । ଆଉ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୧୫ରୁ ୩୫…

ଅଧିକ ପଢ଼ନ୍ତୁ
Arabya Rajanira Raija

ଆରବ୍ୟ ରଜନୀର ରାଇଜ

ପୂର୍ବରୁ ମୋର ସ୍କଟଲାଣ୍ଡ ଅନୁଭୂତିରେ ମୁଁ ଜଣାଇଥିଲି ଯେ ଭାରତରୁ ଏଡ଼ିନବର୍ଗ ଗସ୍ତ ଦୁବାଇ ମାଧ୍ୟମରେ ସ୍ଥିର କରାଯାଇଥିଲା ଏବଂ ପ୍ରତ୍ୟାବର୍ତ୍ତନ ଥିଲା ଆବୁ ଧାବି ମାଧ୍ୟମରେ । ତେଣୁ ଏହି ସଂଖ୍ୟାରେ ମୁଁ ଦୁବାଇ ନଗରୀ ଭ୍ରମଣର ଅନୁଭୂତି ବର୍ଣ୍ଣନା କରୁଛି । ଆବୁ ଧାବି ଅନୁଭୂତି ଜାଣିବାକୁ ହେଲେ ଆଗାମୀ ଅଧ୍ୟାୟକୁ ଅପେକ୍ଷା କରିବାକୁ ହେବ । ଯେହେତୁ ଦୁବାଇ ନଗରୀର ଚାକଚକ୍ୟ ବିଷୟରେ ବହୁତ କିଛି ଶୁଣି ଥିଲି, ତେଣୁ ପ୍ରତକ୍ଷ ଅନୁଭୂତି ଲାଗି ଏହାଠାରୁ ବଳି…

ଅଧିକ ପଢ଼ନ୍ତୁ