Arabya Rajanira Raija

ଆରବ୍ୟ ରଜନୀର ରାଇଜ

ପୂର୍ବରୁ ମୋର ସ୍କଟଲାଣ୍ଡ ଅନୁଭୂତିରେ ମୁଁ ଜଣାଇଥିଲି ଯେ ଭାରତରୁ ଏଡ଼ିନବର୍ଗ ଗସ୍ତ ଦୁବାଇ ମାଧ୍ୟମରେ ସ୍ଥିର କରାଯାଇଥିଲା ଏବଂ ପ୍ରତ୍ୟାବର୍ତ୍ତନ ଥିଲା ଆବୁ ଧାବି ମାଧ୍ୟମରେ । ତେଣୁ ଏହି ସଂଖ୍ୟାରେ ମୁଁ ଦୁବାଇ ନଗରୀ ଭ୍ରମଣର ଅନୁଭୂତି ବର୍ଣ୍ଣନା କରୁଛି । ଆବୁ ଧାବି ଅନୁଭୂତି ଜାଣିବାକୁ ହେଲେ ଆଗାମୀ ଅଧ୍ୟାୟକୁ ଅପେକ୍ଷା କରିବାକୁ ହେବ । ଯେହେତୁ ଦୁବାଇ ନଗରୀର ଚାକଚକ୍ୟ ବିଷୟରେ ବହୁତ କିଛି ଶୁଣି ଥିଲି, ତେଣୁ ପ୍ରତକ୍ଷ ଅନୁଭୂତି ଲାଗି ଏହାଠାରୁ ବଳି…

ଅଧିକ ପଢ଼ନ୍ତୁ
Potadhana

ପୋତା ଧନ

ଭୟ ସମସ୍ତଙ୍କୁ ଲାଗେ, ଅନ୍ଧାରରେ ନିଜ ଛାଇ ନିଜକୁ ଡରେଇ ଦିଏ । କିଏ କୁହେ ଏସବୁ ଅନ୍ଧ ବିଶ୍ୱାସ ଆଉ କିଏ କୁହେ ଯେ ଅଙ୍ଗେ ନିଭେଇଛି ସେ ଜାଣେ । ଡର କାହାକୁ କୁହାଯାଏ? ରାଜା ରାଜୁଡ଼ା କାହାଣୀ ଆସିଲେ ଆଖିକୁ ଆଗେ ଦେଖାଯାଏ । ପୁରୁଣା ରାଜ ବାଟି, ଭଙ୍ଗା ପଥରରେ ତିଆରି ପ୍ରସାଦ । କେତେ କାହାଣୀ ଆଉ କେତେ ଅଜଣା କଥା । କେତେ ସମୟ ସହ ଲୁଚି ଯାଇଚି ଆଉ କିଛି ଏବେ ବି ରହିଛି…

ଅଧିକ ପଢ଼ନ୍ତୁ
raja-poda-pitha

ରଜ ପୋଡ଼ ପିଠା

ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀର ନାରୀତ୍ୱକୁ ସମ୍ମାନ ଦେବା ଏକ ସଂସ୍କୃତିର ମହାନତାର ମ।ପଦଣ୍ଡ । ଓଡ଼ିଶାର ଗଣପର୍ବ ରଜ ନାରୀତ୍ୱର ଏକ ଅବର୍ଣ୍ଣନୀୟ ଉତ୍ସବ । ଏହି ପର୍ବରେ ଖୁବ ସଜସଜ୍ଜାରେ ନାରୀ ତା’ର ନାରୀତ୍ୱକୁ ଉପଭୋଗ କରିବାର ସୌଭାଗ୍ୟ ପାଇଥାଏ । ଆମ ସଂସ୍କୃତିରେ ପର୍ବ ସଙ୍ଗେ ତା’ର ପିଠାପଣାର ସମ୍ପର୍କ ନିଆରା । ରଜ ପର୍ବ ପାଳନରେ ପୋଡ଼ ପିଠାର ମଜା ଆଉ କଉ ମିଠାରେ ନାହିଁ । କଥାନୁସାରେ ରଜ ତିନିଦିନ ନାରୀମାନେ କାମ କରନ୍ତି ନାହିଁ, ତେଣୁ…

ଅଧିକ ପଢ଼ନ୍ତୁ
Dihirakula

ଡିହିରାକୁଳ- ଦୁଇଟି ତାଳଗଛର ଗାଁ

“ଗାଁ” ଶବ୍ଦର ଏକ ଅଲଗା ଆକର୍ଷଣ । ମନ ଭିତରେ ଏକ ଅଲଗା ଛବି ଆଙ୍କିହୋଇଯାଏ ନାଁ ଶୁଣିଲେ । ପ୍ରାୟତଃ ନଦୀ, ପୋଖରୀ, ଚାଷଜମି, ଗୋରୁଗାଈ, ଭାଗବତ ଟୁଙ୍ଗୀ… ଏମିତି ଅନେକ କିଛିର ଦୃଶ୍ୟ ଆଖି ଆଗରେ ନାଚିଯାଏ । ଶନିବାର ସ୍କୁଲ ଛୁଟି ପରେ ପ୍ରାୟତଃ ସହର ଉପକଣ୍ଠରେ ବୋହିଯାଉଥିବା ସ୍ୱର୍ଣ୍ଣ ନଦୀରେ (ଅପଭ୍ରଂସ ହୋଇ ସୋନ/ସୁନ ହୋଇଛି ଏବେ) ବୁଡ଼ ପକାଇବା ଏକ ଅଭ୍ୟାସରେ ପରିଣତ ହୋଇଥିଲା । ଯଦିଓ ପହଁରା ଶିଖିନଥିବାର ଭୟ ଥିଲା, କିନ୍ତୁ ଅଳ୍ପ…

ଅଧିକ ପଢ଼ନ୍ତୁ
Harabhilash Panigrahi

ଅକାଳର ଅଗଣାରେ ଅତିଥି: ହରବିଳାଶ ପାଣିଗ୍ରାହୀ

କଥାରେ ଅଛି କାହାର ହୃଦୟରେ ପ୍ରବେଶ କରିବାକୁ ହେଲେ ପେଟ ଦେଇ ଯିବାକୁ ପଡ଼େ, ଅର୍ଥାତ ସେ ଲୋକର ଖାଇବାର ରୁଚି ବିଷୟରେ ଆଗ ଜାଣିବାକୁ ପଡ଼େ । ସେଇଥିପାଇଁ ଆଜି ଅକାଳର ଅଗଣାରେ ଅତିଥି ଭାବରେ ସେମିତି ଜଣେ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛି, ଯିଏକି ଖାଇବାଠାରୁ ଖୁଆଇବାରେ ଅଧିକ ରୁଚି ରଖନ୍ତି । ଆସନ୍ତୁ ତାଙ୍କ ବିଷୟରେ ଅଧିକ ଜାଣିବା ଆଉ ମନ ଖୋଲି କେଇପଦ କଥା ହେବା । Q1: Usually doctor parents wish their kids…

ଅଧିକ ପଢ଼ନ୍ତୁ