Read more about the article ଗରବେ କହିବି ଓଡ଼ିଆପୁଅ ମୁଁ
Odia Poem Garabe Kahibi Odiapua Mun (ଗରବେ କହିବି ଓଡ଼ିଆପୁଅ ମୁଁ) by Tapan Dixit

ଗରବେ କହିବି ଓଡ଼ିଆପୁଅ ମୁଁ

"ଗରବେ କହିବି ଓଡ଼ିଆପୁଅ ମୁଁ ଓଡ଼ିଆ ମୋ ମାତୃଭାଷା ଯାହାର ପବନ ପ୍ରତି ନିଶ୍ୱାସେ ମୋ ପାଣି ଯା' ଶୋଣିତେ ମିଶା" ମଳୟରେ ଯା'ର ତୁଳସୀ ମହକ ଭକତିର ଛୁଆଁ ଦିଏ ଗାଈଆଳ ପିଲା ନିତି ସଞ୍ଜେ ଯହିଁ ମୁରଲୀ ବଜାଇ…

Continue Readingଗରବେ କହିବି ଓଡ଼ିଆପୁଅ ମୁଁ
Read more about the article ଶବ୍ଦ ଶିଳ୍ପୀ
Odia Poem Shabda Shilpi (ଶବ୍ଦ ଶିଳ୍ପୀ) by Tapan Dixit

ଶବ୍ଦ ଶିଳ୍ପୀ

ଶବ୍ଦ ଶିଳାକୁ ରୂପଦିଏ ବସି ବିରହୀ ଶିଳ୍ପୀ ସାଜି ଭଗ୍ନ କରନା ଭାବନାକୁ ତୁମେ ମଗ୍ନ ମୁଁ ନିଦ୍ରା ତେଜି । ଅନାମିକା କେଉଁ ତନ୍ଵୀ ରୂପସୀ କୁଚର ଅନ୍ତିମ ଛୁଆଁ ଦେବାପରେ ସାଥୀ ବାହୁଡ଼ି ଯିବି ମୁଁ ସେଇ ବାସ୍ତବ…

Continue Readingଶବ୍ଦ ଶିଳ୍ପୀ
Read more about the article ଅବଲୋକି ତୋତେ…
ଅବଲୋକି ତୋତେ...

ଅବଲୋକି ତୋତେ…

ସୁରାରଙ୍ଗି ଓଠି କୋକିଳ କଣ୍ଠି ଗୋ ସରୋଜ ଉରଜି ବାଳା ମଦନ ଶରେ ଯା’ ପରାହତ ତୋର ଏ ଛାର କିଙ୍କର ବେଳା, ଘନ ଜଘନି ହେ ସୁଡୋଳ ନିତମ୍ବି ଆଜ କି ! ବିଚିତ୍ର ଶୋଷ ଦେଖି ଉଡ଼େ ହୋସ-…

Continue Readingଅବଲୋକି ତୋତେ…