ପୋତା ଧନ
ଭୟ ସମସ୍ତଙ୍କୁ ଲାଗେ, ଅନ୍ଧାରରେ ନିଜ ଛାଇ ନିଜକୁ ଡରେଇ ଦିଏ । କିଏ କୁହେ ଏସବୁ ଅନ୍ଧ ବିଶ୍ୱାସ ଆଉ କିଏ କୁହେ ଯେ ଅଙ୍ଗେ ନିଭେଇଛି ସେ ଜାଣେ । ଡର କାହାକୁ କୁହାଯାଏ? ରାଜା ରାଜୁଡ଼ା କାହାଣୀ ଆସିଲେ ଆଖିକୁ ଆଗେ ଦେଖାଯାଏ । ପୁରୁଣା ରାଜ ବାଟି, ଭଙ୍ଗା ପଥରରେ ତିଆରି ପ୍ରସାଦ । କେତେ କାହାଣୀ ଆଉ କେତେ ଅଜଣା କଥା । କେତେ ସମୟ ସହ ଲୁଚି ଯାଇଚି ଆଉ କିଛି ଏବେ ବି ରହିଛି…

