ରାଜଧର୍ମ

ରାଜଧର୍ମ

ଧର୍ମର ସଂଜ୍ଞା ଖୋଜୁଛି ମଣିଷ ଅର୍ଦ୍ଧଦଗ୍ଧ ପାଉଁଶ ଗଦାରୁ ପାଳଭୂତ ପରି ଦଣ୍ଡାୟମାନ ଧର୍ମ ଧାରଣା ଭରିଦେଇ ଥିବା ମୌଲବୀ, ପାଦ୍ରୀ ଓ ପୁରୋହିତ । ବାବନା ଭୂତମାନେ ମାତିଛନ୍ତି ଛଦ୍ମବେଶୀମାନଙ୍କ ସ୍ଵାର୍ଥ ପାଇଁ ଗୃହଭେଦୀମାନଙ୍କ ଆକୁଣ୍ଠ ସମର୍ଥନ ଏମାନେ ପଛରେ ଖମ୍ବପରି ଦଣ୍ଡାୟମାନ । ଧର୍ମ ନାମରେ ଚାଲିଛିଏଠି ଠିଆପାଲା ଦାସ କାଠିଆର ଦୁଇଖଣ୍ଡ କାଠି ଏମାନଙ୍କ ପାଇଁ ଯଥେଷ୍ଟ… ଏ କଥା ହେଲାପରେବି ସ୍ପଷ୍ଟ ବଢ଼ିଛି ଏମାନଙ୍କ ମୂର୍ଖାମୀ ରସାତଳଗାମୀ ହୋଇଛି ମାତୃଭୂମି, ସିମିତ…

ଅଧିକ ପଢ଼ନ୍ତୁ
ଫଗୁଣ

ଫଗୁଣ

ଶାସ୍ତ୍ର ଅନୁଯାୟୀ ଫଗୁଣ ମାସଟି ମହତ୍ତ୍ଵପୂର୍ଣ୍ଣ ଅଟଇ ଗଙ୍ଗାନଦୀ ଜଳେ କରିଲେ ସ୍ନାହାନ ପୂର୍ଣ୍ଣଫଳ ଯେ ମିଳଇ ।୧। ମାନ୍ୟତା ରହିଛି ସଙ୍ଗମ ତଟରେ ଦେବତା କରନ୍ତି ବାସ ହିନ୍ଦୁ କ୍ୟାଲେଣ୍ଡରେ ଫଗୁଣ ମାସଟି ବର୍ଷର ଅନ୍ତିମ ମାସ ।୨। ଫଗୁଣ ମାସର ଅମାବାସ୍ୟା ଅଟେ ଶ୍ରାଦ୍ଧ କର୍ମ ପାଇଁ ଶୁଭ କାଳ ସର୍ପ ଦୋଷ ନିବାରଣ ପାଇଁ ଆଶିଷ ସର୍ବଦା ଲଭ ।୩। ଏହି ଦିନ ଗଙ୍ଗା ନଦୀରେ ସ୍ନାହାନ ଶୁଭ ବୋଲି ଧରାଯାଏ କରିଲେ…

ଅଧିକ ପଢ଼ନ୍ତୁ
coronara-mayajala

କରୋନାର ମାୟାଜାଲ

ସମୟ ବି ବେଳେ ବେଳେ ପରୀକ୍ଷା କରିଥାଏ, ଅଧର୍ମର ବୃଦ୍ଧି ହେଲେ, ପ୍ରତିଶୋଧ ନିଏ । ଏ ମୂଢ଼ ମାନବ ଜାତି ଲୋଭ କରୁ ନୀତି, ଅତି ଆଜି ଇତି ହେଲା, ଧ୍ୱଂସ ମୁଖରେ ପ୍ରକୃତି । ନିଜ ଖୁସି ପାଇଁ କେତେ ଜୀବ କଲୁ ହତ୍ୟା, ପ୍ରକୃତି ରାଣୀକୁ କଲୁ କେତେ ଯେ ହୀନସ୍ତା । ଜୀବ ହତ୍ୟା ପାପେ ଆଜି ହେଲୁ ତୁହି ଛନ୍ଦି, କରୋନାର ମାୟାଜାଲ କଲା ତୋତେ ବନ୍ଦୀ । ଆତ୍ମୀୟମାନଙ୍କୁ…

ଅଧିକ ପଢ଼ନ୍ତୁ
ସବୁପୁଅ ଏମିତି ନା

ସବୁପୁଅ ଏମିତି ନା

ବହୁତ ଦିନର ସଂଘର୍ଷ ପରେ ଅନୁରୂପକୁ ମିଳିଥିଲା ବ୍ୟାଙ୍କ୍ ଅଫିସର ଚାକିରି, ପୋଷ୍ଟିଂ କଲିକତାରେ । ଦ୍ଵିତୀୟ ଶନିବାର ଆଉ ରବିବାର ଛୁଟି ଦେଖି ଭାବିଲା ଘରକୁ ଯାଇକି ଟିକେ ବୁଲିଆସିବି ।ଏମିତିରେ ଏଠି ଏକା ଭଲ ଲାଗୁନି, ଘରେ ଟିକେ ବୁଲି ଆସିଲେ ଭଲ ଲାଗିବ । ଶୀତ ଟିକେ ଟିକେ ପଡ଼ିଲାଣି, ସ୍ଵେଟର ପିନ୍ଧି ବାହାରିପଡ଼ିଲା ବସଷ୍ଟାଣ୍ଡ ଅଭିମୁଖେ । ଗଲାବେଳେ ଆଖି ପଡ଼ିଥିଲା ଏକ ସ୍ଵେଟର ଦୋକାନ ଉପରେ । ସେଇଠି ତା’ର…

ଅଧିକ ପଢ଼ନ୍ତୁ
Premara Anyanama Pratiksha

ପ୍ରେମର ଅନ୍ୟନାମ ଅପେକ୍ଷା

ଯେତେବେଳେ ତୁମେ ପାଖରେ ନ ଥିଲ, ଜାଣିନଥିଲି କେତେବେଳଯାଏ ଅପେକ୍ଷା କରିବାକୁ ଯେ ପଡ଼ିବ । ଦିନ ଯାଇ ରାତି ହେଲା… ହେଲା ଯେ ପୁଣି ସକାଳ, କେମିତି ଭୁଲିବି କଟାଇଲି ଟିକ୍ ଟିକ୍ ଘଣ୍ଟା କଣ୍ଟାର ବ୍ୟବଧାନ । ଜାଣି ମୁଁ ନଥିଲି ପାଇଗଲି ସବୁ ପ୍ରେମ ହଠାତ୍ ତୁମ୍ଭର ଦିଗବଳୟରେ, ବୋଧେ ସେଥିପାଇଁ ମୁଁ ଦିନ କାଟୁଥିଲି ଏହି ଅପେକ୍ଷାର ପ୍ରେମରେ । – ଶ୍ରୀମତୀ ବୈଶାଳୀନି ସାହୁ

ଅଧିକ ପଢ଼ନ୍ତୁ