Punya Utkala Bhumi - ପୁଣ୍ୟ ଉତ୍କଳ ଭୂମି

ପୁଣ୍ୟ ଉତ୍କଳ ଭୂମି

ହେ ମୋ ଉତ୍କଳ ମାତା, ହେ ମୋ ଜନନୀ ତେଜସ୍ଵୀ, ଯଶସ୍ୱୀ ବୀରଙ୍କ ଗର୍ଭଧାରିଣୀ ପୂଜନୀୟା, ବନ୍ଦନୀୟା ହେ ଉତ୍କଳ ଭୂମି ସମଗ୍ର ଓଡ଼ିଆ ଜାତିର ତୁ ମଉଡ଼ମଣି । ବକ୍ଷରେ ଆଚ୍ଛାଦିତ ଚିର ସବୁଜିମା, ତଟିନୀ ରତ୍ନାକର ସଜାଏ ନୀଳ ଲହରୀରେ ଯା’ ପାଦ ବଢ଼ାଇ ଶୋଭା ମମତା ଭରା ପଣତ କାନି ପୂଜନୀୟା, ବନ୍ଦନୀୟା ହେ ଉତ୍କଳ ଜନନୀ । ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ ଭଳି ବୀରପୁତ୍ର ଜନ୍ମି ତୋ’ କୋଳେ ତୋ’ ସମ୍ମାନ ରକ୍ଷା…

ଅଧିକ ପଢ଼ନ୍ତୁ
Download Now 25th Edition of Shubhapallaba

୨୫ଶ ସଂସ୍କରଣ

୨୦୨୧ ମସିହାର ଅପ୍ରେଲ ମାସରେ ଶୁଭପଲ୍ଲବର ୨୪ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୨ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୯ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Madhusmita

ମଧୁସ୍ମିତା

ହେ ପ୍ରିୟା ମଧୁସ୍ମିତା ତୁମେ ମୋ ହୃଦୟର ଅକୁହା କଥା ତୁମେ ମୋ ଜୀବନର ମରମ ବ୍ୟଥା ତୁମେ ମୋ ଶୟନର ନିଦ୍ରା ହୀନତା ତୁମେ ମୋ ବଗିଚାର ଅପରାଜିତା ॥ ହେ ପ୍ରିୟା ମଧୁସ୍ମିତା ତୁମ ପାଇଁ ଲେଖା ମୋର ଅଲେଖା କବିତା ତୁମ ପାଇଁ ମନ୍ଦିରେ ମୋ ହଜାରେ ସଲିତା ତୁମ ପାଇଁ ମନେ କେତେ ସପନ ସାଇତା ତୁମ ପାଇଁ ଏହା ମୋର ପ୍ରେମର ବାରତା ॥ ହେ ପ୍ରିୟା ମଧୁସ୍ମିତା ତୁମେ କେଉଁ ସାଗରର…

ଅଧିକ ପଢ଼ନ୍ତୁ
Pakhala Gunda

ପଖାଳ ଗୁଣ୍ଡା

ରେ ଓଡ଼ିଆ ! ତୋର ମନେ ଅଛି ସେ ବେଳ? ଗାଁ ଦାଣ୍ଡେ ଧୂଳି ଉଡ଼େଇ ପକେଇ କାନ୍ଧେ ବସ୍ତାନି ଯେବେ ଅଗଣାରେ ଚିଲଉଥିଲୁ ବୋଉ ! ବାଢ଼େ ପଖାଳ ! ଗେହ୍ଲା ସନ୍ତାନର ଡାକ ଶୁଣି ବୋଉର ପୂରୁଥିଲା ମନ, ବେଗେ ଯାଇ ସଜାଉଥିଲା ପଖାଳ କଂସା ସାଥେ ତିଅଣ, ବଡ଼ିଚୂରା ଖାଇବବୋଲି ତା’ ପ୍ରାଣଧନ । ଅଗଣାରେ ପକେଇଦେଇ ଆସନ ଡାକି ବଡ଼ ସରାଗେ, କୋଳରେ ବସେଇ ମୁଣ୍ଡକୁ ଦେଇ ନୁଆଇଁ ପାଟିରେ ଭରି ଦେଉଥିଲା ପଖାଳର ଗୁଣ୍ଡା ବେଗେ ।…

ଅଧିକ ପଢ଼ନ୍ତୁ
Shankhanad by Shankhanada Inaugurated on Classical Odia Language Day

ପ୍ରମୋଦ ପଣ୍ଡାଙ୍କ ଶଙ୍ଖନାଦ ଉନ୍ମୋଚିତ

ଭଦ୍ରକ: ଗତକାଲି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ତଥା ମହାଶିବରାତ୍ରୀ ଅବସରରେ ଶୁଭପଲ୍ଲବ ପ୍ରକାଶନର ପ୍ରଥମ ପୁସ୍ତକ ଶଙ୍ଖନାଦ ଏକ ଜୁମ୍ କଲ୍ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି । ପ୍ରମୋଦ ପଣ୍ଡାଙ୍କ ରଚିତ ଏହି ଗଳ୍ପ ସଂକଳନଟିର ଉନ୍ମୋଚନ ଉତ୍ସବରେ ଲୋକପ୍ରିୟ ଲେଖିକା ଡ. ସୁଲଗ୍ନା ମହାନ୍ତି, ସମ୍ବାଦ ଉପସ୍ଥାପିକା ଇତିଶ୍ରୀ ନାୟକ, ରିପୋର୍ଟର୍ ସୌମ୍ୟା ପରିଡ଼ା, ଯୁବ ଉଦ୍ୟୋଗପତି ମୟୂରେଶ ଦାଶ, କବି ତୃପ୍ତି ରଞ୍ଜନ ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ନିଜ ନିଜର…

ଅଧିକ ପଢ଼ନ୍ତୁ