ଦୁହିତା
ଭୂଇଁ ଛୁଇଁଲାଠୁ ଶାସନ ସଭିଙ୍କ ମଶାଣୀର ପଦା ଯାଏଁ ନିଜସ୍ଵ ସର୍ବସ୍ୱ ବୋଲି କିଛି ନାହିଁ ଆଦେଶ ଯେ ଠାଏଁ ଠାଏଁ । ଦୁନିଆଁ ଦେଖିଛି ଜାଣିଛି ସେ ମଧ୍ୟ ସବୁ ଯେ ପର ଏଇଠି ଜାଣିବା ଶୁଣିବା ଲୋକବାକ ମଧ୍ୟ ସ୍ୱାର୍ଥ ଯେ ଖୋଜନ୍ତି ଏଠି । କାହାକୁ କହିବ କିସ ବା କହିବ ସବୁ ତା’ ଆପଣା ଲୋକ ସ୍ୱାର୍ଥ ପାଇଁ ସିନା ସେମାନେ ହରିଲେ ମେଣ୍ଟାଇ ଶରୀର ଭୋକ । ଯାହା କିଛି ହେଉ ଭଗବାନ ସାକ୍ଷୀ…

