Odia Poem Konark Kahe Itihasa (କୋଣାର୍କ କହେ ଇତିହାସ) by Debendra Sethy

କୋଣାର୍କ କହେ ଇତିହାସ

ତାକୁ ଦେଖ ! ଆଉ ଦେଖିବାକୁ ଚେଷ୍ଟାକର ତା’ର ସେଇ ଭଗ୍ନାବଶେଷକୁ ଯେଉଁଠି ଖାଲି ମୁଠାଏ ମୁଠାଏ ମରୀଚିକା ସଜାଏ ତା’ ମୁହାଣରେ ପାହାନ୍ତି କାକର ବୁନ୍ଦା ଉପରେ ସୁନୀଳରୁ ସ୍ୱର୍ଣ୍ଣାଭ ସକାଳ । ଖୋଜ ! ଆଉ ତତ୍ପର ହୁଅ, ଦେଖିବ ଝଲସି ଉଠିବ ଧରମା ଲୀନ ହୋଇଥିବା ସେଇ ରଥାକୃତି କୋଣାର୍କର ପ୍ରାଙ୍ଗଣର ଅସଜଡ଼ା ମରୁଭୂମିର ଭିଟା ରଣ ହୁଙ୍କାର ॥ ଆହାଃ… କେଡ଼େ ମନୋହର ତା’ର ଚିତ୍ରପଟ୍ଟରେ ଭରି ରହିଥିବା ସେହି ନର, ନାରୀ, ଦେବତା ମାନଙ୍କ…

ଅଧିକ ପଢ଼ନ୍ତୁ
Biography of Padmashree Binapani Mohanty (ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଜୀବନି)

ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଥିଲେ ଜଣେ ଅଧ୍ୟାପିକା, ଓଡ଼ିଆ ଗାଳ୍ପିକା ଯିଏକି ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ସହିତ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଶାରଳା ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିଲେ । ବୀଣାପାଣି ମହାନ୍ତି ୧୯୩୬ ମସିହାର ନଭେମ୍ବର ୧୧ ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୫୩ ମସିହାରେ ମାଟ୍ରିକ ପାସ୍ କରିବା ପରେ ୧୯୫୭ ମସିହାରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ ମସିହାରେ ସ୍ନାତକୋତ୍ତର…

ଅଧିକ ପଢ଼ନ୍ତୁ
Odia Poem Hele Se kie (ହେଲେ ସେ କିଏ) by Rashmibala Satapathy

ହେଲେ ସେ କିଏ?

ତୁମେ ମୋ କବିତା ମୁଁ ତୁମ କବି ତୁମ ରଙ୍ଗ ତୂଳୀରେ ମୁଁ ପ୍ରେମଛବି, ତୁମ ଭାବନାର ମୁଁ ଯେ ରାଣୀ ଚିର ଶାଶ୍ଵତ ଆମ କାହାଣୀ । ହେଲେ ସେ କିଏ? ତୁମେ ମୋ ଭାବନା ମୁଁ ତୁମ ଲେଖନୀ ତୁମ ପ୍ରେମ କାରାଗାରରେ ମୁଁ ଯେ ବନ୍ଦିନୀ, ତୁମ ଶବ୍ଦର ମୁଁ ଯେ ପାଟରାଣୀ ସ୍ୱର୍ଗୀୟ ଏହି ପ୍ରେମ କାହାଣୀ । ହେଲେ ସେ କିଏ? ଯାହପାଇଁ ଉନ୍ମାଦିତ ହୋଇଉଠେ ତନୁରୁ ମନ ପର୍ଯ୍ୟନ୍ତ, ଯାହାକୁ ବର୍ଣ୍ଣିବାକୁ…

ଅଧିକ ପଢ଼ନ୍ତୁ
Odia Poem on Similipal (ଶିମିଳିପାଳ) by Kunjabihari Sahu

ଶିମିଳିପାଳ

ଜଙ୍ଗଲର ରାଣୀ ବୋଲାଏ ବନ ଶିମିଳିପାଳ ଜାତୀୟ ଉଦ୍ୟାନ ନାମଟି ଅଛି କାଳକୁ କାଳ । ଅଭୟାରଣ୍ୟକୁ ଦେଖିବା ପାଇଁ ଦୁଇଟି ବାଟ “ଯଶୀପୁର”, “ପିଠାବଟା”ରେ ତୁମେ ଟିକଟ କାଟ । ସବୁଠାରୁ ବଡ଼ ପ୍ରପାତ ନାଁ ବରେହିପାଣି “ଦେବକୁଣ୍ଡ ସାଥେ “ଯୋରନ୍ଦା” ସତେ ଦେଖାଏ ଠାଣି । “ଚହଲା”, ‘ଲୁଲୁଙ୍ଗ” ଝରଇ ବଣ ପାହାଡ଼ ଛୁଇଁ ଦର୍ଶକ ହୁଅନ୍ତି ବିଭୋର ଦେଖି ପାହାଡ଼ି ଭୂଇଁ । ହରିଣ, ଠେକୁଆ, ବାରହା, ବଣ କୁକୁଡ଼ା ଦଳ ବାଘ, ହାତୀ, ଭାଲୁ, ମାଙ୍କଡ଼ କେତେ…

ଅଧିକ ପଢ଼ନ୍ତୁ
Odia Poem Bidyalaya Aji Kanduchi (ବିଦ୍ୟାଳୟ ଆଜି ନିରବେ କାନ୍ଦୁଛି) by Mamata Sahu

ବିଦ୍ୟାଳୟ ଆଜି ନିରବେ କାନ୍ଦୁଛି

ବିଦ୍ୟାଳୟ ଆଜି ନିରବେ କାନ୍ଦୁଛି ନିସଙ୍ଗ ତା’ର ଜୀବନ । ଛାତ୍ରଛାତ୍ରୀଙ୍କୁ ଝୁରି ଝୁରି ତା’ର କାନ୍ଦି ଉଠେ ମନପ୍ରାଣ ॥ ବିଦ୍ୟାଳୟେ ଆଉ ବାଜୁ ନାହିଁ ଘଣ୍ଟି ଶୁଭୁ ନାହିଁ କୋଳାହଳ । ଭକ୍ତିର ପ୍ରାର୍ଥନା କମ୍ପି ଉଠୁନାହିଁ ଶୁଭୁନାହିଁ ସୁରତାଳ ॥ ବିତିଗଲା କେତେ ଦିନ ମାସ ବର୍ଷ ତାଲା ଝୁଲେ ଫାଟକରେ । ସମୟ ଶ୍ରୋତ ଯେ ବଦଳି ଯାଇଛି ବଦଳିଛି ବାସ୍ତବରେ ॥ କେବେ କିଏ ମନେ ଭାବି ତ ନଥିଲା ଏମିତି ଏ ଦିନ…

ଅଧିକ ପଢ଼ନ୍ତୁ