ପୁରୁଷ
“ପୁରୁଷ” ଏ ଶବ୍ଦର ସଂଜ୍ଞା ଖୋଜିବାକୁ ବୋଧେ ଅନେକେ ଅନେକ ଚେଷ୍ଟା କରିଥିବେ କାହା ପାଇଁ ସମାଜରେ ନାରୀର ଅନୁରୂପ ଓ ପରିପୂରକ ଏକ ସୃଷ୍ଟି, ସନ୍ତାନର ମେରୁଦଣ୍ଡ, ଭଉଣୀର ଆତ୍ମବିଶ୍ୱାସ, ତ ପରିଣତ ବୟସରେ ପିତାମାତାଙ୍କ ମଉଳା ଆଖିର ଝାପ୍ସା ଏକ ଦୃଷ୍ଟି । ଏମିତି ଏକ ଶବ୍ଦ ସମ୍ପୂର୍ଣ୍ଣ ରଚନାଟେ ହେଇ ବର୍ଣ୍ଣିତ ବି ହେଇପାରେ କିନ୍ତୁ ବିନା ଉଦ୍ଧୃତାଂଶରେ, ଶବ୍ଦହୀନ, ଅର୍ଥହୀନ ଆଉ ଭାବହୀନ ଯିଏ ପାଣି ପରି ଜୀବନ ତ ବଞ୍ଚେଇ ପାରେ…

