Odia Poem Kartabya (କର୍ତ୍ତବ୍ୟ) by Alok Tripathy

କର୍ତ୍ତବ୍ୟ

ଏକ ଅଳସଭରା ବେଳାରେ, ଜହ୍ନ ଯେବେ ଉଙ୍କି ମାରେ ମନର ଆକାଶେ । ଆଉ କେତେଯେ ଯାତରା ଚାଲେ, ଇଚ୍ଛାର ବେଳାଭୂମି ଠାରେ । ହେଲେ କାହୁଁ ମାଡ଼ି ଆସେ ବାସ୍ତବିକତାର ବତାସ, ଆଉ ଉଜାଡ଼ି ଦିଏ ସବୁକିଛି । କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ବି, ଲାଗେ ଭୀଷଣ ବଜ୍ରଧ୍ୱନି, ଧମକ ଦିଏ ସମୟ, ବାକିଥିବା ଦାୟିତ୍ୱର ହିସାବ ମାଗି ପଚାରେ, ଆଉ କେବେ??? ଆଉ କେବେ??? – ଆଲୋକ ତ୍ରିପାଠୀ

ଅଧିକ ପଢ଼ନ୍ତୁ
Odia Poem Au Nai Bela (ଆଉ ନାହିଁ ବେଳ) by Rajendra Sagaria

ଆଉ ନାହିଁ ବେଳ

ଭୁଲି ଯିବି ବୋଲି ଯେବେ ମୁଁ ଭାବେ ଏତେ ବିଚଳିତ ତମେ କର କାହିଁ ପାଇଁ ବାସ୍ତବ ଦୁନିଆରେ ରହିଛ ଅନେକ ଦୂରେ ସପନରେ ବିଚଳିତ କର ଆପଣାଇ । ଲୋଡ଼ା ନାହିଁ ମୋତେ ପ୍ରେମର ପ୍ରଭାବ ଏ ଦେହ ଆଉ ସହି ନପାରୁଛି ଆଉ ନାହିଁ ସାମର୍ଥ୍ୟ ସେ ପଥେ ଚାଲିବାରେ ମୁଁ ଅନ୍ୟ କାହା ସାହାରାରେ ଚାଲୁଛି । ନିଶ୍ୱାସ ଅଛି ସତ ହେଲେ ଏ ଦେହେ ପ୍ରାଣ ନାହିଁ ବରଷା ହୋଇ ଯେତେ ବରଷିଲେ କି…

ଅଧିକ ପଢ଼ନ୍ତୁ
Tulasi Kshetrara Mahatmya (ତୁଳସୀ କ୍ଷେତ୍ରର ମାହାତ୍ମ୍ୟ) by Debabrat Das

ତୁଳସୀ କ୍ଷେତ୍ରର ମାହାତ୍ମ୍ୟ

ବୃନ୍ଦାୟା କ୍ଷେତ୍ରମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥଂ ନାନାଳଙ୍କାର ଭୂଷଂ ଶଶଧର ସଦୃଶଂ ବାସୁଦେବାଗ୍ରଜାତମ୍ ଭଦ୍ରାୟାଃ ଦକ୍ଷଭାଗେ ଫଣିବର ଶୀରସଂ ଦେବ ଦେବେନ୍ଦ୍ର ପୂଜ୍ୟମ୍ ବନ୍ଦେ ରୁଦ୍ରାଦି ଚଣ୍ଡିଗଣ ସୁପରିବୃତଂ ରାମମାଣିକ୍ୟ ମୂର୍ତ୍ତିମ୍ । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ଅନ୍ୟନାମ ଶ୍ରୀକ୍ଷେତ୍ର ଭଳି ଗୁପ୍ତକ୍ଷେତ୍ରର (କେନ୍ଦ୍ରାପଡ଼ା) ଅନ୍ୟନାମ ତୁଳସୀକ୍ଷେତ୍ର । ମା’ ମହାଲଷ୍ମୀଙ୍କୁ ନେଇ ଶ୍ରୀକ୍ଷେତ୍ରର ନାମକରଣ କରାଯାଇଥିବା ବେଳେ ଶ୍ରୀ ବଳଦେବଜୀଉଙ୍କ ପତ୍ନୀ ତୁଳସୀ ଦେବୀଙ୍କୁ ନେଇ କେନ୍ଦ୍ରାପଡ଼ାର ନାମକରଣ ତୁଳସୀକ୍ଷେତ୍ର ହୋଇଛି । ତୁଳସୀ କ୍ଷେତ୍ରର ମାହାତ୍ମ୍ୟ ଅନୁଯାୟୀ…

ଅଧିକ ପଢ଼ନ୍ତୁ
Odia Poem Swapna re hele bi thare (ସ୍ୱପ୍ନରେ ହେଲେ ବି ଥରେ) by Prashant Kumar Behera

ସ୍ୱପ୍ନରେ ହେଲେ ବି ଥରେ

ସ୍ୱପ୍ନରେ ହେଲେ ବି ଥରେ ନେଇ ଯାଆନ୍ତୁନି ହାତ ଧରି ମୋର ସ୍ୱପ୍ନର ଅଳକା ପୁରେ ଫୁଲେଇ ଫଗୁଣ ମେଳେ ଚୁମ୍ୱନେ ଚିବୁକ ଭିଜାଇ ଦିଅନ୍ତୁ ଚାହାଁଣି କଟାକ୍ଷ ଧାରେ । ସ୍ୱପ୍ନରେ ହେଲେ ବି ଥରେ ତୋ’ ଦେହ ପୃଷ୍ଠାର ସବୁ ଅକ୍ଷରରେ ଆଂକି ଦିଅନ୍ତି ମୁଁ ଚୁମ୍ୱନର ମଧୁଚିତ୍ର ତୋ’ ଦେହ ଦେହଳିର ବନ୍ଧନ ଭିତରେ ମୁଁ ରଚିନ୍ତି ରାସରସ । ସ୍ୱପ୍ନରେ ହେଲେ ବି ଥରେ ତୋ’ ତନୁ ପାତ୍ରରେ ଭରିଦେ ମଦିରା ଆକୁଳେ ଚାହିଁଛି…

ଅଧିକ ପଢ଼ନ୍ତୁ
Odia Poem Jata Utkalara (ଯାତ ଉତ୍କଳର) by Taresh Mandal

ଯାତ ଉତ୍କଳର

ମେଘାଚ୍ଛନ୍ନ ଗଗନେ କଳା ମେଘକୁ ବଳି ବରଷିବ ସତେ ବରଷା ମୂଷଳ ଧାରାରେ ଆଜି ॥ ବ୍ୟତିକ୍ରମ ସ୍ୱଭାବେ ମେଘ ରଜାଟା ଆଜି ଢାଙ୍କିଛି ଢାଙ୍କୁଣି ଶିରେ କଳା ଆକାଶ ଛାଡ଼ି ॥ ବାନ୍ଧିବାକୁ ବେଶ ସେନାପଟା ତା’ର ବାନ୍ଧି କି ପାରିବ ଭାବକୁ ଆମ୍ଭର ॥ ଆସୁଛି ଆସୁଥିବ ସେ ଗେହ୍ଲା ପୁଅ ଭିଡ଼ିବାକୁ ନାହିଁ କାହାର ଦମ୍ଭ ॥ ଭବ ଠାରେ ଭାବେ ଭାବ ବିନୋଦିଆ ମୋର ଆସିବ ହେ ଛାଡ଼ି ମାଉସୀ ମନ୍ଦିର…

ଅଧିକ ପଢ଼ନ୍ତୁ