Odia Poem Tama Apekshare (ତମ ଅପେକ୍ଷାରେ) by Subham Kumar Sahoo

ତମ ଅପେକ୍ଷାରେ

ତମେ ଆସ ଜହ୍ନ ଆଲୁଅରେ ପୁଣି ହଜିଯାଅ ଭସା ବାଦଲରେ ତମେ ବି ନିଜେ ଜାଣନା କେମିତି ବା ଜାଣିବ ମୋ ମନର ଭାବନାକୁ ତମେ ଅଛ ସିନା ମୋ ମନରେ, ହେଲେ ତମେ ତ ଆଉ କାହା ମନରେ ତମେ ଅଛ ସିନା ମୋ ସ୍ୱପ୍ନରେ, ହେଲେ ତମେ ଆସ ଆଉ କାହା ସ୍ଵପ୍ନରେ ଏ ମନକୁ ଯେତେ ବୁଝାଇଲେ ସେ ଛୋଟ ପିଲା ପରି ପୁରା ଅବୁଝା ହେଲେ ବି ଏ ପାଗଳ କେବଳ…

ଅଧିକ ପଢ଼ନ୍ତୁ
Odia Poem Ghasa (ଘାସ) by Saroj Kumar Sahoo

ଘାସ

ତୁ ଯେବେ ଯେବେ ମାଟି ବିଦାରି ଉଠୁ ମୋ ସ୍ୱପ୍ନର କିଆରିରେ, ମୁଁ ବିଛାଇଦିଏ… ଦି ହାତର ଅଙ୍ଗୁଳି ତୁ ଶକ୍ତ ହେଉ ଚେର ବିଛାଉ ଲଢ଼ିବାକୁ ସୀମାହୀନ ଯୁଦ୍ଧଟେ ଯେମିତିକି ମୁଁ ତୋ’ର ଚିରଶତ୍ରୁ । ମାଟି ସହ ତୋ’ର ସମ୍ପର୍କ ଯେତିକି ନିବିଡ଼ ତାହାଠୁ ଦୃଢ଼ ମୋର ତିକ୍ତତା, ତୁ ଜିତିବାର ମନ୍ତ୍ର ଫୁଙ୍କିଲାବେଳେ… ମୁଁ ହରେଇବାର ଶବ୍ଦ ଯୋଡ଼େ ତୋ’ ଉଜାଡ଼ିବାର ସନ୍ଧିରେ ଅହରହ ଲେପେ… ସଞ୍ଚାରର ନୂଆ ତିଳକ, ସେଇଥିପାଇିଁ ତ ମାଟିଠୁ…

ଅଧିକ ପଢ଼ନ୍ତୁ
Odia Story Swapna (ସ୍ୱପ୍ନ) Ashish Kumar Swain

ସ୍ୱପ୍ନ

ଆସେ ! ଆସେ ! ଆସେ ! ସେ ଚୁପି ଚୁପି ହୋଇ ମୋ ପାଖକୁ ଆସେ । କେତେବେଳେ ସୁପ୍ତ ଅବସ୍ଥାରେ ତ ପୁଣି କେତେବେଳେ ଜାଗ୍ରତ ଅବସ୍ଥାରେ । ଆସି ମୋତେ ତା’ ମାୟାରେ ପ୍ରଲୋଭିତ କରି ତା’ ଆୟତ୍ତକୁ ନେଇଯାଏ । ମୁଁ ବିଚରା ତା’ ମାୟା ଜାଲରେ ଛନ୍ଦି ହୋଇଯାଏ । ସେ କିନ୍ତୁ ପ୍ରତ୍ୟେକ ଦିନ ଆସିବା ପ୍ରକ୍ରିୟା ଚାଲୁରଖିଥାଏ । କିଛି ଆଶା ଆକାଂକ୍ଷା ମହତ୍ତ୍ୱ ଲକ୍ଷ୍ୟକୁ ନେଇ । ସେହି ଲକ୍ଷ୍ୟ ସାଧନକୁ ସାକାର କରିବା ପାଇଁ ମାଡ଼ି ଆସେ…

ଅଧିକ ପଢ଼ନ୍ତୁ
Odia Story Lockdown (ଲକ୍ ଡାଉନ୍) by Sudhanshu Sekhar Bal

ଲକ୍ ଡାଉନ୍

ପ୍ରଧାନ ମନ୍ତ୍ରୀ ଯେବେଠୁ ଲକ୍ ଡାଉନ୍ ଘୋଷଣା କଲେଣି ସମସ୍ତ ସ୍କୁଲ, କଲେଜ ଓ କିଛି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ହେଇ ଯାଇଛି । ସମସ୍ତେ ଏବେ ପ୍ରାୟେ ଘରେ । ସ୍ୱାତି ଆଉ ସମର୍ ଦୁଇ ଜଣ ଏବେ ଘରେ ଅଛନ୍ତି । ସେ ଦୁଇ ଜଣ ଟି.ସି.ଏସ୍ ସଫ୍ଟୱାୟାର କମ୍ପାନୀରେ କାମ କରନ୍ତି । ଯେବେଠୁ କରୋନା ପାଇଁ ଲକ୍ ଡାଉନ୍ ହେଲାଣି ସେବେଠୁ ସ୍ୱାତି ଆଉ ସମର୍ ପ୍ରାୟ ଘରୁ କାମ କରୁଛନ୍ତି । ଏଇ ଭୁବନେଶ୍ୱର…

ଅଧିକ ପଢ଼ନ୍ତୁ
Odia Story Sesha Santaka (ଶେଷ ସନ୍ତକ) by Pritisima Swain

ଶେଷ ସନ୍ତକ

ସକାଳୁ ସକାଳୁ ବୋଉ ଯେତେ ଡାକିଲେ ବି ରିମା ବିଛଣା ଛାଡ଼ୁ ନଥାଏ । ବରଂ ବୋଉ ଉପରେ ବିରକ୍ତ ହୋଇ ପୁଣି ଘୋଡ଼େଇ ହେଇ ଶୋଇପଡ଼େ । ଆଜି କ’ଣ ହେଇଛି କେଜାଣି ସେ ଭାରି ଚିଡ଼ୁଛି । ଘଣ୍ଟାରେ ୯ଟା ବାଜିବା ଯାଏ ସେ ବିଛଣାରେ ପଡ଼ି ରହିଛି । ବୋଉ ବହୁତ କରି କହିଲା, “ଆଲୋ ଯା’ ଗାଧେଇ ଆସିବୁ, ନହେଲେ ଭାଇ କାମକୁ ଚାଲିଯିବ । ତୁ ଆଉ ରାକ୍ଷୀ ବାନ୍ଧିପାରିବୁନି ।” ଉଠିଲା ସିନା ହେଲେ ତା’ର ଏକା…

ଅଧିକ ପଢ଼ନ୍ତୁ