Odia Poem Mukti Au Kahin (ମୁକ୍ତି ଆଉ କାହିଁ?) by Namita Padhi

ମୁକ୍ତି ଆଉ କାହିଁ?

ନାରୀ ଯୁଗେ ଯୁଗେ ପରାଧିନା ସତେ ଅବା କାଠ କଣ୍ଢେଇଟେ ଏଠି ତା’ର ମୁକ୍ତି ଆଉ କାହିଁ? ତା’ ଜନ୍ମ ଖବରରେ ବି ଆତ୍ମୀୟଙ୍କ ମୁଣ୍ଡରେ ଝାଳ ବଢ଼ିଯାଏ ଚିନ୍ତା ଆଉ ଚିନ୍ତା ଛୋଟବେଳୁ ଆକଟ ତା’ ପାଇଁ ବାହାରକୁ ଯିବୁ ନାହିଁ ଯଦି ଯିବୁ ଅନୁମତି ନେଇ ଯିବୁ ବଡ଼ ହେଲା ଝିଅ ଏବେ ଆହୁରି ଆକଟ ସଭିଙ୍କ ନଜରେ ସେ ଏବେ ପଥର ମୁକୁଟ ତାକୁ ତ ସଭିଏଁ ଚାଲିଛନ୍ତି ବୋହି ଏଠି ତା’ର…

ଅଧିକ ପଢ଼ନ୍ତୁ
Odia Poem Mun Sagara Tatara Bali (ମୁଁ ସାଗର ତଟର ବାଲି) by Krishna Mishra

ମୁଁ ସାଗର ତଟର ବାଲି

ମୁଁ ସାଗର ତଟର ବାଲି ବାରମ୍ବାର, ସାଗରକୁ ଆଲିଙ୍ଗନ କରି, ଆତଯାତ ଭାବନାର ଲହରୀରେ ଭିଜି, ପ୍ରତୀକ୍ଷାରେ ରହିଛି ପଡ଼ି… ଦୂରୁ ଦିଶୁଥାଏ ଶାନ୍ତ, ସଉମ୍ୟା, ରଙ୍ଗର ସେ ଆସ୍ତରଣ ବହଳ, ଉତ୍ସଙ୍ଗେ ମୋ ପ୍ରୀତିର ପ୍ରତୀକ, ଅନେକ ରତ୍ନର ମେଳ… ମୁଁ ତପ୍ତ ବାଲି, ସେ ଶୀତଳ ସାଗର ! ପ୍ରଣୟ ପିଆସି ମୁଁ, ଚିର ଛଟପଟ… ଏମିତିକା ଏକ ପ୍ରୀତି ! ଅସମ୍ଭବ ସେ, ତାକୁ ରଖିବି କେମିତି ବାନ୍ଧି? ଭିଜୁଛି, ମୁଁ ଭିଜୁଥିବି… ହେଉ ପଛେ…

ଅଧିକ ପଢ଼ନ୍ତୁ
Odia Poem Mun Nuhen (ମୁଁ ନୁହେଁ) by Prativa Parida

ମୁଁ ନୁହେଁ

ତୁମ କଳ୍ପନାର ପଟ୍ଟଚିତ୍ରରେ ଅଙ୍କା ଯାଇଥିବା ଛବି ମୁଁ ନୁହେଁ । ତୁମ ଭାବନାରେ ମତେ ଉପହାର ଦେଇଥିବା ମାନ୍ୟତା ମୁଁ ନୁହେଁ । ତୁମ ସୁନେଲି ସପନର ନାୟିକା ମୁଁ ନୁହେଁ କି ତୁମକୁ ପ୍ରତାରଣା ଦେଇଥିବା ନିର୍ଦ୍ଦୟୀ ମୁଁ ନୁହେଁ । ତୁମ ସମାଲୋଚନାର ବିଷୟ ମୁଁ ନୁହେଁ କି ତୁମ ପ୍ରଶଂସାର ପାତ୍ରୀ ମୁଁ ନୁହେଁ । ମନକୁ ଶୀତଳ ସ୍ପର୍ଶ ଦେଉଥିବା ମୃଦୁମଳୟର ଝଲକାଏ ପବନ ମୁଁ ନୁହେଁ କି ମନକୁ ଦୋହଲାଇ ଦେଉଥିବା ବତାସ ମୁଁ…

ଅଧିକ ପଢ଼ନ୍ତୁ
Odia Poem Bandhu (ବନ୍ଧୁ) by Chinmay Kumar Sahoo

ବନ୍ଧୁ

ଜୀବନଟା ଗୋଟେ ରଙ୍ଗ ମଞ୍ଚ ଏଠି ଆମେ ସବୁ କଳାକାର ସର୍ବେ ନିଜ ନିଜ ଅଭିନୟ ସାରି ଚାଲି ଯିବା ବହୁଦୂର । ଜୀବନ ଯୁଦ୍ଧରେ ନ ହାରିବା ପାଇଁ ଲୋଡ଼ା ଏକ ଭଲ ବନ୍ଧୁ ବନ୍ଧୁ ପୁଣି ସେହି ସାଥିରେ ଯାହାର ଲଙ୍ଘି ହେବ ସାତ ସିନ୍ଧୁ । ଏତିକି ଜାଣିଚି ତୁମେ ମୋର ବନ୍ଧୁ ମୁଁ ତୁମର ବନ୍ଧୁଟିଏ କାହାର ବନ୍ଧୁତ୍ୱ କେତେ ଯେ ଗଭୀର ମାପି ତାକୁ ନ ହୁଏ ବନ୍ଧୁତ୍ୱର ସଂଜ୍ଞା ଜାଣି ନାହିଁ…

ଅଧିକ ପଢ଼ନ୍ତୁ
Odia Poem Bandhana Eka Biswasa ra (ବନ୍ଧନ ଏକ ବିଶ୍ୱାସର) by Sudam Charan Swain

ବନ୍ଧନ ଏକ ବିଶ୍ୱାସର

ଭାଇ ଭଉଣୀର ମଧୁର ସମ୍ପର୍କ ବାନ୍ଧି ଦିଏ ଏହି ରାକ୍ଷୀ ସ୍ନେହର ଡୋରଟି ବାନ୍ଧେ ଭାଇ ହାତେ ଭଉଣୀ ତା’ ନିରୀମାଖି ॥ ଧୂପ ଦୀପ ଜାଳି ଚନ୍ଦନ ଲଗାଇ ଭଉଣୀ ବାନ୍ଧଇ ରାକ୍ଷୀ ଯୁଗ ଯୁଗରୁ ଆମର ଏ ସଂସ୍କୃତି ରାକ୍ଷୀ ତା’ର ଅଟେ ସାକ୍ଷୀ ॥ ଭାଇ ପାଇଁ ଭଉଣୀ ତା’ ସୁନାନାଖି ତା’ର ଖୁସିର କାରଣ ଭଉଣୀଟି ପାଇଁ ଭାଇ ତା’ର ଗର୍ବ ତା’ର ଶକ୍ତି ତା’ର ଟାଣ ॥ – ସୁଦାମ…

ଅଧିକ ପଢ଼ନ୍ତୁ