ବନ୍ଧୁ
ଜୀବନଟା ଗୋଟେ ରଙ୍ଗ ମଞ୍ଚ ଏଠି ଆମେ ସବୁ କଳାକାର ସର୍ବେ ନିଜ ନିଜ ଅଭିନୟ ସାରି ଚାଲି ଯିବା ବହୁଦୂର । ଜୀବନ ଯୁଦ୍ଧରେ ନ ହାରିବା ପାଇଁ ଲୋଡ଼ା ଏକ ଭଲ ବନ୍ଧୁ ବନ୍ଧୁ ପୁଣି ସେହି ସାଥିରେ ଯାହାର ଲଙ୍ଘି ହେବ ସାତ ସିନ୍ଧୁ । ଏତିକି ଜାଣିଚି ତୁମେ ମୋର ବନ୍ଧୁ ମୁଁ ତୁମର ବନ୍ଧୁଟିଏ କାହାର ବନ୍ଧୁତ୍ୱ କେତେ ଯେ ଗଭୀର ମାପି ତାକୁ ନ ହୁଏ ବନ୍ଧୁତ୍ୱର ସଂଜ୍ଞା ଜାଣି ନାହିଁ…

