ମୟୂର ଚନ୍ଦ୍ରିକା

ଦିନ ନିଛାଟିଆ ଖରାବେଳଟାରେ ଖସି ପଡ଼ିଥିବା ମୟୂର ଚନ୍ଦ୍ରିକାକୁ ପାଗଳୀ ଭଳି ଗୋଟେଇ ଚାଲିଥିଲେ ରାଧିକା । ତତ୍ପରତା କହୁଥିଲା, ସେ ମୟୂର ଚନ୍ଦ୍ରିକାର ଗୁରୁତ୍ୱ ରାଧାଙ୍କ ପାଇଁ । ବେଳେ ବେଳେ ଅତି ଆପଣାର ଦ୍ରବ୍ୟକୁ ଭୂମିରେ ପଡ଼ିଥିବାର ଦେଖିଲେ ଆଖି କୋଣରେ ଜକେଇ ଆସେ । ଠିକ ସେଦିନ, ରାଇଙ୍କ ଆଖି ବି ଭିଜି ଆସିଥିଲା ଭୂମିରେ ଲୋଟି ପଡ଼ିଥିବା ମୟୁର ଚନ୍ଦ୍ରିକା ଦେଖି । ଏସବୁ ଘଟଣା ବଳିକୁ ସାମାନ୍ୟ ଦ୍ଵନ୍ଦ, ସାମାନ୍ୟ…

ଅଧିକ ପଢ଼ନ୍ତୁ

ଜନ୍ମାଷ୍ଟମୀ

ମହାଭାରତରେ କିଏ ଶ୍ରେଷ୍ଠ ବୋଲି ଗଦା ଆଉ ଧନୁ ଝଗଡା କରୁକରୁ ସୁଦର୍ଶନଟା ପଛରେ ଚୁପ୍ ଚାପ୍ ହସୁଥିଲା । ପ୍ରେମରେ ଗୋପପୁର, ସମ୍ପର୍କରେ ରାଧା, ରାଜନୀତିରେ ମଥୁରା, ବନ୍ଧୁତାରେ ସୁଦାମା, କ୍ଷମାରେ ଶିଶୁପାଳ, କୂଟନୀତିରେ ମହାଭାରତର ଉଦାହରଣ ସୃଷ୍ଟି କରିଥିବା ପୁରୁଷ ସେ । ଯାହାଂକ ଜୀବନର ପ୍ରତିଟି ମୂହୁର୍ତ୍ତ କର୍ମରେ ବିମଣ୍ଡିତ ତାଂକର ଜନ୍ମତିଥିର ସମସ୍ତଂକୁ ଅଭିନନ୍ଦନ । ଆଉ ହଁ, ସେମାନଂକୁ ମଧ୍ଯ ଅଭିନନ୍ଦନ ଯେଉଁମାନେ ଏ କର୍ମର ମାହାତ୍ମ ବୁଝି ନ…

ଅଧିକ ପଢ଼ନ୍ତୁ
ଗୁଡ଼ି

ଗୁଡ଼ି

ଚଇତିର ଉଦୁଉଦିଆ ମଧ୍ୟାହ୍ନ । ଛୋଟ ପିଲାମାନଙ୍କ ଗୁଡ଼ି ଉଡ଼ା ଆନନ୍ଦ; ନା ଖରା ନା ତରା, କିଛି ମାନେନି ସେ ଅମାନିଆ ବୟସ ! ହଷ୍ଟେଲ ଝରକାରୁ ମୁଁ ସବୁଦିନ ଏଇ ପିଲାମାନଙ୍କ ଗୁଡ଼ି ଉଡ଼ାଇବା କୌଶଳକୁ ନେଇ ତର୍ଜମା କରିଥାଏ । କେମିତି ଗୁଡ଼ି ଉଠିଲା, କେମିତି କାନି ଖାଇ ଖସିଲା ଓ କେମିତି ଗୁଡ଼ିକୁ ଗୁଡ଼ି କାଟିଦେଲା ଇତ୍ୟାଦି ଇତ୍ୟାଦି.. । ଆଜି କିନ୍ତୁ ନୀଳ ଆକାଶକୁ ଚାହିଁ ଅନାବନା ଭାବନାରେ ମଜ୍ଜି…

ଅଧିକ ପଢ଼ନ୍ତୁ
Sonara Kanvas re Setanshu

ସୋନାର କାନ୍‌ଭାସ ସେତାଂଶୁ

( ୧ ) ଜୀବନର ପ୍ରଥମ ପ୍ରେମ, ପ୍ରେମର ପହିଲି ସ୍ପର୍ଶ, ଭଲପାଇବାର ଆଦିବାକ୍ୟ… ପିଣ୍ଡରେ ପ୍ରାଣଥିବା ଯାଏ, ନାକପୁଡ଼ାରେ ନିଶ୍ୱାସ ଟିକେ ଲଟକି ଥିବାଯାଏ, କେବେ ବି ଭୁଲିହୁଏ ନାହିଁ । ପହିଲି ପ୍ରେମ ସବୁବେଳେ ସଦ୍ୟ ସତେଜ…..! ( ୨ ) ପ୍ରତିଦିନ ରାତିରେ ବିଛଣାକୁ ଗଲାପରେ ଆପେ ଆପେ ସୋନାଲିର ଆଖିପତା ବନ୍ଦ ହୋଇଯାଅ । ବନ୍ଦ ହେଇଗଲା ପରେ ତା’ ଆଖି ସାମ୍ନାରେ ଭାସି ଉଠେ ସେଇ ମୁହଁ… ତା’ ପ୍ରିୟର…

ଅଧିକ ପଢ଼ନ୍ତୁ
anubhutira-farda

ଅନୁଭୂତିର ଫର୍ଦ୍ଦ

ପ୍ରତିଦିନ ସକାଳ ଖବର କାଗଜରେ ଏମିତି ଖବର ପ୍ରକାଶ ପାଏ । “ପୁଲିସ ଗୁଳିରେ ୩ ମାଓବାଦୀ ନିହତ । ମାଲକାନଗିରିରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ ।” ଆଉ ଏଇ ମାଓବାଦୀ ଆଦିବାସୀ ସମ୍ପ୍ରଦାୟର ବୋଲି ପ୍ରାୟ ଲେଖା ଥାଏ । ଆମ ରାଜ୍ୟର କେ.ବି.କେ ଜିଲ୍ଲା କହିଲେ ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଆଦି ଜିଲ୍ଳାକୁ ବୁଝାଏ । ଏହିସବୁ ଜିଲ୍ଲାରେ ଅଧିକ ଜଙ୍ଗଲ ଅଛି ଆଉ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରନ୍ତି ।…

ଅଧିକ ପଢ଼ନ୍ତୁ