ଚକଲେଟ୍ ଦିବସ ! ପ୍ରଥମ ଦେଖା…
ସହରର ଏକ ପାର୍କରେ ଏକୁଟିଆ ବସି ବାରମ୍ବାର ନିଜ ମୋବାଇଲ ଆଉ ପାର୍କର ପ୍ରବେଶ ପଥକୁ ଅନେଇ ବସିଥାଏ ରାଜ୍ୟର ସବୁଠୁ ପ୍ରତିଭାବାନ ଯୁବ ମହିଳା ଆଥଲେଟ୍ ଖୁସି । ବୟସ ଅଠର ଉଣେଇଶ ହେବ; ମାତ୍ର ଏ ବୟସରେ ବି ରାଜ୍ୟ ପାଇଁ ଅନେକ ଗୈାରବ ଆଣି ଦେଇଥିଲା ଖୁସି । ଆଖିରେ ଅନେକ ସ୍ୱପ୍ନ, ତାହାର ଆଦର୍ଶ ମେରିକମ୍ ଭଳି ହେବ । ପ୍ରିୟ, ସାଧାରଣ ପ୍ରଶଂସକରୁ ଖୁସିକୁ ଅତି ନିଜର ହୋଇ ସାରିଥିଲା, ମନେ ମନେ ଖୁସିକୁ…

