anubhutira-farda

ଅନୁଭୂତିର ଫର୍ଦ୍ଦ

ପ୍ରତିଦିନ ସକାଳ ଖବର କାଗଜରେ ଏମିତି ଖବର ପ୍ରକାଶ ପାଏ । “ପୁଲିସ ଗୁଳିରେ ୩ ମାଓବାଦୀ ନିହତ । ମାଲକାନଗିରିରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ ।” ଆଉ ଏଇ ମାଓବାଦୀ ଆଦିବାସୀ ସମ୍ପ୍ରଦାୟର ବୋଲି ପ୍ରାୟ ଲେଖା ଥାଏ । ଆମ ରାଜ୍ୟର କେ.ବି.କେ ଜିଲ୍ଲା କହିଲେ ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଆଦି ଜିଲ୍ଳାକୁ ବୁଝାଏ । ଏହିସବୁ ଜିଲ୍ଲାରେ ଅଧିକ ଜଙ୍ଗଲ ଅଛି ଆଉ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରନ୍ତି । ସେହି ଅଞ୍ଚଳକୁ କେବେ ଯିବାର କଥା ଶୁଣିଲେ…

ଅଧିକ ପଢ଼ନ୍ତୁ
aainka-bimana-jatra

ଆଈଙ୍କ ବିମାନଯାତ୍ରା

ଆମ ମାଉସୀ ଅଧା ବିଲାତରେ ରୁହେ ବୋଲି ଆଈ ର ସବୁବେଳେ ମନ କଷ୍ଟ। କଣ ବା କରିବ, ଭଲ ପାତ୍ର ଦେଖି ଝୁଅ ର ହାତକୁ ଦିହାତ କରିଥିଲା। ତା ଜ୍ୱାଇଁ ଟି ପୋଲିସ୍ ଚାକିରି କରିଛି ଆଉ ଝୁଅ ବି ଖୁସିରେ ଅଛି କିନ୍ତୁ ତାକୁ ଦେଖିବାକୁ ମନ କଲେ ହଠାତ୍ କିନ୍ତୁ ହୋଇପାରେ ନାହିଁ। ତା ପାଖକୁ ଯାଇ ଆସିବା ପାଇଁ ପୁଞ୍ଜାଏ ଟଙ୍କା ଦରକାର। ଅବଶ୍ୟ ଦିନି ପାକିଟି ଫୁନ୍ ରେ…

ଅଧିକ ପଢ଼ନ୍ତୁ
ପଲ୍ଲୀ-ଜନନୀ

ପଲ୍ଲୀ-ଜନନୀ

ବହୁ ପଲ୍ଲୀ-ଜନନୀ ଆଜି ସେମାନଙ୍କ ଶିକ୍ଷିତ ସନ୍ତାନଙ୍କୁ ହରାଇ ବସିଛନ୍ତି । ଅର୍ଥବଳରେ ହେଉ, ଭାଗ୍ୟବଳରେ ହେଉ ବା ଅଧ୍ୟବସାୟ ବଳରେ ହେଉ ଯେଉଁମାନେ ଶିକ୍ଷିତ ରୂପେ ଉଦୀୟମାନ ହୁଅନ୍ତି, ସେମାନଙ୍କ ସମ୍ଵନ୍ଧରେ ପଲ୍ଲୀଗ୍ରାମରେ ବହୁ କଳ୍ପନାଜଳ୍ପନା ଚାଲେ । ବିଦ୍ୟାର୍ଥୀ ଜୀବନରେ ସେମାନେ ପିତା-ମାତାଙ୍କ ଆଶା ଭରସାର ସ୍ଥଳ ହୋଇ, ଗ୍ରାମବୃଦ୍ଧମାନଙ୍କ ପ୍ରଶଂସାର ଦୃଷ୍ଟାନ୍ତ ହୋଇ ଓ କୁମାରୀମାନଙ୍କ ଅପାଙ୍ଗର କେନ୍ଦ୍ର ହୋଇ ଗ୍ରାମଭୂମି ମଣ୍ଡନ କରିଥାନ୍ତି । କିନ୍ତୁ ସମୟ ଆସେ, ଯେତେବେଳେ କି ଗ୍ରାମବାସୀମାନେ ସେମାନଙ୍କୁ ଦେଖିବାକୁ…

ଅଧିକ ପଢ଼ନ୍ତୁ
ati-lobha-bipada

ଅତି ଲୋଭ ବିପଦ

ଦେବଦତ୍ତ ନାମକ ଜଣେ ଗରିବ ବ୍ରାହ୍ମଣ ଏକ ଗାଁରେ ବାସ କରୁଥିଲେ । ସେ ଠାକୁର ପୂଜାର୍ଚ୍ଚନା ଓ ପୁରାଣପାଠ ଆଦିରୁ ଯାହା ରୋଜଗାର କରୁଥିଲେ, ଚଳିବାକୁ କଷ୍ଟ ହେଉଥିଲା । ଏହା ସହିତ ତାଙ୍କର ଅଳ୍ପ ଚାଷ ଜମିରୁ ଆୟ ମିଶି ଯାଉଥିଲା । ହେଲେ ବ୍ରାହ୍ମଣ ଜଣକ ଭାରି ଈଶ୍ୱର ବିଶ୍ୱାସୀ ଥିଲେ । ସେହି ବ୍ରାହ୍ମଣଙ୍କର ଚାଷଜମି ହୁଡ଼ାରେ ଏକ ବିରାଟ ବୃକ୍ଷମୂଳେ ଉଈ ହୁଙ୍କାଟିଏ ଥାଏ । ଜମିରେ କାମ କଲାବେଳେ ହାଲିଆ ହୋଇ ବେଳେବେଳେ ବ୍ରାହ୍ମଣ ଏହି…

ଅଧିକ ପଢ଼ନ୍ତୁ
କର୍ମ ଛୋଟ ନୁହେଁ କି ବଡ଼ ନୁହେଁ

କର୍ମ ଛୋଟ ନୁହେଁ କି ବଡ଼ ନୁହେଁ

ସୁଦୂର ପ୍ରସାରୀ ଅଞ୍ଚଳର ଏକ ଗାଁ । ଗାଁ’ର ନାମ ମୁକୁନ୍ଦପୁର । ଗାଁରେ ରହୁଥିଲେ ଭାସ୍କର ବାବୁ । ଭାସ୍କର ବାବୁଙ୍କର ଗୋଟେ ବୋଲି ପୁଅ ଥିଲା, ରମେଶ । ଭାସ୍କର ବାବୁ ସବୁବେଳେ ତା ପାଇଁ ଚିନ୍ତିତ ରହୁଥିଲେ, କାରଣ ତାଙ୍କର ପୁଅ କିଛି କର୍ମ ଧନ୍ଦା କରୁନଥିଲା । ସେ ଯେଉଁ କାମ ବି କରେ, କିଛି ଦିନ ପରେ ସେ ସବୁରେ ତା’ର ମନ ଲାଗେନି । ତେଣୁ ସେ କୌଣସି କାମରେ ତିଷ୍ଠି ରହିପାରେ ନାହିଁ । ଏମିତିରେ ସେ…

ଅଧିକ ପଢ଼ନ୍ତୁ