Chocolate

ଚକଲେଟ

ସେଦିନ ଅପରାହ୍ନରେ ମୋ ଚଷମାର ଲେନ୍ସକୁ ପୋଛି କବାଟ ଖୋଲି ଦେଖିଲି’କୁକୁ’ । କୁକୁ, ସେଇ ଟିକି ଝିଅଟି ମୁହଁରେ ତା’ର ଅଝଟର ଚିହ୍ନ, ପାଖ ପୋଡ଼ଶୀଙ୍କ ଝିଅ । ହାତରେ ଧରିଥାଏ ଦୁଇଟି ଡେରିମିଲ୍କ ଚକଲେଟ ଓ କହିଲା, “ଅଙ୍କଲ ତୁମ ଚକଲେଟ ନେଇଯାଅ ସରି ।” ଆଜି ଅଫିସରୁ ଫେରିଲାବେଳେ ଦେଖାହେଇଥିଲା କୁକୁ, ବୟସ ୫ କି ୬ ବର୍ଷ ହେବ । ମୋର ତା’ ସହିତ ତିନି ମାସର ବନ୍ଧୁତା, ସେ ଏକ…

ଅଧିକ ପଢ଼ନ୍ତୁ
Roseday

ରୋଜ୍ ଡେ

ଗୋଲାପ: ପ୍ରେମ ଆଉ ପ୍ରକୃତିର ଗୋଟେ ସୁନ୍ଦର ସୃଷ୍ଟି । କେତେବେଳେ ପୂଜାରେ ତ ପୁଣି କେତେବେଳେ ସ୍ଵାଗତ ସମ୍ବର୍ଦ୍ଧନାରେ ବ୍ୟବହାର ହୁଏ । ଭଲପାଇବା ଆଉ ବନ୍ଧୁତା ପାଇଁ ଇଏ କୋଉ ବିଶେଷ ଉପହାର ଠୁ କମ୍ ନୁହେଁ । * ସେଦିନ ରୋଜ୍ ଡେ’ରେ ପ୍ରତିମା ଗୋଟେ ରଙ୍ଗ ବିହୀନ ଗୋଲାପ ଚିତ୍ର ଅଙ୍କା ଯାଇଥିବା ପେପର୍ ଅନୁପକୁ ଦେଇ କହିଲା, “ନେ ଆଜିର ଦିନରେ ତୋ ପାଇଁ ।” ଅନୁପ: ବହୁତ୍ ସୁନ୍ଦର…

ଅଧିକ ପଢ଼ନ୍ତୁ
Teddy Day

ଟେଡି ଡେ: ରାଧିକା

-ଧନବାଦର ଓଜନ ଗାଲେରିଆ ମଲରେ ଛିଡା ହେଇ ତମେ ସବୁଠୁ ଉଚ୍ଚା ଟେଡିକୁ ଦେଖି ଖୁସିରେ ଆତ୍ମହରା ହେଇ ଦେଖିଲା ବେଳେ, ମୁଁ ମୋ କଥା କୁହା ଟେଡିକୁ ଦେଖୁଥାଏ ଏକା ଲୟରେ । -ସକେଇ ହେଲ ମୋ ପାଖରେ ଆଉ କହିଲ “ଏଇ…ମୁଁ କୁଆଡେ ମୋଟି ହେଇଯାଇଛି?” ଆଉ ମୁଁ କହିଲି “ରାଧିକା…ମତେ ବାର୍ବୀ ଡ଼ଲ ନୁହେଁ ଟେଡି ବିଅର ପସନ୍ଦ”। ସେଇଠି ହିଁ ଝରିଥିଲା ତୁମ ଓଠର ଧିମା ଧିମା ଝୁମା ଝୁମା ହସ…

ଅଧିକ ପଢ଼ନ୍ତୁ
Premara Paribhasa

ପ୍ରେମର ପରିଭାଷା

ବହୁତ ଦିନ ହେଲା ମନଟା ଭାରାକ୍ରାନ୍ତ ହୋଇ ରହୁଛି, ଆଜି କ’ଣ ଉଠିବାକୁ ଇଚ୍ଛା ହେଉନାହିଁ, ଥକା ଲାଗୁଛି; କ’ଣ ହେଲା? ସ୍କୁଲ୍ ଛୁଆ ସବୁ ପାଟି କରୁଛନ୍ତି କ’ଣ କେତେ ସମୟ ହେଲାଣି ଦେଖେ ତ, ଆରେ ଏ କ’ଣ ୧୧ଟା ବାଜିଲାଣି ! ଓଃ ଆଜି ଝିଅର ସ୍କୁଲ୍‌ରେ ମିଟିଂ ଥିଲା ୯:୩୦ ସମୟରେ । ଗଲା; ଆଜି କ’ଣ କି?? ଓଃ ଏବେ ଭାଲେଣ୍ଟାଇନ୍ ସପ୍ତାହ ଚାଲିଛି, ମୋର ତ କେହି ନଥିଲେ…

ଅଧିକ ପଢ଼ନ୍ତୁ
Chocolate-day-1st-meet

ଚକଲେଟ୍ ଦିବସ ! ପ୍ରଥମ ଦେଖା…

ସହରର ଏକ ପାର୍କରେ ଏକୁଟିଆ ବସି ବାରମ୍ବାର ନିଜ ମୋବାଇଲ ଆଉ ପାର୍କର ପ୍ରବେଶ ପଥକୁ ଅନେଇ ବସିଥାଏ ରାଜ୍ୟର ସବୁଠୁ ପ୍ରତିଭାବାନ ଯୁବ ମହିଳା ଆଥଲେଟ୍ ଖୁସି । ବୟସ ଅଠର ଉଣେଇଶ ହେବ; ମାତ୍ର ଏ ବୟସରେ ବି ରାଜ୍ୟ ପାଇଁ ଅନେକ ଗୈାରବ ଆଣି ଦେଇଥିଲା ଖୁସି । ଆଖିରେ ଅନେକ ସ୍ୱପ୍ନ, ତାହାର ଆଦର୍ଶ ମେରିକମ୍ ଭଳି ହେବ । ପ୍ରିୟ, ସାଧାରଣ ପ୍ରଶଂସକରୁ ଖୁସିକୁ ଅତି ନିଜର ହୋଇ ସାରିଥିଲା,…

ଅଧିକ ପଢ଼ନ୍ତୁ