bhinna-eka-swadhinata-dibasa

ଭିନ୍ନ ଏକ ସ୍ୱାଧୀନତା ଦିବସ

ମନେପଡ଼େ ଆଜି ପିଲାଦିନ ସ୍ୱାଧୀନତା ଦିବସ କଥା । ସକାଳୁ ବଡି ଭୋରରୁ ଉଠି ନାନା ରଙ୍ଗ ବେରଙ୍ଗର ଫୁଲ ସଂଗ୍ରହ କରି, ଧୋବ ଫର ଫର ରିବନଫିତା ଖଞ୍ଜି ହୋଇ ସ୍କୁଲ୍ ଯାଇ ପତାକା ଉତ୍ତୋଳନ ସ୍ଥଳକୁ ଫୁଲ ଆଉ ମୁରୁଜରେ ସଜାଇ ଜାତୀୟ ସଙ୍ଗୀତ ଗାନ କରି ସ୍ୱାଧୀନତା ସଂଗ୍ରାମୀଙ୍କ ବୀରଗାଥାକୁ ସ୍ମରଣ କରିବା, ଭାରତୀୟ ବୋଲି ମନରେ ଗର୍ବ ଅନୁଭବ କରିବା, ସ୍ୱାଧୀନତା ଦିବସ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରି ପୁରସ୍କାର…

ଅଧିକ ପଢ଼ନ୍ତୁ
corona-bahaghara

କରୋନା ବାହାଘର

ଅନେକ ଲୋକଙ୍କ ମନରେ ଯେମିତି ମହତକାଂକ୍ଷା ଥାଏ ମୋ ମନରେ ବି ସେମିତି ଏକ ସ୍ୱଭାବସୁଲଭ ବୈରାଗ୍ୟଭରା ବାହାଘର ହବ ବୋଲି ସ୍ୱପ୍ନ ଦେଖୁଥିଲି । ସମୟ ସୁଅରେ ମୋର ବୟସ ୨୯ ପୂରି ୩୦ ଚାଲିଲା । ମନ ମୋର ଅତି ଉତ୍କଣ୍ଠା ଆଉ ପ୍ରସାନିତ ହେଇଯାଉଥାଏ କାରଣ ମୋ ବାହାଘର ଏତେ ଦିନର ଅବିରତ ଖୋଜାଖୋଜି ପରେ ଘର ଲୋକଙ୍କ ପ୍ରଚେଷ୍ଟାରେ ଠିକ ହେଇଛି । ଝିଅଟା ଦେଖିବାକୁ ଗଲେ ରାଜକୁମାରୀ ଭଳି । ଏହିସବୁ କଥା ମୁଁ ଆମ…

ଅଧିକ ପଢ଼ନ୍ତୁ
Sesha-Dekha

ଶେଷ ଦେଖା

ରସାୟନ ବିଜ୍ଞାନରେ ପି.ଏଚ୍.ଡି ପାଇଁ ବୋଷ୍ଟନ୍ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇଲି, ଖୁସିରେ ଗୋଡ଼ ତଳେ ଲାଗୁନଥାଏ; ଯଥା ଶୀଘ୍ର ଉନିଭର୍ସିଟିରେ ଜଏନ୍ କଲି । ସବୁକିଛି ସ୍ୱପ୍ନିଳ ଲାଗୁଥାଏ । ସବୁଦିନ ହଷ୍ଟେଲରୁ ବସ୍ ଧରି ଉନିଭର୍ସିଟି ଯାଏ ଆଉ ସନ୍ଧ୍ୟାରେ ଫେରେ । ପାଠପଢ଼ା ପାଇଁ ସ୍କଲାର୍‌ସିପ୍ ମଧ୍ୟ ପାଉଥାଏ; ମୋଟ ଉପରେ ମୁଁ ମୋର ସ୍ୱାବଲମ୍ବୀ ହେବାକୁ ଖୁବ ଉପଭୋଗ କରୁଥାଏ । କିଛି ଦିନ ପରେ ମୋ ଜୀବନ ପରିଧିରେ ଭିକ୍ଟର୍ ଆସିଲା । ଇଉନାଇଟେଡ୍ କିଙ୍ଗ୍‌ଡମ୍‌ର ପିଲା,…

ଅଧିକ ପଢ଼ନ୍ତୁ
safai

ସଫାଇ

ସେଦିନ ଜରୁରୀ ବୈଠକରେ ଆଲୋଚନା ହେଲା ଯେ ଆମ ଶାସନ ବ୍ୟବସ୍ଥାରେ ଉପରୁ ତଳଯାଏ ଆବର୍ଜନାରେ ଭରପୁର ହୋଇଗଲାଣି । ତେଣୁ ସଫାଇ ହେବା ଏକାନ୍ତ ଆବଶ୍ୟକ । ଏ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇ ସିଦ୍ଧାନ୍ତ ନିଆଗଲା ଯେ ଏହାକୁ କାର୍ଯ୍ୟକାରୀ କରାଗଲେ ଦେଶର ମଙ୍ଗଳ ହେବ । ତହୁଁ ଚତୁର ତଥା କଡ଼ା ମିଜାସର ସର୍ବୋଚ୍ଚ ଅଧିକାରୀ ସେଇଠି ତୁରନ୍ତ ଆଦେଶ ପ୍ରଦାନ କଲେ ଯେ “ସୁନ୍ଦର ପ୍ରସ୍ତାବ । ଆଜି ଏଇ ମୁହୂର୍ତ୍ତରୁ ହିଁ ସଫାଇ ଅଭିଯାନ…

ଅଧିକ ପଢ଼ନ୍ତୁ
Dani

ଦାନୀ

ପତି- ଆମ ଆଲମାରୀରେ ବହୁତ ପୁରୁଣା ଲୁଗାପଟା ଭର୍ତ୍ତି ହୋଇଗଲାଣି । ମୁଁ ଭାବୁଛି ସେଗୁଡ଼ିକ ବାହାର କରିଦେବା ଉଚିତ । ପତ୍ନୀ- ହଁ, ସେଇଆ କରିବା । ପୁରୁଣା ବାହାର କରିଦେଲେ ସିନା ସେଥିରେ ନୂଆ ରହିବା ପାଇଁ ଜାଗା ହୋଇଯିବ । ପତି- ସେ ପୁରୁଣା ଲୁଗାକୁ ଆମେ ଗରିବ ଲୋକଙ୍କୁ ଦାନ କରିଦେବା… ନା କ’ଣ ଭାବୁଚ? ପତ୍ନୀ- ହଁ । ସେଗୁଡ଼ା ଆମର ଆଉ କ’ଣ ହେବ? ପତି- ଆମର କାମବାଲୀଟି ବହୁତ ଗରିବ । ତାକୁ ଦେଇଦେବା । ପତ୍ନୀ-…

ଅଧିକ ପଢ଼ନ୍ତୁ