Sakaal

ସକାଳ

ଦୂର ଦିଗବଳୟରେ ନୂତନତ୍ୱର ଏକ ଉଦ୍ଭାସିତ ଅଭିସ୍ଫୁରଣ । ପ୍ରାରବ୍ଧରୁ ଜନମାନସରେ ଏକ ତାତ୍ତ୍ୱିକ ଏବଂ ବୈଜ୍ଞାନିକ ପ୍ରେରଣାର ଉତ୍ସ । ଆବର୍ତ୍ତନର ଚରକା ଦୋଳିରେ ମନ୍ଦ ପରେ ଭଲ, ଦୁଃଖ ପରେ ସୁଖ, ବିଶାଦ ପରେ ଉନ୍ମାଦନା ପରି ଅନ୍ଧାର ପରେ ଆଲୋକର ସମ୍ଭାର ନେଇ ଆସେ ଏହି ସକାଳ । ବିସ୍ମୟକର ସୃଷ୍ଟିରେ ଜୀବ ଓ ଉଦ୍ଭିଦ ଜଗତର ପ୍ରାଣର ଉତ୍ସ ହୁଏ ସକାଳର ଏହି ଅମୃତମୟ ଆଲୋକ । ପକ୍ଷୀ କାକଳି, କାରଖାନା ସାଇରନ୍‌ର ଶଂଖ ଧ୍ୱନି ସହିତ…

ଅଧିକ ପଢ଼ନ୍ତୁ
Jogyata

ଯୋଗ୍ୟତା

ଶିଳ୍ପପତି ଦୁର୍ଗମାଧବଙ୍କ ପତ୍ନୀ, ଚୌଧୁରୀ ଏଣ୍ଡ ସନ୍ସ ଇଷ୍ଟେଟର ମାଲିକାଣି ଋତୁପର୍ଣ୍ଣ। ଚୌଧୁରୀ । ହଠାତ ଦିନେ ମତେ ଫୋନ କଲେ । – “ହ୍ୟାଲୋ ସାର, ଗୁଡ଼ ଇଭିନିଂ । ମୁଁ ଋତୁପର୍ଣ୍ଣ। ଚୌଧୁରୀ କହୁଛି ।” – “ହଁ ମାଡମ କୁହନ୍ତୁ ।” – “ମୁଁ ସେ ଫାଇଲ ପାସ୍ କରିବା ପାଇଁ ଫୋନ କରିନି । ଫାଇଲ ପାସ୍ ହେଲା ହେଲା ନ ହେଲା ନାହିଁ । କାଲି ସଣ୍ଡେ ଅଛି । ଆପଣ ଆମ ରେସ୍ ଆଡେ ଟିକେ ଆସିପାରିବେ କି? କହିଲେ…

ଅଧିକ ପଢ଼ନ୍ତୁ
bhasa-badalara-chhai

ଭଷା ବାଦଲର ଛାଇ

ପ୍ରଦୋଷର ପ୍ରାଇଭେଟ କମ୍ପାନୀ ଚାକିରୀଟା ଚାଲିଯାଇଛି । ସଞ୍ଚିତ ଅର୍ଥରେ କେତେଦିନ ଚଳିବେ? ଏଇ କିଛିଦିନ ତଳେ ଝିଅ ଝିଲିର ଜନ୍ମଦିନ ଥିଲା । ପ୍ରଦୋଷର ସ୍ତ୍ରୀ ସବିତା ଝିଅ ଝିଲି ପାଇଁ ଡ୍ରେସ କିଣି ବାହାରିଥିଲା । ମାତ୍ର ଝିଲି ଅଭିଜ୍ଞ ଝିଅଟି ପରି କହି ଉଠିଥିଲା, “ଦେଖ ମାମା ! ମୋର ଏତେ ସବୁ ଡ୍ରେସ ଅଛି, ଆଉ ଆଣିବା ଦରକାର କ’ଣ? ବାବାଙ୍କ ଚାକିରୀ ହେଇଗଲେ ମତେ ବଳେ ନୂଆ ଡ୍ରେସ କିଣିକି ଦେବେନି ।” ରାଜା ପାଳି ଧରିଥିଲା…

ଅଧିକ ପଢ଼ନ୍ତୁ
Chagulu Hela Suna Pila

ଚଗୁଲୁ ହେଲା ସୁନା ପିଲା

“ମନେପଡ଼େ ସେଦିନର କଥା । ସ୍କୁଲରେ ଦେବାଶିଷ ସାରଙ୍କ ପ୍ରଥମ ଦିନ । ମନରେ ଭରିଥାଏ କେତେ ଆଶା ଆକାଂକ୍ଷା । ଅନେକ କଷ୍ଟ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି ସେ । ଆଜି ନିଯୁକ୍ତି ପାଇ ଯୋଗଦେବାର ପ୍ରଥମ ଦିନ । ମନ ବହୁତ ଖୁସି ଥାଏ ବିଦ୍ୟାଳୟରେ ନୂଆନୂଆ ପିଲାମାନଙ୍କ ସହ ମିଶିବାର ସୁଯୋଗ ମିଳିବ । ପ୍ରାର୍ଥନା ପରେ ଉପସ୍ଥାନ ଖାତାଟିକୁ ହାତରେ ଧରି ମନଜିଣା ସ୍ମିତହାସ୍ୟ ବଦନରେ ନବମ ଶ୍ରେଣୀ କକ୍ଷକୁ ପ୍ରବେଶ କରି ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଲେ ।…

ଅଧିକ ପଢ଼ନ୍ତୁ
Lockdown

ଲକ୍ ଡାଉନ୍

ଜୀବନଟା କେମିତି କେଜାଣି? ଟିକେ ବି ଫୁରସତ ନାହିଁ । ନିଶ୍ୱାସ ପ୍ରଶ୍ୱାସକୁ ସତେ ଅବା କିଏ ବନ୍ଦ କରିଦେଉଛି? କର୍ମଜଞ୍ଜାଳ ଭିତରେ ଛନ୍ଦି ବନ୍ଦୀ କିନ୍ତୁ ଶାନ୍ତି ନାହିଁ କି ଆତ୍ମ ସୁଖ ବି ମିଳେ ନାହିଁ? ସବୁବେଳେ କାର୍ଯ୍ୟବ୍ୟସ୍ତ । କିଛି ବୁଝାପଡ଼େନି କି କିଛି ଜାଣିବି ହୁଏନି । ସେଦିନ କାହିଁକି ଥକା ଲାଗେ? କିଛି କରିବା ପାଇଁ ଇଛା ହୁଏ ନାହିଁ । ମନରେ ବି ଆଗ୍ରହ ନାହିଁ । କେବଳ ଇଛା ହୁଏ ଆତ୍ମୀୟ ସ୍ଵଜନଙ୍କ ସହ…

ଅଧିକ ପଢ଼ନ୍ତୁ