Debasnana

ଦେବସ୍ନାନ

ଏଇ ବରଷ ଦେବସ୍ନାନ ପୂର୍ଣ୍ଣିମା ଦିନ ଆମ ଗାଁ ଗୋସେଇଁ ବହାରିଥାନ୍ତି ତିନି-ଚାରି କୋଷରେ ହେଉଥିବା ଦେବସ୍ନାନ ପର୍ବ ଦେଖିବାକୁ । କୋରନା କଟକଣା ଯୋଗୁଁ ପୁରୀ ଯାଇପାରିଲେ ନାହିଁ । ଯୋଗକୁ ବର୍ଷାଟା ବି ହେଉନାହିଁ । ଦୁଇଦିନ ତଳେ ଭୁବନେଶ୍ୱର ଭାସୁଥିଲା, ଆଜି ଖରା ଟାଣ ! ଗୋସେଇଁଙ୍କ ଉପବାସକୁ ଛତା ଜୋତା ଓ ସୂକ୍ଷ୍ମ ପୋଷାକ ପରିଧାନ ଶରୀରଟି ଟିକେ ମଳିନ ପଡ଼ିଯାଇଥାଏ । ଗାଁ’ର କିଛି ଲୋକ ଗୋସେଇଁଙ୍କୁ ଥଟ୍ଟା ତାମସା କରୁଥିଲେ, କିନ୍ତୁ ସେ ଥିଲେ ପ୍ରଭୁଙ୍କ…

ଅଧିକ ପଢ଼ନ୍ତୁ
Pratiksha

ପ୍ରତୀକ୍ଷା !

ସେଦିନ ରବିବାର ଥାଏ ଆଉ ମୁଁ ଚୁପଚାପ ନୀରବରେ ରହି ଭାବୁଥାଏ ତୁମକଥା, ନୀରବତାରେ ଭାବୁଥିଲି ଏ ଜୀବନ ଆଉ ଏ ପରିବର୍ତ୍ତନ ବିଷୟରେ, ମୋବାଇଲ ଫୋନରେ ବାଜୁଥାଏ ଗୀତଟିଏ ସନ୍ଧ୍ୟା ସମୟ ଆଉ ହଠାତ ତୁମେ ଆସି ଉପସ୍ଥିତ ହୁଅ, କିଛି ସମୟ ପାଇଁ ନିସ୍ତେଜ ହୋଇ ମୁଁ ଭାବେ ଏ ସ୍ୱପ ନା ବାସ୍ତବତା । ତୁମର କଥା ଆରମ୍ଭ ପ୍ରଶ୍ନରୁ ହୁଏ ଏବଂ ଶେଷ ମଧ୍ୟ ପ୍ରଶ୍ନରେ । ଗୀତଟିଏ ଯାହା ବାଜୁଥାଏ ବୋଧହୁଏ ପରିସ୍ଥିତିକୁ…

ଅଧିକ ପଢ଼ନ୍ତୁ
Premara Basna

ପ୍ରେମର ବାସ୍ନା

କାହିଁକି କେଜାଣି ସେହି ଭୟବିତ ମନ ଏବଂ ଅସ୍ଥିର ଚିତ୍ତ ନିଃଶବ୍ଦ ରାତି ଏହି ନିରୀହ ମନରେ ଅନେକ ଦ୍ୱନ୍ଦ ସୃଷ୍ଟି କରୁଥିଲା । ଜନ୍ମ ଦିନରେ ପ୍ରିୟ ଜନଙ୍କ ଶୁଭେଚ୍ଛା ମଧ୍ୟ ମନର କୋଳାହଳକୁ ଶାନ୍ତ କରି ପାରୁନଥାଏ । ଜୀବନର ଆଉ ଗୋଟିଏ ପାହାଚ ଯେ ମୁଁ ଚଢ଼ିଥିଲି । ହେଲେ ମୋତେ ଆଗକୁ ଯିବାକୁ ଭୟ ଲାଗୁଥାଏ । କାରଣ ଏଠି ପ୍ରତ୍ୟେକ ପାଦରେ ଛଳନା ସଦ୍ରୁଶ କଣ୍ଟା ବିଚ୍ଛୁରିତ ହୋଇ ପଡ଼ିଛି । କାହିଁକି କେଜାଣି ନ ଚାହିଁବା…

ଅଧିକ ପଢ଼ନ୍ତୁ
Bhuta Bangalare Tini Sanga

ଭୂତ ବଙ୍ଗଳାରେ ତିନି ସାଙ୍ଗ

ହିସ୍… ହିସ୍… । ନିସ୍ତବ୍ଧ ରାତିରେ ଧରିଣୀ ପୃଷ୍ଠରେ ଅମାବାସ୍ୟାର ଅନ୍ଧକାର ସମସ୍ତ ଆଲୋକକୁ ବିତାଡ଼ିତ କରୁଥିଲା । ମୁଁ ଏବଂ ମୋ ସାଙ୍ଗ ରିତେଶ ନଦୀ ପଠାରେ ବୁଲୁଥିଲୁ । ଠିକ୍ ସେହି ସମୟରେ ରିତେଶ୍‌କୁ ଗୋଟିଏ କଲ୍ ଆସିଲା । କଲ୍ ଉଠେଇବା ପାଇଁ କହିଲି ରିତେଶ୍‌କୁ, ମାତ୍ର ମନାକଲା, କହିଲା ବୋଧେ ତା’ ବାପାଙ୍କ କଲ୍ ଆସିଥିବ । ରାତିରେ ଖାଇସାରିଲି ନା ନାହିଁ ସେଥିପାଇଁ । ଘଟଣାଟି ହେଉଛି ୨୦୧୦ ମସିହା ମାଘ ମାସ ଅମବାସ୍ୟା, ସିନ୍ଧେକେଲା ନଦୀ । ନଦୀରେ…

ଅଧିକ ପଢ଼ନ୍ତୁ
Dana

ଦାନ

କୌଣସି ଜରୁରୀ କାମରେ ଦାସ ବାବଙ୍କୁ ସହରରୁ ଦଶ କିଲୋମିଟର ଦୂରକୁ ଯିବାକୁ ପଡ଼ିଲା । ସେ ଅଟୋରିକ୍ସାବାଲାକୁ ପଚାରିଲେ କେତେ ଭଡ଼ା ନେବୁ କହିଲୁ । ଅଟୋବାଲା କହିଲା, “ସାର୍… ଦୁଇ ଶହ ଟଙ୍କା ଭଡ଼ା ପଡ଼ିବ ।” ଦାସ ବାବୁ ଏହା ଶୁଣି ପୂରା ରାଗିଗଲେ, କହିଲେ, “ତୁମେମାନେ ଆଉ କେତେ ଲୁଟିବ ଆମଠୁ କହିଲ । ଗୋଟିଏ ଲୋକର ଅସହାୟତାର ସୁଯୋଗ ନେବ । ମୁଁ ଶହେ ଟଙ୍କା ଦେବି !” “ନା ସାର୍, ଶହେ ଟଙ୍କାରେ ତ ପେଟ୍ରୋଲ ପଳେଇବ ।…

ଅଧିକ ପଢ଼ନ୍ତୁ