Odia Poem Khaiba Chala (ଖାଇବା ଚାଲ) by Sambit Dalai

ଖାଇବା ଚାଲ

ପେଡ଼ା ଗୋଲ ଗୋଲ, ଚାଲ ଯିବା ଚଣ୍ଡିଖୋଲ । ଭୁଜା ଯଦି ପ୍ରିୟ ତୁମର, ଚାଲ ଯିବା ବାଲେଶ୍ଵର । ଖାଇବୁ କି ଛେନାପୋଡ଼, ଚାଲୁନୁ ଯିବା ନୟାଗଡ଼ । ଖଜା ଖାଇବୁ ମନ ଭରି, ଚାଲ ମାଡ଼ିଯିବା ପୁରୀ । ଖାଇବୁ ଇଡିଲି ସମ୍ବର, ବେଗି ଚାଲ ତୁ ବ୍ରହ୍ମପୁର । ସରସତିଆ ଭାରି ଜବର, ନନି ଯିବୁ କି ସମ୍ବଲପୁର । କଟକ କଥା ତ ନିଆରା, ସବୁରି ପ୍ରିୟ ଦହିବରା । ପାଳୁଅ ଲଡୁ ମିଠାରେ ଏକକ, ଚାଲ ଯିବା ମାଲିକେ ଭଦ୍ରକ ।…

ଅଧିକ ପଢ଼ନ୍ତୁ
Odia Poem Jubakrantira Masal (ଯୁବକ୍ରାନ୍ତିର ମଶାଲ) by Dinabandhu Bej

ଯୁବକ୍ରାନ୍ତିର ମଶାଲ

ଯୁବକ୍ରାନ୍ତିର ମଶାଲ ସଂସ୍କୃତି ପରମ୍ପରାର ଠିକଣା, ଦିଗନ୍ତ ପ୍ରସାରୀ ଡେଣା ପ୍ରାଚ୍ୟରୁ ପାଶ୍ଚାତ୍ୟକୁ କଲ ଉଡ଼ାଣ । ଧର୍ମ ଧାରଣର ଉର୍ଦ୍ଧ୍ୱରେ ବିଶ୍ଵବାସୀଙ୍କୁ କରାଇ ସ୍ମରଣ ଅନୁଭବ କରାଇଲ ହିନ୍ଦୁତ୍ଵର ଗଭୀରତା ଓ ଗାଢ଼ତା ଧର୍ମ ସଂସ୍ଥାପନର ଖମ୍ବ ମଜବୁତ କରାଇଲ ସ୍ୱାମୀ ବିବେକାନନ୍ଦ । ଯୁବକ୍ରାନ୍ତି କଲ ବିଶ୍ଵ ଆଧ୍ୟାତ୍ମକୁ ମହାକୁମ୍ଭ ମଧ୍ୟରେ ସୂର୍ଯ୍ୟସ୍ନାନ, ହେ ଯୁବ ପ୍ରତିଭାର ଆଦ୍ୟ ପ୍ରଣମ୍ୟ ଜାତୀୟ ଯୁବ ଦିବସରେ ତୁମ୍ଭକୁ କରୁଛି ଶତକୋଟି ନମନ । – ଦୀନବଂଧୁ ବେଜ ଦିନବନ୍ଧୁ ବେଜଦିନବନ୍ଧୁ…

ଅଧିକ ପଢ଼ନ୍ତୁ
Odia Poem Manisa (ମଣିଷ) by Sujata Dash

ମଣିଷ

ମଣିଷ ଭାବେ ସେ ସବୁଠୁ ଚାଲାକ ସବୁକିଛି କରିବା ଉପଭୋଗ ବ୍ୟବହାର କରିବ ମୂଲ୍ୟବାନ ଦ୍ରବ୍ୟ ବିଳାସମୟ ଆସବାସ ସବୁଠୁ ଗୁରୁତ୍ଵପୂର୍ଣ୍ଣ ବ୍ୟବହାର କରିବ ମଣିଷ ଜୀବନ ଏମିତି କରିବ ବ୍ୟବହାର ପାରିଶ୍ରମିକଠୁ ବେଶୀ କରେଇବ ଯେଉଁଦିନ କାମ ସରିଯିବ ଫୋପାଡ଼ିଦେବ ଯେମିତି ପୁରୁଣା ଲୁଗା ପୁରୁଣା ମୋବାଇଲ କି ପୁରୁଣା ବହି ବ୍ୟବହାର କରିବା ମଣିଷ ଜୀବନ ତା’ର ବୁଦ୍ଧି, ଶିକ୍ଷା ଓ କାର୍ଯ୍ୟଦକ୍ଷତା ଯାହା ଆଦେଶ ଦେବ ପାଳନ କରିବା ଅକ୍ଷରେ ଅକ୍ଷରେ ଯେତେ…

ଅଧିକ ପଢ଼ନ୍ତୁ
Odia Poem Bapa (ବାପା) by Anuradha Kar

ବାପା

ଜୀବନଟେ ପାଇ ଯେବେ ଜନ୍ମ ନେଲି ଏ ଧରା ଧରଣୀ ତଳେ ଆଦରେ କୋଳେଇ ନେଇଥିଲ ମତେ ଧରି ତୁମ ବାହୁ ବଳେ । ଖୁସିର ଲହରୀ ଛୁଟି ଉଠୁଥିଲା ଆନନ୍ଦରେ ଥିଲ ତୁମେ କେତେ ସ୍ୱପ୍ନ ତୁମେ ମୋ ପାଇଁ ଦେଖିଲ ଖୁସି ଦେବା ପାଇଁ ମନେ । ପ୍ରଥମେ ଧରିଲି ତୁମ ହାତ ଯେବେ ଚାଲି ଶିଖାଇଲ ମତେ ଝୁଣ୍ଟିବା ପୂର୍ବରୁ କୋଳେଇ ଧରିଲ କଷ୍ଟ ହେବ ବୋଲି ମତେ । କେତେ ଅଳି କଳି କରିଛି ଜୀବନେ…

ଅଧିକ ପଢ଼ନ୍ତୁ
Namaste Maa Saraswati (ନମସ୍ତେ ମା' ସରସ୍ୱତୀ) by Mamata Sahu

ନମସ୍ତେ ମା’ ସରସ୍ୱତୀ

ନମସ୍ତେ ନମସ୍ତେ ଭଗବତୀ ଗୋ ଭାରତୀ ନମସ୍ତେ ନମସ୍ତେ ବିଦ୍ୟାବତୀ ସରସ୍ୱତୀ ॥ ବାଲମିକ ମୁନିଙ୍କୁ ମା’ କରିଲୁ ସୁଦୟା ସପ୍ତକାଣ୍ଡ ରାମାୟଣ ଲେଖିଲେ ଅନନ୍ୟା ॥ ବୀଣା ନାଦେ ବିଷ୍ଣୁଙ୍କର ମନକୁ ମୋହିଲୁ ବିଷ୍ଣୁ ମୋହିନୀ ନାମରେ ପରିଚିତ ହେଲୁ ॥ ଦେବ ଗୁରୁ ବୃହସ୍ପତି ତୋ’ର ଦୟାବଳେ ଦେବଗଣେ ମହା ପଣ୍ଡିତ ଯେ ବୋଲାଇଲେ ॥ ତୋ’ କୃପା ହେଲେ ମାଗୋ ମୂର୍ଖ ହୁଏ ଜ୍ଞାନି ବିଦ୍ୟା ବୁଦ୍ଧିରେ କେ ତାକୁ ନ ପାରଇ…

ଅଧିକ ପଢ଼ନ୍ତୁ